‘ଚମତ୍କାର’ ବୋଲି କିଛି ଅଛି
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଆଠ ବର୍ଷର କଅଁଳ କଳିକା ଝିଅଟିଏ। ଗୋଟିଏ ଛୋଟ ମୁଣିରେ ଚାଳିଶ ଟଙ୍କାର ଖୁଚୁରା ଧରି ସହରର ଗୋଟିଏ ଔଷଧ ଦୋକାନରୁ ଅନ୍ୟ ଦୋକାନ ବୁଲି ଏମିତି ଏକ ଔଷଧ ଖୋଜୁଛି ଯେ, ଯାହା କେଉଁଠି…
ବିଦ୍ୱେଷପୂର୍ଣ୍ଣ ମିଥ୍ୟା
ଅନେକ ସମୟରେ ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ମନେପକାଇବା ଦରକାର। ୪ବର୍ଷ ପୂର୍ବେ ୨୦୨୦ ମାର୍ଚ୍ଚ ୧୦ରୁ ୧୩ ଯାଏ ମୁସଲିମ ଧର୍ମୀୟ ସଙ୍ଗଠନ ତବ୍ଲିଗ୍ ଦିଲ୍ଲୀରେ ଏକ ବୈଠକ କରିଥିଲା। କୋଭିଡ୍ -୧୯ ଆରମ୍ଭ ପୂର୍ବରୁ ଏହା ସ୍ଥିର କରାଯାଇଥିଲା…
ଏଇ ଭାରତରେ
ଆସାମର ଗାଁଗୁଡ଼ିକରେ ପିଲାମାନଙ୍କ ପାଇଁ ଲାଇବ୍ରେରି ଖୋଲୁଛନ୍ତି ଋତୁପର୍ଣ୍ଣା ନେଓଗୀ। ଏହି ଲାଇବ୍ରେରିରୁ ପିଲାମାନେ ମାଗଣାରେ ବହି ନେଇ ପଢ଼ିବାର ସୁବିଧା ପାଉଛନ୍ତି। ଋତୁପର୍ଣ୍ଣା ସୋସିଆଲ ଓ୍ବାର୍କ କ୍ଷେତ୍ରରେ ଶିକ୍ଷାଲାଭ କରିବା ପରେ ଆସାମର ବିଭିନ୍ନ ସୋସିଆଲ ଓ୍ବାର୍କ ସୋସାଇଟିରେ କାମ…
ପିଲାଙ୍କୁ ନେଇ ସୃଜନ ଦୁନିଆ
ଯଶସ୍ବିନୀ ପଟ୍ଟନାୟକ ସୃଜନଶୀଳତା ପ୍ରତ୍ୟେକଙ୍କର ଅନ୍ତର୍ନିହିତ ସ୍ବତନ୍ତ୍ରତାର ଝଲକ। ଏହା ଈଶ୍ୱର ପ୍ରଦତ୍ତ ନିଶ୍ଚୟ। ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ମାତାପିତାମାନେ ସୃଜନଶୀଳତାକୁ ପ୍ରାଥମିକ ସମୟରୁ ବୁଝିପାରି ନଥାନ୍ତି , ଯାହାର ଫଳସ୍ବରୂପ ସେମାନେ ଏହାର ପ୍ରାସଙ୍ଗିକତା ବୁଝିଲାବେଳକୁ ଅନେକ ବିଳମ୍ବ…
ଶ୍ରମିକଙ୍କ ଦୈନିକ କାର୍ଯ୍ୟ ସମୟ
ବୃହସ୍ପତି ସାମଲ ନିଜ ଦେଶ ପ୍ରତି ଉତ୍ତରଦାୟିତ୍ୱର ନିଦର୍ଶନ ସ୍ବରୂପ ଯୁବପିଢ଼ି ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି ନିକଟ ଅତୀତରେ ଇନ୍ଫୋସିସର ସହସଂସ୍ଥାପକ ନାରାୟଣ ମୂର୍ତ୍ତି ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ମତ ରଖିବା ପରେ ବିବାଦ ସୃଷ୍ଟି…
ପରିବର୍ତ୍ତନର ପ୍ରସ୍ତୁତି
ଦିଲ୍ଲୀର ପ୍ରମୁଖ ସରକାରୀ ବିଭାଗଗୁଡ଼ିକରେ ଆମୂଳଚୂଳ ପରିବର୍ତ୍ତନ କରିବାକୁ କେନ୍ଦ୍ର ପ୍ରସ୍ତୁତ ହେଉଥିବା ସହ ପ୍ରଶାସନର ପୁନର୍ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ସରକାର ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଅଫ୍ ଦିଲ୍ଲୀ (ଏମ୍ସିଡି) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ନେଇ…
ସବୁଜ ଚିନ୍ତା
ୟୁକ୍ରେନ୍ରେ ୨୦୨୨ ପ୍ରଥମାଦ୍ଧର୍ର୍ରୁ ଯୁଦ୍ଧ ଲାଗି ରହିଛି। ଅନ୍ୟପଟେ ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ହମାସ୍ର ବର୍ବର ଆକ୍ରମଣ ପରେ ଗାଜାରେ ସଂଘର୍ଷ ଜାରି ରହିଛି। ଏହି ଦୁଇଟି ଯୁଦ୍ଧ ସ୍ଥିତି ବିଶ୍ୱରେ ବାର୍ବନ ନିର୍ଗମନ ହ୍ରାସ, ୨୦୨୫…
ସଫଳ ନେତୃତ୍ୱ
ଏକଦା ହେନେରୀ ଫୋର୍ଡ କହିଥିଲେ, ”ଏକଜୁଟ ହେଲେ ‘ଆରମ୍ଭ’, ମିଳିମିଶି ରହିପାରିଲେ ‘ପ୍ରଗତି’ ଓ ମିଳିମିଶି କାମକଲେ ‘ବିଜୟ’ ପ୍ରାପ୍ତି ହୋଇଥାଏ।“ ଫୋର୍ଡଙ୍କ ଏହି ଉକ୍ତିଟି ଏକ ଅନୁଷ୍ଠାନ ଗଢ଼ିବାରେ ଶତ ପ୍ରତିଶତ ସତ୍ୟ ସାବ୍ୟସ୍ତ ହୋଇଥାଏ। ଅନୁଷ୍ଠାନଟି ଗଢ଼ିବା ପାଇଁ…
ସଙ୍କଟଜନକ ସ୍ଥିତିରେ ନଦୀ
ଦେଶରେ ୩୫୧ ନଦୀର ଜଳ ପ୍ରଦୂଷିତ ହୋଇଥିବାବେଳେ ସେଥି ମଧ୍ୟରେ ଓଡ଼ିଶାର ୧୮ଟି ନଦୀ ରହିଛି। ବିଶେଷ କରି ସହରାଞ୍ଚଳରୁ ପ୍ରତିଦିନ ନିର୍ଗତ ହେଉଥିବା ବର୍ଜ୍ୟଜଳ ଯୋଗୁ ନଦୀଜଳ ପ୍ରଦୂଷିତ ହୋଇ ବିଷାକ୍ତ ପାଲଟୁଛି। ଯେଉଁଥିପାଇଁ ଅଧିକାଂଶ ସମୟରେ ଲୋକେ ଚର୍ମରୋଗ…
ଏଇ ଭାରତରେ
ଫରିଦାବାଦର ଉପକଣ୍ଠରେ ଏକ ଏନ୍ଜିଓକୁ ଗଲେ ସେଠାରେ ଅନେକ ଅସହାୟ ଓ ଦିବ୍ୟାଙ୍ଗଙ୍କ ପିଲାଙ୍କୁ ଦେଖିବାକୁ ପାଇବେ। ସେମାନଙ୍କୁ ଷ୍ଟେଶନ କିମ୍ବା ବିଭିନ୍ନ ସ୍ଥାନରୁ ବୀଣା ଲାଲ୍ ଉଦ୍ଧାର କରି ସେଠାରେ ଶିକ୍ଷା ପ୍ରଦାନ କରୁଛନ୍ତି। ବୀଣାଙ୍କ ବୟସ ଏବେ ୫୬।…
ଏଇ ଭାରତରେ
ଗୋଟିଏ ଦିନରେ ଦୁଇ ସାଙ୍ଗ ଓ ସ୍ବେଚ୍ଛାସେବୀମାନେ ମୁମ୍ବାଇ ବେଳାଭୂମିରୁ ୪ ଲକ୍ଷ ୫୦ ହଜାର କେଜି ବର୍ଜ୍ୟ ସଫା କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା ଅକ୍ଷତ ଶାହା ଓ ଶୁଭ ମେହେଟ୍ଟାଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ନୂଆବର୍ଷରେ…
ନିର୍ବାଚନ ପ୍ରଚାର ବ୍ୟବସ୍ଥା
ଲଳିତ ମୋହନ ମିଶ୍ର ନିର୍ବାଚନରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରି ମତଦାତାମାନଙ୍କୁ ପ୍ରଭାବିତ କରିଥାଆନ୍ତି। ତେବେ ୧୯୫୧ର ପ୍ରଥମ ସ୍ବାଧୀନତା-ପରବର୍ତ୍ତୀ ନିର୍ବାଚନଠାରୁ ୨୦୨୩ ନିର୍ବାଚନ ପର୍ଯ୍ୟନ୍ତ ମିଳୁଥିବା ତଥ୍ୟର ଅଧ୍ୟୟନ କଲେ ଜଣାଯାଏ ଯେ…
Archives


