ଓଡ଼ିଆ ଭାଷାର ଦୁଃଖ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ନିକଟ ଅତୀତରେ ଯେତେବେଳେ ଓଡ଼ିଆ ଭାଷାର ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇ ଏହି ଭାଷାର ଜୟ ଜୟକାର ଧ୍ୱନିରେ ଗଗନ ମଣ୍ଡଳ ପ୍ରକମ୍ପିତ ହୋଇଥିଲା, ଏକ ବ୍ୟୟବହୁଳ ବର୍ଣ୍ଣାଢ଼୍ୟ ସମାରୋହରେ ବିଶ୍ୱର ବିଭିନ୍ନ…
ବିପଜ୍ଜନକ ଯୋଜନା
ଭାରତର ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ସୁପ୍ରିମକୋର୍ଟ ବେଆଇନ ଘୋଷିତ କରିଛନ୍ତି। ଯେଉଁମାନେ ଏକଚ୍ଛତ୍ରବାଦକୁ ବିରୋଧ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବିରଳ ନ୍ୟାୟିକ ବିଜୟ। କିନ୍ତୁ ଗତ ସାଧାରଣ ନିର୍ବାଚନ ସମେତ ଅନେକ ନିର୍ବାଚନ ଏହି ବେଆଇନ ପାଣ୍ଠିକୁ ନେଇ…
ଏଇ ଭାରତରେ
ଭାରତରେ ବହୁ ସମୟରେ ଛୋଟ ଛୋଟ ଏନ୍ଜିଓଗୁଡ଼ିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ବିଫଳ ହୋଇଥାନ୍ତି। ଏଭଳି କେତେକ ଏନ୍ଜିଓକୁ ସହାୟତାର ହାତ ବଢ଼ାଇଛନ୍ତି ବେଙ୍ଗାଲୁରୁର ଅନୁଷ୍କା ଜୈନ। ଏସବୁ ଏନ୍ଜିଓ ନିକଟରେ ଲୋକଙ୍କ…
ପରିବର୍ତ୍ତନ ଅପେକ୍ଷାରେ…
ପଲ୍ଲିଶ୍ରୀ ଦାଶ ପୋଲିସ ସଂସ୍କାରର ମୂଳ ଲକ୍ଷ୍ୟ ପୋଲିସ ଲୋକମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ, ମାନବିକ ଅଧିକାର ଆଧାରିତ ବ୍ୟବହାର କରିବା ସହ ନିଜ କାମ ପାଇଁ ଉତ୍ତରଦାୟୀ ହେବା ଉଚିତ। ଏଥିପାଇଁ ପୋଲିସ ବିଭାଗର ମୂଲ୍ୟ, ସଂସ୍କୃତି, ନୀତି ଏବଂ ଅଭ୍ୟାସକୁ…
ଈଶ୍ୱର ଦର୍ଶନ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ମଣିଷ ଜନ୍ମ ଓ ମୃତ୍ୟୁ ମଧ୍ୟରେ କେବଳ ସୁଖ ଭୋଗ କରେନାହିଁ, ଦୁଃଖ ଓ ଯନ୍ତ୍ରଣାରେ ମଧ୍ୟ ଦଗ୍ଧୀଭୂତ ହୁଏ। ପୁନଶ୍ଚ ହିନ୍ଦୁଧର୍ମ ଅନୁସାରେ ନିଜର କର୍ମ ଅନୁଯାୟୀ ବାରମ୍ବାର ଜନ୍ମଗ୍ରହଣ କରେ। ଏହି ଜନ୍ମ-ମୃତ୍ୟୁ ଚକ୍ରରୁ…
ପୁନର୍ଗଠନ ସଙ୍କେତ
ମଧ୍ୟପ୍ରଦେଶର ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନର ହାଓ୍ବା ବହୁଛି। ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଧିକାରୀମାନଙ୍କୁ କୋର୍ ଟିମ୍ରେ ଏକତ୍ର କରିବାକୁ ତ୍ୱରିତ ପଦକ୍ଷେପ ନେଉଛନ୍ତି। ଯାଦବଙ୍କ ସକ୍ରିୟ ଆଭିମୁଖ୍ୟ ରାଜ୍ୟର ଶାସନ ବ୍ୟବସ୍ଥାର ପରିବର୍ତ୍ତନକୁ ସୂଚାଉଛି ଏବଂ ଏହା ନିଃସନ୍ଦେହ ଯେ,…
ଭୂରାଜନୈତିକ ବିଭାଜନ ଓ ଆର୍ଥିକ ପରିଣାମ
ଅନ୍ତର୍ଜାତୀୟ ସମୁଦାୟ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଆଡ଼କୁ ଯଦି କେବେ ଅଗ୍ରସର ହୋଇଥଲା, ତେବେ ତାହା ଶୀତଳ ଯୁଦ୍ଧର ପ୍ରାରମ୍ଭ ସମୟରେ ହିଁ ଘଟିଥିଲା। ସେହି ସମୟରେ ବୈଶ୍ୱିକ ଶାସନରେ ତ୍ରୁଟି ଥିଲେ ବି ଏକ ବୃହତ୍…
ଘୋଡ଼ା ବେପାରୀଙ୍କ ହାଟ ସଉଦା
ଯେଉଁମାନଙ୍କ ପ୍ରତି ବିପଦର ଆଶଙ୍କା ଥାଏ ସେମାନେ ହୁଏତ ଆତ୍ମଗୋପନ କରିଥାନ୍ତି କିମ୍ବା ମେଳିବାନ୍ଧି ରହିଥାନ୍ତି। ଅନୁରୂପ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ଓ ବିହାରରେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେଲାପରେ ଘୋଡ଼ାବେପାରର ଆଶଙ୍କାକରି ଜେଏମ୍ଏମ୍ର ବିଧାୟକମାନେ ହାଇଦ୍ରାବାଦରେ ମେଳିବାନ୍ଧି…
ଶ୍ରୀମନ୍ଦିର ଓ ଶଙ୍କରାଚାର୍ଯ୍ୟ
ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ, ମହିମା, ଅଲୌକିକ ଅନୁଭୂତି ନାମରେ ସ୍ବକଳ୍ପିତ ତଥ୍ୟ ଓ ଗଳ୍ପ ମାଧ୍ୟମରେ ଆତ୍ମପ୍ରଚାର ପାଇଁ କେତେଜଣ ବ୍ୟକ୍ତି ଓ ସଂସ୍ଥା ପ୍ରତିଦ୍ବନ୍ଦ୍ୱିତା କରୁଥିବା ବେଳେ ଶ୍ରୀମନ୍ଦିର ଓ ଶ୍ରୀଜୀଉମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ଏବେ ବି ସର୍ବମ୍ମତ ହୋଇପାରିନାହିଁ।…
ଏଇ ଭାରତରେ
ଶ୍ରୀଫଳ ନଡ଼ିଆ ସମସ୍ତଙ୍କର ପ୍ରିୟ। ଏହାର କତାରୁ ଦଉଡ଼ାଠାରୁ ଆରମ୍ଭ କରି ପାପୋଛ କିମ୍ବା ଅନ୍ୟ କିଛି ହସ୍ତକଳା ସାମଗ୍ରୀ ତିଆରି କରାଯାଉଥିବା ଆମେ ଦେଖୁଛୁ। କିନ୍ତୁ ଚେନ୍ନାଇର ଅନିସ ଅହମ୍ମଦ ନଡ଼ିଆ କତାରୁ କୁଣ୍ଡ, ଇଟା, ଗ୍ରୋବ୍ୟାଗ୍ ଓ କୋକୋପିଟ୍(ନଡ଼ିଆକତାରୁ…
ଏଇ ଭାରତରେ
ମହାରାଷ୍ଟ୍ରର ସୋଲାପୁର ମରୁଡ଼ିପ୍ରବଣ ଜିଲା ଭାବେ ଜଣାଶୁଣା। ହେଲେ ଏହି ଜିଲାର ଅକୋଲା ଗାଁରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ୨ କୋଟି ଟଙ୍କା ରୋଜଗାର କରିପାରିଛନ୍ତି ଇଞ୍ଜିନିୟର ମହେଶ ଅସାବେ। ଫୁଡ୍ ପ୍ରୋସେସିଂ ଓ ଇଞ୍ଜିନିୟରିଂରେ ମହେଶ ସ୍ନାତକୋତ୍ତର ଡିଗ୍ରୀ…
ଗୋଟିଏ ଦେଶ ଗୋଟିଏ ନିର୍ବାଚନ
ବିଚିତ୍ର ବିଶ୍ୱାଳ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ତରଫରୁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ତତ୍ତ୍ୱକୁ ବହୁଳଭାବେ ପ୍ରଚାର କରାଯାଉଛି। ସେପ୍ଟେମ୍ବର ୨୦୨୩ରେ କେନ୍ଦ୍ର ସରକାର, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଏକ…
Archives


