ସମ୍ପାଦକୀୟ

କବିତା ଆସର ଭେଳିକି

ପ୍ରତ୍ୟେକ ସାହିତ୍ୟର ଏକ ଶକ୍ତିଶାଳୀ ବିଭାଗ ହେଉଛି କବିତା। ହୁଏତ ପ୍ରତ୍ୟେକ ସାହିତି୍ୟକ ପ୍ରଥମେ ଜଣେ କବି। ମୋର ଯୁକ୍ତ୩ ଦ୍ୱିତୀୟ ବର୍ଷରେ ଗୋଟିଏ କବିତା ଆସରକୁ ପ୍ରଥମେ ଯାଇଥିଲି। କବିତା ପଢିଲି। ତାଳି ଓ ପ୍ରଶଂସା ଯାହା ପାଇଥିଲି କବିତା…

ଏଇ ଭାରତରେ

ଜୈବିକ ଆଇସକ୍ରିମ୍‌ ଫ୍ୟାକ୍ଟ୍ରି ଦେଖିବାକୁ ପାଇବେ ଆନ୍ଧ୍ରପ୍ରଦେଶର ନେଲୋରରେ। ଏହାକୁ ଚଳାଉଛନ୍ତି ଉଦ୍ୟୋଗପତି ସୁବାସ ବି ଶେଟ୍ଟି। ଏହି ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଲିଛି। ଅର୍ଥାତ୍‌ ସବୁଥିରେ ସୌରଶକ୍ତି ଉପଯୋଗ କରାଯାଉଛି। ଏହି ବ୍ୟବସାୟରୁ ସେ ବର୍ଷକୁ ୧୨ କୋଟି…

ଏଇ ଭାରତରେ

ସ୍କୁଲ, କଲେଜ ଓ ଅନ୍ୟ ସଂସ୍ଥାରେ ବିଭିନ୍ନ କାର୍ଯ୍ୟରେ ପାଣି ବ୍ୟବହାର ପରେ ନଷ୍ଟ ହେଉଥିବା ପାଣି(ଗ୍ରେ ଓ୍ବାଟର)ର ରିସାଇକେଲ କରୁଛନ୍ତି ପ୍ରଶାନ୍ତ ଶର୍ମା। ଆଗାମୀ ଜଳ ସଙ୍କଟ ଦୂର କରିବାକୁ ସେ ଏଭଳି ଚେଷ୍ଟା ଜାରି ରଖିଛନ୍ତି । ଲଣ୍ଡନରୁ…

ରାଜନୈତିକ ଧୃଷ୍ଟତା ଓ ଜନତା

ବାସୁଦେବ ବେହେରା   ସ୍ଵାଧୀନ ଭାରତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ତଥା ରାଜନେତାମାନଙ୍କର କାର୍ଯ୍ୟକଳାପକୁ ଅବଲୋକନ କଲେ ଏହା ସ୍ପଷ୍ଟ ଅନୁମେୟ ହୁଏ କି ରାଜନୈତିକ ବ୍ୟକ୍ତି ତଥା ରାଜନୈତିକ ଦଳଗୁଡ଼ିକ ଦିନକୁ ଦିନ ନିଜର ନୀତି…

ଇ-ସିଗାରେଟ୍‌

ଡ. ଦୁର୍ଗାପ୍ରସାଦ ମିଶ୍ର   ମେ ୬ ତାରିଖ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଇ-ସିଗାରେଟ୍‌ ବିଷୟକ ଏକ ପତ୍ରରୁ ଏହା ସ୍ପଷ୍ଟ ଅନୁମେୟ ହୁଏ ଯେ ‘ଇଲେକ୍ଟ୍ରୋନିକ୍‌ ସିଗାରେଟ୍‌ (ଇ-ସିଗାରେଟ୍‌) ଉପରେ ପ୍ରତିବନ୍ଧକ ଅଧିନିୟମ, ୨୦୧୯’ ଥାଇ ମଧ୍ୟ ଏହି…

ସୋମରୁ ଅମୃତ

ଋଗ୍‌ବେଦରେ ସୋମ ସମ୍ପର୍କରେ ବର୍ଣ୍ଣନା ରହିଛି। ମନୁ ଏକ ଦୂର ପର୍ବତରୁ ସୋମ ପାଇଥିବା ଏବଂ ଏକ ଯଜ୍ଞ ଆୟୋଜନ କରି ତାହାକୁ ଇନ୍ଦ୍ରଙ୍କୁ ଦେଇଥିଲେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଇନ୍ଦ୍ର ଏହା ବଦଳରେ ମନୁଙ୍କୁ ଆର୍ଯ୍ୟଭୂମି ପ୍ରଦାନ କରିଥିଲେ।…

ଏଇ ଭାରତରେ

କିଛି ନୂତନତ୍ୱ ନିଶାରେ କଲ୍ୟାଣ କୁମାର କଲେଜ ପଢ଼ାରେ ଡୋରି ବାନ୍ଧିଦେଲେ। ପରେ ତାଙ୍କ ପିତାଙ୍କ କମ୍ପାନୀରେ ଏକ ମେଶିନ ତିଆରି କରି ସେଥିରେ ଶସ୍ୟଜାତ ବର୍ଜ୍ୟରୁ କପ୍‌, ଗିନା ଓ ଚାମଚ ଆଦି ତିଆରି କରୁଛନ୍ତି। ତାମିଲନାଡୁ କୋଏମ୍ବାଟୁର ନିବାସୀ…

ବିଦ୍ୟା ଅଟଇ ମହାବଳ…

ସୌରଚନ୍ଦ୍ର ମହାପାତ୍ର ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ବିଦ୍ୟା ଅଟଇ ମହାରତ୍ନ, ହୃଦୟେ ଘେନ କରି ଯତ୍ନ। ବିଦ୍ୟା ଅଟଇ ମହାମିତ୍ର, ସେ ସଙ୍ଗେ ହୁଅ ହେ ପବିତ୍ର। ବିଦ୍ୟା ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ’…

ମୁଁ ତ ଅମୃତସାଗର ବିନ୍ଦୁ

ଡ. ପବିତ୍ର ସୁବୁଦ୍ଧି ଜନ୍ମ ହୁଏତ ଜୀବନର ଆରମ୍ଭ ହୋଇପାରେ, କିନ୍ତୁ ମୃତ୍ୟୁ ଏହାର ପରିସମାପ୍ତି ନୁହେଁ। ଶରୀର ଅନ୍ତର୍ହିତ ହୋଇପାରେ, ମାତ୍ର ଆମତ୍ ପ୍ରକାଶର ଦୀପଶିଖା ନିର୍ବାପିତ ହୋଇପାରେନା। ଆମତ୍ା ଏକ ଅନିର୍ବାଣ ଦୀପଶିଖା। ମୃତ୍ୟୁ ଏକ ପ୍ରହେଳିକା। ଆଜକୁ…

ସାପ କାମୁଡ଼ା

ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ଅଧୀନ ବାଲିଡିଆର ଆଶା ବେହେରା ଅସ୍ତରଙ୍ଗ ଥାନାକୁ ଅଭିଯୋଗ ଜଣାଇବାକୁ ଯାଇଥିଲେ। ଥାନା ପରିସରରେ ଥିବା ମେଳା ଚାନ୍ଦିନୀ ଉପରେ ତାଙ୍କ କୁନି ପୁଅ ଖେଳୁଥିବା ସମୟରେ ତାକୁ ସାପ କାମୁଡ଼ିଦେବାରୁ ଥାନା ଅଧିକାରୀ ଶିଶୁକୁ…

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି…

ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ ରାଜ୍ୟରେ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କୃତିତ୍ୱ ଉତ୍ସାହପୂର୍ଣ୍ଣ ରହିଛି। ରାଜ୍ୟ ସ୍ତରରେ ପରୀକ୍ଷାଫଳ ୯୬.୦୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri