ସମ୍ପାଦକୀୟ

ବିରାଡ଼ି ହାତରେ ମାଛଭାର

ଡ. ପ୍ରଫୁଲ୍ଲ କୁମାର ସାହୁ ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ ଇଚ୍ଛା ଉପରେ ପ୍ରତିଷ୍ଠିତ ଏକ ସର୍ବୋତ୍ତମ ଶାସନ ବ୍ୟବସ୍ଥା ଏବଂ ଜନମତ ଉପରେ ନିର୍ଭରକରେ…

ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ କରି ପ୍ରତିବର୍ଷ ଏପ୍ରିଲ-ମେ’ରୁ ଆରମ୍ଭ ହୋଇ ଅକ୍ଟୋବର-ନଭେମ୍ବରରେ ଶେଷ କରାଯାଇଥାଏ। ଚଳିତ ବର୍ଷ ମେ…

ଏଇ ଭାରତରେ

ଧୁମ୍‌ଧାମ୍‌ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ହର୍‌ଦାର ଛିପାନେର୍‌ ରୋଡ୍‌ଠାରେ। ଏହି ଅଞ୍ଚଳର ମହମ୍ମଦ ରସିଦ୍‌ ଚୌହାନ ତାଙ୍କ…

କୃଷିଭୂମି ରୂପାନ୍ତରଣର ବିପଦ

ଈପ୍ସିତା ମହାନ୍ତି   ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ ତଳେ ରଚିତ ହୋଇଥିବା ବିବେଚନା କରାଯାଏ। ମାଟିର ପ୍ରକୃତି ଏବଂ ସେହି ଅଞ୍ଚଳରେ ଜଳର…

ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା   ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌ ସତ୍ୟଦ୍ରଷ୍ଟା ଯୋଗୀ ଶ୍ରୀଅରବିନ୍ଦ କହିଛନ୍ତି। ଏହାକୁ ଏକ ଭାବାବେଗ ବା କଳ୍ପନା ବୋଲି କହିହେବ…

ଦାୟିତ୍ୱହୀନତାରୁ ବିପର୍ଯ୍ୟୟ

ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ ୯ ଯୁବକଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଏବଂ ସେହି…

ଏଇ ଭାରତରେ

ବହୁ ଅସହାୟ ବରିଷ୍ଠ ନାଗରିକ ଏବେ ଅବହେଳିତ ଅବସ୍ଥାରେ ରହୁଥିବା ଦେଖାଯାଉଛି। ଏମାନଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ରାକେଶ ପାଞ୍ଚାଲ ଅନ୍ୟତମ। ରାକେଶଙ୍କ ବୟସ ୪୪। ସେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି।…

ଶିକ୍ଷିତଙ୍କ ଅହଙ୍କାର

ଅରୁଣ କୁମାର ତ୍ରିପାଠୀ   ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ, ‘ଶିକ୍ଷା ତଥ୍ୟର ଅଧ୍ୟୟନ ନୁହଁ ବରଂ ଭାବନା ଉଦ୍ରେକ ନିମିତ୍ତ ମସ୍ତିଷ୍କକୁ ତାଲିମ ପ୍ରଦାନ କରିବା।’ ପାଶ୍ଚାତ୍ୟ ଶିକ୍ଷାବିତ୍‌ ପିଟର ଡ୍ରକର୍‌ଙ୍କ ମତରେ ଶିକ୍ଷା ହେଉଛି ଏକ ଜୀବନବ୍ୟାପୀ ପ୍ରକ୍ରିୟା। କିନ୍ତୁ…

ମାଗଣା ଚାଉଳ ରାଜନୀତି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଯେତେ ଆଗକୁ ବଢ଼ୁଛି, ଲୋକଙ୍କୁ ଖାଦ୍ୟ ସୁରକ୍ଷା ବାବଦରେ ଦିଆଯାଉଥିବା ମାଗଣା ଚାଉଳକୁ ନେଇ ରାଜନୀତିି ସେତେ ଜୋରଦାର ହେବାରେ ଲାଗିଛି। ଦେଶର…

ବୌଦ୍ଧିକ ଆକ୍ରମଣ

ଭାରତୀୟ ଜନତା ପାର୍ଟି (ଭାଜପା)ହେଉଛି ଭାରତର ସର୍ବବୃହତ୍‌ ରାଜନୈତିକ ଦଳ ବା ଶକ୍ତି । କିନ୍ତୁ ଏହାର ବିଚାରଧାରା ଠିକ୍‌ ଭାବରେ ବୁଝାପଡୁ ନାହିଁ। ଏହାର କେତେକ ଦିଗ – ରାଜବଂଶକୁ ବିରୋଧ, ଅର୍ଥନୈତିକ ବିକାଶର ପ୍ରତିଜ୍ଞା ସ୍ପଷ୍ଟ ହୁଏ। ହେଲେ…

ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି। ନମନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ସିଗାରେଟ ବର୍ଜ୍ୟ ସମସ୍ୟାର ସମାଧାନ କରିବା…

ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ ଖୁବ୍‌ ଭଲ ପାଉଥିଲେ ମୁଁ କୋଡ଼ପୋଛା ଝିଅ ହୋଇଥିବାରୁ ପ୍ରଣବର ଜନ୍ମ ପୂର୍ବରୁ ମୋର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri