ସମ୍ପାଦକୀୟ

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି ଚାଲିଛି ନିର୍ବାଚନୀ ପ୍ରତିଯୋଗିତା। ଗଣତନ୍ତ୍ର ଶାସନରେ ଲୋକଙ୍କ ହାତରେ ଥିବା ଏହି କ୍ଷମତା ଟିକକ…

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ ରହିବା ଫଳରେ ନିଆଁ ବ୍ୟାପିବାରେ ସାହାଯ୍ୟ କରୁଛି। ତେବେ ଏହି ପାଇନ ନିଡଲ୍ସ ବର୍ଜ୍ୟର…

ଏଇ ଭାରତରେ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ଧ୍ୱନିର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି ପଞ୍ଜାବର ପୂର୍ବତନ ସେନା ଅଧିକାରୀ ହରିଶ ଚନ୍ଦ୍ର ସିଂ। ସେ ସେନାରେ ନିଜର ଦାୟିତ୍ୱ ଶେଷ କରିବା ପରେ କୃଷିରେ ଲାଗିଛନ୍ତି। ହରିଶ…

ନିର୍ବାଚନରେ ଏଆଇ

ସୌରଜିତ ପ୍ରଧାନୀ ଭାରତ ବିକଶିତ ହେଉଥିବାରୁ ନିର୍ବାଚନ ପଦ୍ଧତି ମଧ୍ୟ ଅନୁରୂପ ଭାବେ ପରିଚାଳିତ ହେଉଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଉଭା ହୋଇଛି। ଏହା ବିଭିନ୍ନ କ୍ଷେତ୍ରକୁ ନୂଆ ରୂପ ଦେଉଛି ଏବଂ…

ଦେବତାର ଆସନରେ ମଣିଷର ଅଭିଷେକ

ଡ. ହୃଷୀକେଶ ମଲ୍ଲିକ କବି କାଳିନ୍ଦୀଚରଣ ପାଣିଗ୍ରାହୀ ନିଜ କବିତାରେ ବ୍ୟକ୍ତିମନ ଓ ବିଶ୍ୱମନର ପରିପ୍ରକାଶ କରିଛନ୍ତି। ତାଙ୍କ କବିତାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ଗୋଟିଏ ପର୍ଯ୍ୟାୟ ସ୍ବପ୍ନର ବନ୍ଦନା କରେ ଓ ଅନ୍ୟ ପର୍ଯ୍ୟାୟଟି ଜଗତର ବାସ୍ତବତାକୁ ରୂପଦିଏ।…

ଶିକ୍ଷାରେ ଇଚ୍ଛାଶକ୍ତି

ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଅଷ୍ଟାଦଶ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ସହ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମରେ ବିଧାନସଭା ନିର୍ବାଚନ ହେଉଛି। ଦେଶରେ ୪ଟି ପର୍ଯ୍ୟାୟରେ ୩୮୧ ଲୋକ ସଭା…

ଏଇ ଭାରତରେ

ଇସ୍ରାଏଲର ମୂଳ ବାସିନ୍ଦା ମିଚେଲ ହାରିସନ ୧୯୮୪ରେ କୋଲକାତାକୁ ଆସିବା ପରେ ଜଣେ ଅସହାୟ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କର ଜଣେ ଜନ୍ମିତ କନ୍ୟା ଥିଲେ ବି କୋଲକାତାରେ ଅସହାୟ ଝିଅମାନଙ୍କ ଅବସ୍ଥା ଦେଖି ସେ ଏଭଳି ଝିଅମାନଙ୍କୁ…

ଦାର୍ଶନିକ ଭାଷଣ

ହରେକୃଷ୍ଣ ଦାସ   ପରମ ଜ୍ଞାନୀ ରାଜା ଭର୍ତ୍ତୃହରି ମାନବ ଜୀବନ ତଥା ସଂସାରର ଅଳୀକତା ବିଷୟରେ ଯଥେଷ୍ଟ ସଚେତନ ଥିଲେ ମଧ୍ୟ ସନ୍ନ୍ୟାସୀ ଗୋରେଖନାଥଙ୍କ ସହ ସାକ୍ଷାତ ହେବା ପରେ ହିଁ ତାଙ୍କ ଜ୍ଞାନଚକ୍ଷୁ ଉନ୍ମିଳିତ ହୋଇଥିଲା ଏବଂ ସମୟକ୍ରମେ…

ଶାସ୍ତ୍ର ଦୃଷ୍ଟିରେ ନେତା ଓ ଜନତା

ଡ. ଭାରତ ଭୂଷଣ ରଥ   ଆସିଛି ନିର୍ବାଚନ। ଆମେ ଯେମିତି ନେତା ଚୟନ କରିବା, ସେମିତି ଆମର ଶାସନ ବ୍ୟବସ୍ଥା ପରିଚାଳିତ ହେବ। କେହିକେହି କୁହନ୍ତି, କଳେବଳେ କୌଶଳେ ନେତାମାନେ ଭୋଟ ପାଇ ଶାସନ କରିବେ। ଏହା ମଧ୍ୟ ଦୃଷ୍ଟିଗୋଚର…

ଶିକ୍ଷା ନାହିଁ ଇସ୍ତାହାରରେ

ଆର୍ଥିକ, ସାମାଜିକ, ବୌଦ୍ଧିକ ତଥା ବିଜ୍ଞାନ ଆଧାରିତ ଏକ ସଶକ୍ତ ସମାଜ ଗଠନରେ ଶିକ୍ଷାର ଭୂମିକା ମହତ୍ତ୍ୱପୂର୍ଣ୍ଣ। ଏହାକୁ ଲକ୍ଷ୍ୟକରି ଛାତ୍ରୀଛାତ୍ରମାନଙ୍କ ଶିକ୍ଷାର ମୂଳଦୁଆ ସ୍କୁଲରୁ ପକାଯାଏ। ପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଷୟରେ ସେମାନେ ସ୍ନାତକ ତଥା ସ୍ନାତକୋତ୍ତର…

ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ସବୁକିଛି ତ୍ୟାଗ କରିବାକୁ ପଛାନ୍ତି ନାହିଁ ମାତାପିତା, କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ପିଲାମାନଙ୍କୁ ଏକ ଯନ୍ତ୍ରଣାମୟ ଜୀବନ ବଞ୍ଚିବା ପାଇଁ ବାଧ୍ୟ କରନ୍ତି। ବିଶ୍ୱାସ ହେଉ ନ ଥିଲେ ବି ଏମିତି ଏକ ଘଟଣା…

ଭେଦଭାବ ବିକାଶରେ ଅନ୍ତରାୟ

ରାଜୀବ କୁମାର ନାୟକ ଓଡ଼ିଶାରେ ମୋଟ୍‌ ୬୨ଟି ଜନଜାତି ଏବଂ ୯୩ଟି ଜାତିର ଲୋକ ବସବାସ କରୁଥିବାବେଳେ ଏମାନଙ୍କ ଜନସଂଖ୍ୟା ଯଥାକ୍ରମେ ମୋଟ୍‌ ୪.୫ କୋଟି ଜନସଂଖ୍ୟାର ୨୨.୧୫ ଏବଂ ୧୭.୨ ଶତକଡା। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଶିଶୁଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri