ଯୁଦ୍ଧ ଓ ଭସ୍ମାସୁର ମଣିଷ
ପ୍ର.ରମେଶ ଚନ୍ଦ୍ର ପରିଡ଼ା ଆଧୁନିକ ପରିଭାଷାରେ ଯୁଦ୍ଧ ରୂପେ ପରିଚିତ ହେଲା ଭଳି ପ୍ରଥମ ଘଟଣା ଭାବେ ଐତିହାସିକମାନେ ଗ୍ରହଣ କରିଥା’ନ୍ତି ଖ୍ରୀଷ୍ଟଜନ୍ମର ୪୩୧ ବର୍ଷ ପୂର୍ବେ ଘଟିଥିବା ‘ପେଲୋପୋନେସିୟାନ୍ ଯୁଦ୍ଧ’କୁ। ଏଥିରେ ତଦାନୀନ୍ତନ ସ୍ପାର୍ଟା ସଭ୍ୟତାର ସୈନିକମାନେ ଏଥେନ୍ସକୁ ଧ୍ୱସ୍ତବିଧ୍ୱସ୍ତ…
ଅଯୋଧ୍ୟା ଓ ଆଡ୍ଭାନୀ
ଅଯୋଧ୍ୟାରେ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି। ଏହା ଇତିହାସର ଏମିତି ଏକ ଅଧ୍ୟାୟକୁ ଲୁଚାଇ ରଖୁଛି, ଯାହାକୁ ଅନେକ ଯୁବକ ଜାଣିପାରିବେ ନାହିଁ। କିନ୍ତୁ ଆମେ ଯେତିକ ରହିଲେ ତାହା ଜାଣିଛୁ ଓ ଅନୁଭବ କରିଛୁ। ୪ ଦଶନ୍ଧି ଧରି ମାନ୍ଦା…
ଏଇ ଭାରତରେ
ବିଜୁଳି କେମିତି ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ସେଥିପାଇଁ ଉଦ୍ୟମ ଜାରି ରହିଛି। ବିକଶିତ ଭାରତରେ କେହି ବିଜୁଳି ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ଏଭଳି ଉଦ୍ୟମ କରାଯାଉଛି। ତେବେ ଏହା ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଯାହା ବିଦ୍ୟୁତ୍ରୁ…
ଶ୍ରୀକ୍ଷେତ୍ରର ନବକଳେବର
ଡ. ସମୀର କୁମାର ନନ୍ଦ ଭାରତବର୍ଷରେ ଚାରିଧାମର ବିଶେଷ ମହତ୍ତ୍ୱ ରହିଛି। ଆଦି ଶଙ୍କରାଚାର୍ଯ୍ୟ ଭାରତରେ ଚାରିଧାମ ପ୍ରତିଷ୍ଠା କରିଥିଲେ। ଏହି ଚାରିଧାମ ଚାରିଯୁଗ ସହିତ ସଂଶ୍ଳିଷ୍ଟ ବୋଲି ବିଭିନ୍ନ ଧର୍ମଶାସ୍ତ୍ରରୁ ଜଣାପଡ଼େ। ସତ୍ୟଯୁଗରେ ଶ୍ରୀବଦ୍ରିନାଥ ଧାମ, ତ୍ରେତୟା ଯୁଗରେ ଶ୍ରୀରାମେଶ୍ୱରମ…
ସମସ୍ୟାକୁ ଅଣଦେଖା
ଡ. ସନ୍ତୋଷ କୁମାର ମହାପାତ୍ର ଟିଭି ଖୋଲିଲେ, ଖବରକାଗଜ ପଢିଲେ ଦେଶ ଓ ଲୋକଙ୍କ ବିକାଶ ସମ୍ପର୍କରେ ଶାସକ ଶ୍ରେଣୀଙ୍କ ମନ୍ତବ୍ୟ ଦେଖିବାକୁ ବା ପଢିବାକୁ ମିଳେ। ତାଙ୍କୁ ସୁହାଇଲା ପରି କିଏ ଦେଇଥିବା ମନ୍ତବ୍ୟ ମଧ୍ୟ ଶୁଣିବାକୁ ମିଳେ। କିଏ…
ରେଲ୍ଓ୍ବେ ବୋର୍ଡରେ ଅଦଳବଦଳ
ନିକଟରେ ରେଲ୍ଓ୍ବେ ବୋର୍ଡରେ ଅଦଳବଦଳ କରାଯାଇଥିଲା। ଏଥିରେ ସୀମା କୁମାର, ନବୀନ ଗୁଲାଟି ଏବଂ ସତୀଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ବି ଉଠିଥିଲା। ତେବେ ଏଭଳି ହେବ ବୋଲି ଅନୁମାନ କରାଯାଉଥିଲାବେଳେ ମେମ୍ବର ଫାଇନାନ୍ସ ଅନିଶ୍ଚିତତା ଘେରରେ ରହିଥିଲା। ଏବେ…
ଏଇ ଭାରତରେ
ଚାକିରି ପଛରେ ନ ଧାଇଁ ବାଉଁଶ ଉତ୍ପାଦ ବ୍ୟବସାୟରୁ ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା । ଏହା ସମ୍ଭବ ହୋଇଛି ବିହାରର ସତ୍ୟମ୍ ସୁନ୍ଦରମ୍ଙ୍କ ଜୀବନରେ। ସେ ୨୦୨୨ରେ ‘ମଣିପୁର ବାଉଁଶ…
ଯାହା ଜରୁରୀ ମନେହୁଏ
ବିଚିତ୍ର ବିଶ୍ୱାଳ ଯେଉଁ କାମ ତୁରନ୍ତ ନ ହେଲେ ସମସ୍ୟା ବଢ଼ିଯାଏ, ଯେଉଁ କାମ ଭବିଷ୍ୟତରେ ଆସିବାକୁ ଥିବା ବିପଦକୁ କମ୍ କରିଥାଏ, ଯାହା କରିବା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ହୋଇଥାଏ ସେସବୁକୁ ଜରୁରୀ ପଦବାଚ୍ୟ କରାଯାଇପାରେ। ନୂଆବର୍ଷ ୨୦୨୪…
ଦୃଢ଼ ଇଚ୍ଛାଶକ୍ତି
ଉମାଶଙ୍କର ପ୍ରସାଦ ଆମ ଗାଁ ଗହଳିରେ ଗୋଟିଏ ପ୍ରବାଦ ବାକ୍ୟାବଳୀ ଶୁଣିବାକୁ ମିଳିଥାଏ, ଯାହା ହେଉଛି ‘ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାକୁ ଚେଷ୍ଟା’! ଏ କଥାର ତାତ୍ପର୍ଯ୍ୟ ହେଲା ଦୀନ, ଦୁଃଖୀ, ଅସମର୍ଥ ବ୍ୟକ୍ତି ଯଦି ନିଜର ଅବସ୍ଥାକୁ…
ମନ୍ଦିର ବାହାରେ ସନ୍ଥ
ଖ୍ରୀଷ୍ଟିଆନ ଏବଂ ଇସ୍ଲାମିକ ଭକ୍ତି ଈଶ୍ବରଙ୍କ ନିୟମ ପାଳନ ଉପରେ ପର୍ଯ୍ୟବସିତ। ଈଶ୍ୱରଙ୍କ ନିକଟରେ ଆମତ୍ସମର୍ପଣ ହିଁ ଏହି ଧର୍ମଗୁଡ଼ିକର ମୁଖ୍ୟ ସିଦ୍ଧାନ୍ତ। ସେହିଭଳି ଭାବ ଓ ଭକ୍ତି ହିନ୍ଦୁଧର୍ମର ମୂଳମନ୍ତ୍ର। ଏହି ଭକ୍ତି ମନ୍ଦିରର ଅନେକ ରୀତିନୀତି ଏବଂ ପର୍ବପର୍ବାଣି…
ଓଡ଼ିଶାରେ ପ୍ରଦୂଷଣ
ଦୀପାବଳି ଓ ଅମଳ ଋତୁ ଆସିଲେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଏ। ଦେଶବ୍ୟାପୀ ଏହା ଉପରେ ଆଲୋଚନା ଚାଲେ। ଖୁଣ୍ଟା ପୋଡ଼ି ଯୋଗୁ ଏହା ଘଟୁଛି ବୋଲି କୃଷକଙ୍କ ଉପରେ ଦୋଷ ଲଦି ଦିଆଯାଏ। ଦିଲ୍ଲୀର ସେହି ପ୍ରଦୂଷଣ…
ସଫେଇ ସାକ୍ଷୀ
ସାଧାରଣ ମଣିଷ ଜୀବନରେ ଭୁଲ୍ ତ୍ରୁଟିି ଦେଖାଯିବାରେ କିଛି ବିଚିତ୍ରତା ନ ଥାଏ। ଏହା ଏକ ସ୍ବାଭାବିକ କଥା। ସଂସାରରେ ତ୍ରୁଟିଶୂନ୍ୟ ମଣିଷଟେ ମିଳିବା ବିରଳ। ସେହିପରି ଦୋଷ ଦୁର୍ବଳତା ନ ଥିବା ମଣିଷଟେ ବି ଖୋଜିଲେ ମିଳିବନି। ଜାଣତରେ ହେଉ…
Archives


