ଭୋଟ ଦେବା କାହାକୁ
ଅକ୍ଷୟ କୁମାର ମିଶ୍ର ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ। ଆମ ଦେଶର ସାବାଳକମାନେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍ ଦେଇ ଜନପ୍ରତିନିଧି ବାଛନ୍ତି। ଏହି ନିର୍ବାଚିତ ଜନ ପ୍ରତିନିଧିମାନେ ସରକାର ଗଢ଼ନ୍ତି। ସରକାର ଗଠନ ପରେ ଆନୁଷ୍ଠାନିକ ଭାବେ ଏମାନେ…
ଗୁରୁତ୍ୱବିହୀନ ଭୋଟର
ଏଥର ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ମାନ୍ଦା। ଖରା ଓ ତାତିରେ ପ୍ରାର୍ଥୀମାନେ ଘାଇଲା ହୋଇପଡ଼ିଥିବାବେଳେ ରାଜନୈତିକ କର୍ମୀ ଅସ୍ତବ୍ୟସ୍ତ। କର୍ମୀଙ୍କ ଅନୁଯାୟୀ ଜନସାଧାରଣଙ୍କ ପ୍ରତିକ୍ରିୟା ଜାଣି ହେଉନାହିଁ। ସବୁ ଦଳ ନିଜ ସପକ୍ଷରେ ‘ହାଓ୍ବା’ ଅଛି ବୋଲି କହୁଥିବାବେଳେ ସାଧାରଣ ଭୋଟରଙ୍କ…
ଏଇ ଭାରତରେ
ଏକ ବିକଶିତ ପର୍ଯ୍ୟଟନସ୍ଥଳୀକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିବା ଏକ ସାଧାରଣ କଥା। କିନ୍ତୁ ହିମାଚଳ ପ୍ରଦେଶର ଗୋଟିଏ ନିପଟ ସଫସଲ ଗାଁ କିୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନିଶ୍ଚିତ ଭାବେ ଏକ ଭିନ୍ନ ଦିଗକୁ ସୂଚିତ କରେ। ଏହି ଦିଗଟି…
ସବୁଠୁ ଉପରେ ରାଷ୍ଟ୍ର
ଉପେନ୍ଦ୍ର ବିଶ୍ୱାଳ ମୋରର ଗୌରବୋଜ୍ଜ୍ୱଳ ଇତିହାସର ଏକ ଅଧ୍ୟାୟ। ଆକସ୍ମିକ ଭାବେ ଦେହାନ୍ତ ଘଟିଛି ମୋର ମହାରାଣୀ କର୍ମବତୀଙ୍କର। ତା’ପୂର୍ବରୁ ଶିଶୁପୁତ୍ରର ଲାଳନପାଳନ ଦାୟିତ୍ୱ ନ୍ୟସ୍ତ କରିଥିଲେ ଅତି ବିଶ୍ୱସ୍ତ ସେବିକା ପାନ୍ନା ଧାଈଙ୍କ ଉପରେ। କଥିତ ଅଛି, ନିଜ ନବଜାତ…
ବାତ୍ସଲ୍ୟର ବାରିଧାରା
ଡ. ପ୍ରଫୁଲ୍ଲ କୁମାର ସାହୁ ମା’ କେବଳ ଏକ ଶବ୍ଦ ନୁହେଁ, ସ୍ପନ୍ଦନ। କେବଳ ଏକ ସମ୍ବୋଧନ ନୁହେଁ, ବିମୁଗ୍ଧ ଅନୁଭବ। ଆମ ଚେତନାରେ, ଆମ ସ୍ପନ୍ଦନରେ ଅହରହ ଗୁଞ୍ଜରିତ ହେଉଥିବା ଏକ ଦ୍ୱିଜ ମନ୍ତ୍ର। ମା’ ବୋଲି ଡାକିଦେଲେ ପ୍ରାଣରେ…
ମୁହଁ ବନ୍ଦ ପାଇଁ ପଦକ୍ଷେପ
ନିର୍ବାଚନ ପ୍ରଚାର ସକାଶେ ଅରବିନ୍ଦ କେଜ୍ରିିୱାଲଙ୍କୁ କିଛିଦିନ ପାଇଁ ଜେଲରୁ ମୁକ୍ତ କରାଯାଇଛି। ପ୍ରଚାର ପରେ ତାଙ୍କୁ ଜେଲକୁ ଫେରିବାକୁ ପଡ଼ିବ। କେଜ୍ରିିୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ସେ ଜେଲରେ ରହିବାର କାରଣ ତାଙ୍କ ଜାମିନକୁ ଭାଜପା ବିରୋଧ କରୁଛି।…
ପ୍ରତିଭା ଅଭାବ
ଏସ୍.କେ.ଜି. ରାହାତେ ଅବସର ନେବା ପରେ ବରିଷ୍ଠ ଏଜିଏମ୍ୟୁଟି କ୍ୟାଡର ଆଇଏଏସ୍ ଅଧିକାରୀ ରାଜକୁମାର ଗୋୟଲଙ୍କୁ ନ୍ୟାୟ ସଚିବ ଭାବରେ ସାମୟିକ ଦାୟିତ୍ୱ ଦିଆଯାଇଛି। ଏଭଳି ପଦକ୍ଷେପ ପ୍ରଶାସନିକ ଆବଶ୍ୟକତା ପୂରଣ କରିବାର ଦକ୍ଷତା ବଜାୟ ରଖିବାରେ ମୋଦି ସରକାରଙ୍କ ସଂଗ୍ରାମକୁ…
ଅସନ୍ତୁଳିତ ପୃଥିବୀ ଓ ଋତୁଚକ୍ର
ବିଜ୍ଞାନ ଯେତେ ସମୃଦ୍ଧ ହେଲେ ମଧ୍ୟ ପ୍ରାକୃତିକ ଜିନିଷର ପ୍ରତିକଳ୍ପ ହୋଇପାରିବ ନାହିଁ କିମ୍ବା ତା’ର ସ୍ଥାନ ନେଇପାରିବ ନାହିଁ। ଯେତେ ଯାହା ହେଲେ ବି ଜୀବଜଗତ ପ୍ରକୃତି ଉପରେ ନିର୍ଭର କରିବ । ଉଭୟ ଜୀବଜଗତ ଓ ପ୍ରାକୃତିକ ପରିବେଶ…
ଅସରନ୍ତି ଯୁଦ୍ଧ-ଚିରନ୍ତନ ଯୁଦ୍ଧଭୂମି
ହମାସ୍ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ ହେବା ପୂର୍ବରୁ ଇରାନ୍ର ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ୱକୁ ଆତଙ୍କିତ କରିଛି। ସିରିଆର ଡାମାସ୍କସ୍ରେ ଇରାନର ବାଣିଜ୍ୟ ଦୂତାବାସ ଆକ୍ରମଣ ପଛରେ ଇସ୍ରାଏଲର ପ୍ରଚ୍ଛନ୍ନ ହାତ ଥିବା ସନ୍ଦେହକରି ଇରାନର ସାନି…
ଏଇ ଭାରତରେ
ଗୁଜରାଟ ଭଦୋଦରାର ଶିକ୍ଷୟିତ୍ରୀ ଜୁନିନ୍ ଦତ୍ତ ତାଙ୍କ ଚାକିରି ସମୟରେ ସେଥିରୁ ସମୟ ବାହାରକରି ସମାଜସେବା କରୁଥିଲେ। ଥରେ ସେ ଡ୍ୟୁଟିରୁ ଫେରିବା ବେଳେ ଏକ ଛକରେ ପିଲାଟିଏ ଭିକ ମାଗୁଥିବା ଦେଖିବା ପରେ ସେଭଳି ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ…
ସହର ସୁରକ୍ଷାରେ ଏଆଇ
ପ୍ରାୟ ୪.୪ ବିଲିୟନ ଲୋକ ରହୁଥିବା ସହରଗୁଡ଼ିକ ବିନାଶକାରୀ ଜଳବାୟୁଜନିତ ଘଟଣାର ସାମ୍ନା କରୁଛନ୍ତି ଓ ଅତ୍ୟଧିକ ବିପଦରେ ରହିଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବନ୍ୟା ପରିସ୍ଥିତି ନ୍ୟୁୟର୍କ ସହର ଏବଂ ଜାକର୍ତ୍ତା ଭଳି ଉପକୂଳବର୍ତ୍ତୀ ମେଗାସିଟିଗୁଡ଼ିକ ପ୍ରତି ବିପଦ…
ପୁଅ ଯଦି ଯୋଗ୍ୟ…
ଆମ ଭାରତୀୟ ସମାଜ ଜୀବନରେ ବହୁ ଅଜବ ଜୀବନଶୈଳୀ ଦୃଷ୍ଟିଗୋଚରକୁ ଆସେ। ଏଇ ଯେମିତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଜୀବନ ପ୍ରବାହରେ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରି ଜମାରାଶିକୁ ବୃଦ୍ଧି କରି ବହୁତ ଖୁସି…
Archives


