ସମ୍ପାଦକୀୟ

ପେଡିଆଟ୍ରିକ ହାଇପରଟେନ୍‌ସନ

ପିଲାମାନଙ୍କଠାରେ ଘଟୁଥିବା ହାଇପର ଟେନ୍‌ସନକୁ ପେଡିଆଟ୍ରିକ ହାଇପର ଟେନ୍‌ସନ କୁହାଯାଏ। ଏହା ସାଧାରଣତଃ ୧୨ ବର୍ଷରୁ ୧୯ବର୍ଷ ପିଲାମାନଙ୍କଠାରେ ଦେଖାଯାଏ। ପିଲାମାନଙ୍କର ହାଇପରଟେନ୍‌ସନ ବୟସ ଜାତି, ରଙ୍ଗ, ଜିନ, ରୂପ ଏବଂ ଶାରୀରିକ ଗଠନ ଉପରେ ନିର୍ଭର କରେ। ଏହା ପିଲାମାନଙ୍କର…

ଜୀବନ ପାଣିଫୋଟକା

ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ନିବେଶକୁ ଉତ୍ସାହିତ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଉପତ୍ାଦନର ପ୍ରମୁଖ ଭୂମିକାରେ ଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ଅର୍ଥିକ ଦିଗକୁ ଅଣଦେଖା କରାଯିବାର ଖବର ସାମ୍ନାକୁ ଆସୁଛି। ବିଶେଷକରି ନିୟମିତ ବ୍ୟବଧାନରେ ବିଭିନ୍ନ…

ମାଗଣାର ଭୟଙ୍କର ପରିଣତି

ନୋବେଲ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଆମେରିକୀୟ ଲେଖକ ଜନ୍‌ ଷ୍ଟେନ୍‌ବେକ୍‌ କହୁଥିଲେ, ”ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମାତ୍ରାଧିକ କ୍ଷମତାଲୋଭ ହିଁ ଭ୍ରଷ୍ଟ ବ୍ୟବସ୍ଥାର ଜନକ।“ ଭ୍ରଷ୍ଟ ବ୍ୟବସ୍ଥା ମଧ୍ୟରେ ‘ମାଗଣା’ ବ୍ୟବସ୍ଥା ହେଉଛି ଅତୀବ ସାଙ୍ଘାତିକ। ମାଗଣା ବ୍ୟବସ୍ଥା ହେଉଛି ପଶୁବୁଦ୍ଧିର ପରିଣାମ।…

ଅବସର ଜୀବନ: ଏକ ସ୍ବର୍ଣ୍ଣିମ ଅଧ୍ୟାୟ

ଆମ ଦେଶର ଆଇନ ଅନୁସାରେ ଷାଠିଏ ବର୍ଷ ବୟସ ହୋଇଗଲେ ଜଣକୁ କୁହାଯାଏ ବୟସ୍କ ବା ବରିଷ୍ଠ ନାଗରିକ। କର୍ମଜୀବୀ ହୋଇଥିଲେ ସେବେଠାରୁ ସେବାନିବୃତ୍ତ ହେବାକୁ ପଡ଼େ ଏବଂ ଆରମ୍ଭ ହୁଏ ଅବସର ଜୀବନ। ଅବସର ନେବା ଅନେକ ଆଗରୁ ମନେମନେ…

ଏଇ ଭାରତରେ

ବୟସ ଏକ ସଂଖ୍ୟା, ଏହା ପ୍ରମାଣ କରି ଦେଖାଇଛନ୍ତି ସୁରଟର ବକୁଳାବେନ ପଟେଲ। ତାଙ୍କ ବୟସ ଏବେ ୮୦। ସେ ୫୯ ବର୍ଷରେ ସୁଇମିଂ ଶିଖି ୫୦୦ରୁ ଅଧିକ ମେଡାଲ ଓ ଟ୍ରଫି ଜିତିଛନ୍ତି। ସେ ଭାରତ ନାଟ୍ୟମ୍‌ରେ ସ୍ନାତକୋତ୍ତର ଡିଗ୍ରୀ…

ଏଇ ଭାରତରେ

ପୂଜା ଶର୍ମାଙ୍କ ବୟସ ୨୮। ସେ କ୍ୟାରିୟର ଚିନ୍ତା ଛାଡ଼ି ଏକ ଭିନ୍ନ ଜୀବନ ଜିଉଛନ୍ତି। ଦିଲ୍ଲୀରେ ଅପରିଚିତ ମୃତଦେହ ଦାହକରି ପୂଜା ମହାନତାର ପରିଚୟ ଦେଉଛନ୍ତି। ଏବେ ସୁଦ୍ଧା ସେ ପ୍ରାୟ ୪,୦୦୦ ମୃତଦେହର ଅନ୍ତିମ ସଂସ୍କାର କରି ସାରିଲେଣି।…

ଜୀବନଦୀପ ଜାଳିବା ଆସ

ପ୍ର. ଅଜୟ କୁମାର ପାତ୍ର   ଆଜିର ବିଶ୍ୱରେ ଯୁଦ୍ଧର ରାଜତ୍ୱ। ଗୋଳାବାରୁଦର କର୍କଶ ଶବ୍ଦରେ ପ୍ରକମ୍ପିତ ବିଶ୍ୱଭୂମି। ଭୋକର ଭୂଗୋଳ ନକ୍ସାରେ ଅସହାୟ ଜୀବନ। ଯୁଦ୍ଧର କ୍ରୂର ଦଂଶନରେ କ୍ଷତାକ୍ତ ଆଜି ବିଶ୍ୱବାସୀ। କିଏ ଜାଣିଥିଲା ଏମିତି ସବୁ ଅଚାନକ…

ସ୍କୁଲରେ ଆର୍ଥିକ ଶିକ୍ଷା

ଅନନ୍ତ ଚରଣ ସ୍ବାଇଁ   ଆର୍ଥିକ ଶିକ୍ଷା ପିଲାର ଆଚାର, ବ୍ୟବହାର ଓ ମନୋବୃତ୍ତିରେ ସକାରାତ୍ମକ ପରିବର୍ତ୍ତନ ଆଣେ। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଯେପରି ପୂର୍ବ ପ୍ରସ୍ତୁତି ଦରକାର, ଠିକ୍‌ ସେହିପରି ଅର୍ଥର ସଦୁପଯୋଗ ପାଇଁ ପୂର୍ବ ପ୍ରସ୍ତୁତିର…

ପାଟି ଚୁପ୍‌

ନିକଟରେ ଅଷ୍ଟାଦଶ ଲୋକ ସଭା ନିର୍ବାଚନ ଶେଷ ହୋଇ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ)ର ମିଳିତ ସରକାର ଗଠନ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ତାଙ୍କର ତୃତୀୟ ପାଳି…

ଏଇ ଭାରତରେ

ସୁସ୍ଥ ଶରୀର ଓ ମନ ପାଇଁ ଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଅନେକ ଶାନ୍ତ ପରିବେଶରେ ରହି ଯୋଗ କରନ୍ତି। କେହି କେହି ପ୍ରାକୃତିକ ପରିବେଶରେ କିମ୍ବା ପାର୍କରେ ମଧ୍ୟ ଯୋଗ କରନ୍ତି। ହେଲେ ପାଣି ଭିତରେ ବି ଯୋଗ କରାଯାଇପାରେ!…

କର୍କଟ ଚିକିତ୍ସାରେ ନାନୋମେଡିସିନ୍‌

ଡ. ପୁଷ୍ପଶ୍ରୀ ପୁହାଣ   ସାରା ବିଶ୍ୱରେ କର୍କଟ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ଏବଂ ଛ’ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ କର୍କଟ କାରଣରୁ ହୋଇଥାଏ। ମୃତ୍ୟୁ ସାଧାରଣ ଭାବରେ ଫୁସଫୁସ (୧.୮୦ନିୟୁତ ମୃତ୍ୟୁ), କୋଲନ ଏବଂ ରେକ୍ଟମ (୯,୧୬,୦୦୦ ମୃତ୍ୟୁ),…

କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌

ଡି. ଶୁଭମ୍‌   ରାଷ୍ଟ୍ର ଗଠନରେ ମୁଖ୍ୟ ମଙ୍ଗୁଆଳ ସାଜି ଅର୍ଥନୀତିର ରୂପରେଖକୁ ସ୍ପଷ୍ଟ ଭାବରେ ଚିତ୍ରିତ କରିବାରେ କୃଷିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ପରିପ୍ରେକ୍ଷୀରେ କିପରି କୃଷି କ୍ଷେତ୍ରରେ ନୂଆ ଉଦ୍ୟୋଗ ସ୍ଥାପନ କରିବା, ନିଜେ କିପରି ଉଦ୍ୟୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?