ସମ୍ପାଦକୀୟ

ଓଡ଼ିଶା ଓ ଅସ୍ମିତାର ବିତର୍କ

ବିଚିତ୍ର ବିଶ୍ୱାଳ ଅସ୍ମିତା ପରି ଏକ କ୍ଳିଷ୍ଟ ଓ କମ୍‌ ଲୋକପ୍ରିୟ ଶବ୍ଦ ସମ୍ପ୍ରତି ନିର୍ବାଚନ ସମୟରେ ଆମ ରାଜ୍ୟରେ ବହୁଳ ବ୍ୟବହାର ହୋଇ ହଠାତ୍‌ ଲୋକପ୍ରିୟ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃବୃନ୍ଦ ନିର୍ବାଚନୀ ପ୍ରଚାରରେ ଓଡ଼ିଆଙ୍କ ଅସ୍ମିତାର…

କୂଟନୀତିଜ୍ଞଙ୍କ କାହାଣୀ

ନିର୍ବାଚନ ଋତୁ ହେଉଛି ଏକ ସମୟ, ଯେତେବେଳେ ପ୍ରତ୍ୟେକ ପ୍ରସଙ୍ଗ, ଯେତେଦିନ ନଜର ଆଢୁଆଳରେ ରହିଥିଲେ ମଧ୍ୟ ତାହା ହଠାତ୍‌ ଜନସାଧାରଣଙ୍କ ସାମ୍ନାକୁ ଆସିଯାଇଥାଏ। ଏହି କ୍ରମରେ ଖୋବ୍ରାଗଡେଙ୍କ କାହାଣୀ ଅନ୍ୟତମ। ଅଧ୍ୟାୟଟି ଶାନ୍ତ ପଡ଼ିଥିଲା ବୋଲି ତୁମେ ଭାବୁଥିବାବେଳେ ବର୍ତ୍ତମାନ…

କ୍ୱାଡ୍‌ର ବାସ୍ତବତା

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (ଇଣ୍ଡୋ ପାସିଫିକ) ଚାରୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୦୧୭ରେ ଦୀର୍ଘଦିନ ଧରି ମାନ୍ଦା ପଡ଼ିଥିବା କ୍ୱାଡ୍‌କୁ ପୁନର୍ଜୀବିତ କରିଥିଲେ। ସେତେବେଳେ ସେମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା: ଚାଇନାର ବିସ୍ତାରବାଦ ବିରୋଧରେ…

ପାରଦର୍ଶିତା ପାଇଁ ଦୃଢ଼ ମାନସିକତା

ପିଲାମାନେ, କ’ଣ ସବୁ ଛୁଟିରେ କିପରି ସମୟ କାଟୁଛ? ମୁଁ ନିଶ୍ଚିନ୍ତ ଜାଣେ ତୁମେମାନେ କିଛି କିଛି ପାଠପଢ଼ା ସହ ମଧ୍ୟ ନିଜକୁ ବ୍ୟସ୍ତ ରଖୁଥିବ। ତୁମେମାନେ କିପରି ନିଜ ଜୀବନରେ ପାରଦର୍ଶୀ ହୋଇ ସବୁ କ୍ଷେତ୍ରରେ ଏକ ସକାରାତ୍ମକ ମାନସିକତାର…

ଓଡ଼ିଶା ହେବ ଏକ ନମ୍ବର

ବର୍ତ୍ତମାନ ପ୍ରଚାର ଚାଲିଛି ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ। ଏକ ରାଜନୈତିକ ଦଳ ଗୋଟିଏ ରାଜ୍ୟରେ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବ ବା କ’ଣ ସଫଳତା ହାସଲ କରାଯାଇ ପାରିବ ତାହା ପ୍ରତିଶ୍ରୁତି ଦେବା ଉଚିତ। କିନ୍ତୁ…

ଏଇ ଭାରତରେ

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ ପହଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ନିଆରା ଢଙ୍ଗରେ କରୁଛନ୍ତି। ଗ୍ରାମୀଣ ଲୋକମାନଙ୍କୁ ସହରରେ…

ଏଇ ଭାରତରେ

ଏବେ ଅଧିକରୁ ଅଧିକ ସଂଖ୍ୟକ ଲୋକ ଭୋଟ ଦେବା ଲାଗି ବିଭିନ୍ନ ସ୍ତରରେ ଚେଷ୍ଟା ଜାରି ରହିଛି। ଏହି କ୍ରମରେ ବେଙ୍ଗାଲୁରୁ ଏସ୍‌ପି କ୍ରିଷ୍ଣରାଜ ଏକ ଅଜବ ଘୋଷଣା କରିଥିତ୍ଲେ। ନିସାର୍ଗ ଗ୍ରାଣ୍ଡ ହୋଟେଲର ମାଲିକ କ୍ରିଷ୍ଣାରାଜ କହିଛନ୍ତି ଯେ, ଯିଏ…

କୋଟିପତି ହେବି କିପରି

ଅନନ୍ତ ଚରଣ ସ୍ବାଇଁ   “ମୁଁ ମଧ୍ୟ ଦିନେ କୋଟିପତି ହେବି“- ଏହା ଥିଲା ରାଜଧାନୀରେ ରହୁଥିବା ଜନୈକ ସଫେଇ କର୍ମଚାରୀଙ୍କ ଦୃଢ଼ୋକ୍ତି। ଶୁଣି ବହୁତ ଖୁସିହେଲି। ଅଧିକାଂଶ ଲୋକେ ଏହାକୁ ଅବାସ୍ତବ ଓ ପାଗଳର ପ୍ରଳାପ କହି ଏଡ଼ାଇଦେବେ। ଜଣେ…

ଭାରତକୁ ଚାଇନା ବିପଦ

ଶ୍ରୁତକୀର୍ତ୍ତି ତ୍ରିପାଠୀ   ଶାନ୍ତିପ୍ରିୟ ଭାରତ ସବୁବେଳେ ଅନ୍ୟ ଦେଶ ସହ ସୁସମ୍ପର୍କ ସ୍ଥାପନକରି ସଭିଙ୍କୁ ଏକାଠି ନେଇ ଚଳିବାକୁ ଚେଷ୍ଟା କରିଆସିଛି; ତଥାପି ସମୟ ସମୟରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଶତ୍ରୁତା ଓ ଷଡ଼ଯନ୍ତ୍ରର ଶିକାର ହୋଇଛି। ସାମ୍ନାରୁ ଆକ୍ରମଣ ନ…

ୟୁକ୍ରେନ୍‌ ଓ ନାଟୋ

ନର୍ଥ ଆଟଲାଣ୍ଟିକ ଟ୍ରିଟି ସ୍ବାକ୍ଷର ସମାରୋହରେ ୪ଏପ୍ରିଲ ୧୯୪୯ରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ହ୍ୟାରୀ ଟ୍ରୁମାନ କହିଥିଲେ ଯେ ଯଦି ଏଭଳି ସରଳ ଦଲିଲ ୧୯୧୪ ଏବଂ ୧୯୩୯ରେ ଥାଆନ୍ତା, ତେବେ ଦୁଇଟି ବିଶ୍ୱ ଯୁଦ୍ଧକୁ ରୋକିପାରିଥାଆନ୍ତା। ନୂତନ ଭାବେ ଗଠିତ…

ଆଇସିସିର ଗିରଫ ପରୱାନା

ଗତ ବର୍ଷ ଅକ୍ଟୋବର ୭ରେ ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ଆକ୍ରମଣ କରିଥିଲେ ଓ ଏଥିରେ ପାଖାପାଖି ବିଦେଶୀ ନାଗରିକଙ୍କ ସମେତ ୧୨୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା ଏବଂ ସେହି…

ବୈଜ୍ଞାନିକ ଦୃଷ୍ଟିକୋଣ ଓ ସୁସ୍ଥ ସମାଜ

ଏଠି-ସେଠି-ସବୁଠି .. ବିଜ୍ଞାନ ଓ ବିଜ୍ଞାନ। ରଙ୍ଗବେରଙ୍ଗର କପଡ଼ା, ଆସବାବପତ୍ର, ଆୟୋଡିନ୍‌-ଲୁଣ, ଲୋଭନୀୟ ସୁଖମୟ ବସ୍ତ୍ର, ବହୁମୂତ୍ର ଲାଗି ଇନ୍‌ସୁଲିନ୍‌, ସୁଗାର-ଫ୍ରି ବଟିକା, ରୁଚିକର କ୍ୟାପ୍‌ସୁଲ, ପୀଡ଼ାନାଶକ ଇଞ୍ଜେକ୍ସନ୍‌, ଅମ୍ଳନାଶକ ଓ ଜୀବାଣୁନାଶକ ଔଷଧ ସମେତ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri