ସମ୍ପାଦକୀୟ

ଘନିଷ୍ଠତା ବେଶି, ତିକ୍ତତା କମ୍‌

ଲଳିତେନ୍ଦୁ ପଲାଉରୀ ୭୭ବର୍ଷରେ ପଦାର୍ପଣ କରିଛି ଭାରତ-ରୁଷ ବନ୍ଧୁତା। ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୧୭ଥର ସାକ୍ଷାତ ଆଲୋଚନା କରିଛନ୍ତି। କିନ୍ତୁ ଦୀର୍ଘ ୫ବର୍ଷର ବ୍ୟବଧାନ ପରେ ଉଭୟ ମସ୍କୋରେ ଏକାଠି…

ଏଇ ଭାରତରେ

ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ବସନ୍ତପୁର ଗାଁରେ ଥିବା ସ୍କୁଲରେ ପ୍ରାୟ ୧୦ ବର୍ଷ ହେବ ଦ୍ୱିଜେନ୍ଦ୍ର ନାଥ ଘୋଷ ମାଗଣାରେ ପଢାଉଛନ୍ତି। ତାଙ୍କୁ ଏବେ ବୟସ ୭୬। ସେ ଶିକ୍ଷକ ଭାବେ ଅବସର ନେବା ପରେ ଏବେ ବସନ୍ତପୁର ଜୁନିୟର…

ଆଦିବାସୀଙ୍କ ସାଥୀ ଅଣଚାଷ ଖାଦ୍ୟ

ବିଚିତ୍ର ବିଶ୍ୱାଳ   ଖାଦ୍ୟ କଥା ଉଠିବା ମାତ୍ରେ ଆମେ ସାଧାରଣତଃ ଚାଷ ଦ୍ୱାରା ଉତ୍ପାଦନ ହେଉଥିବା ଖାଦ୍ୟ କଥା ହିଁ ବିଚାର କରିଥାଉ। କିନ୍ତୁ କେବେ ଭାବିଛେ କି ବିନା ଚାଷରେ ପ୍ରକୃତିରୁ ଆମକୁ କେତେ ପ୍ରକାର ଖାଦ୍ୟ ମିଳିଥାଏ!…

କୂପ ମଣ୍ଡୁକ

ଡ. ସୀତାକାନ୍ତ ତ୍ରିପାଠୀ     ମହାମନୀଷୀମାନେ ଦ୍ୱିଅର୍ଥବୋଧକ ଭାବେ ସଂସାରକୁ କୂଅ ସହ ତୁଳନା କରିଛନ୍ତି। ପ୍ରଥମ ଅର୍ଥରେ କିଛି ଲୋକ କୂଅରେ ବାସ କରୁଥିବା ବେଙ୍ଗ ପରି ନିଜର ଚିନ୍ତା, ଚେତନାକୁ ସଙ୍କୁଚିତ କରି ବଞ୍ଚତ୍ଥାଆନ୍ତି। ସେମାନଙ୍କ ପାଇଁ…

ଜୈନଧର୍ମରେ ମହିଳାଙ୍କ ଭୂମିକା

ତୀର୍ଥଙ୍କର ଭାବେ ଜଣାଶୁଣା ୨୪ ସନ୍ନ୍ୟାସୀଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରଧାରାରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ ୨୪ ତମ ତୀର୍ଥଙ୍କର ସନ୍ନ୍ୟାସୀ ହେବା ପୂର୍ବରୁ ବିବାହ କରିଥିଲେ। କିନ୍ତୁ…

ପୁଣେ ପରେ ମୁମ୍ବାଇ

କୌଣସି ଅସ୍ବାଭାବିକ ଘଟଣା ଘଟିଲେ ଅଭିଯୁକ୍ତଙ୍କୁ ତତ୍‌କ୍ଷଣାତ୍‌ ଗିରଫ କରିବା ଓ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ମୁମ୍ବାଇ ପୋଲିସର ଗୋଟେ ନାଁ ରହିଆସିଥିଲା। ହେଲେ ଦେଖାଯାଉଛି ଦେଶର ଅନ୍ୟାନ୍ୟ ପ୍ରାନ୍ତ ଭଳି ଏହି ପୋଲିସ ତା’ର ମୂଳ ପୋଲିସିଆ ଚରିତ୍ର…

ଓଡ଼ିଶା ପ୍ରଗତିରେ ମତ୍ସ୍ୟକ୍ଷେତ୍ର

୧୯୫୭ ଜୁଲାଇ ୧୦ରେ ଅବିଭକ୍ତ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭାରତର ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡ. କେ. ଏଚ୍‌. ଆଲିକୁନି ଏବଂ ଡ.…

ସାର୍ଥକ ଜୀବନ

ବିଶାଳ ସୈନ୍ୟବାହିନୀର ଜୟଧ୍ବନିର ପ୍ରଚଣ୍ଡ କୋଳାହଳରେ ନିଦ ଭାଙ୍ଗିଗଲା ପ୍ରଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଦାଓଜେନ୍‌ସଙ୍କର। ବିଜୟ ଉଲ୍ଲାସରେ ଆଗକୁ ମାଡ଼ି ଚାଲିଥିବା ବିଶ୍ୱ ବିଜୟୀ ଗ୍ରୀକ୍‌ ସମ୍ରାଟ ଆଲେକ୍‌ଜାଣ୍ଡାରଙ୍କ ସେନାକୁ ଆଡ଼େଇ ସମ୍ରାଟଙ୍କ ସମ୍ମୁଖରେ ଠିଆହୋଇ ହାତରେ ଧରିଥିବା ମୁଦ୍ରାଟିକୁ ବଢ଼େଇ…

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ କରିଛନ୍ତି କେରଳର ଦୁଇ ବନ୍ଧୁ ନନ୍‌ମା ଗିରିଶ ଏବଂ ବେନ୍‌ କେ. ଜର୍ଜ। ୨୦୧୮ରେ…

ଏଇ ଭାରତରେ

ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢ଼ିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ସେ ଜଣେ ପିଏଚ୍‌ଡି ଛାତ୍ର। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ଏବେ…

ବିଧିବିଧାନ ବନାମ ବିଧିରକ୍ଷା

ଯଦୁମଣି ପାଣିଗ୍ରାହୀ ଭଗବାନଙ୍କର ଏ ବିଶାଳ ସୃଷ୍ଟି ଯେମିତି ବିଚିତ୍ର ଓ ରହସ୍ୟମୟ ଠିକ୍‌ ସେମିତି ଏ ସୃଷ୍ଟିକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁପରିଚାଳନା କରିବା ନିମନ୍ତେ ତାଙ୍କ ପ୍ରଣିତ ଓ ନିର୍ଦ୍ଧାରିତ ବିଧିବିଧାନ ବା ନୀତିନିୟମଗୁଡିକ ମାନବ ସମାଜ ଲାଗି…

ଉଚ୍ଚଶିକ୍ଷାରେ ପାତରଅନ୍ତର

ଡ. ସୁବାସ ଚନ୍ଦ୍ର ପାତ୍ର ଉଚ୍ଚ ବାଛବିଚାର, ଉଚ୍ଚ ବଞ୍ଚିତୀକରଣ ବିଷୟରେ ଯଦି କାହାରି ସମ୍ୟକ ଧାରଣା ଆହରଣ କରିବାର ଇଚ୍ଛା ଥାଏ ତା’ହାଲେ ଓଡ଼ି଼ଶାର ଉଚ୍ଚଶିକ୍ଷା ବିଭାଗରେ ପ୍ରଚଳିତ ବର୍ଗୀକରଣ ଉପରେ ଆଖି ପକେଇବା ଠିକ୍‌ ହେବ! ଓଡ଼ିଶା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?