ସମ୍ପାଦକୀୟ

ନିର୍ଭୀକା ନନ୍ଦିନୀ

ଡ. ପ୍ରଫୁଲ୍ଲ କୁମାର ସାହୁ ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ନିର୍ଭୀକତା, ସାହସିକତା ଓ ବେସାଲିସ୍‌ପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ ଓ କିମ୍ବଦନ୍ତୀ। ୧୯୫୧ ମସିହା ଜୁଲାଇ ୧୯ ତାରିଖର…

ମେଣ୍ଟ ସରକାର

ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ସେଣ୍ଟ୍ରାଲ ହଲ୍‌ରେ ଏନ୍‌ଡିଏ ସହଯୋଗୀଙ୍କ ସହ କଥା ହୋଇଥିଲେ। ତାଙ୍କର ବାର୍ତ୍ତା ଥିଲା, ସେ ଆଉ ଦଶବର୍ଷ ପ୍ରଧାନମନ୍ତ୍ରୀ ରହିବେ। ସହଯୋଗୀ ଦଳକୁ ଖବର ପ୍ରତି ଧ୍ୟାନ ନ ଦେବାକୁ କହିବା ଥିଲା ତାଙ୍କ ବାର୍ତ୍ତାର…

ଏଇ ଭାରତରେ

ଚାକିରି ଜୀବନରୁ ଅବସର ନେବା ପରେ ଲୋକେ ବିଶ୍ରାମ ଚାହାନ୍ତି। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ, ଯାହା ଘଟୁଛି ତାମିଲନାଡୁର ଏକ ଦମ୍ପତିଙ୍କ କ୍ଷେତ୍ରରେ। ଧରମପୁରୀ ଜିଲାର ଏନ୍‌. ମଧୁବଲାନ ଓ ଆର୍‌.ଆର୍‌. ସୁଶେଲା କୃଷି…

ମାଟି: ସୃଷ୍ଟି ଓ ସ୍ଥିତିର କାରକ

ପ୍ରକାଶ ତ୍ରିପାଠୀ ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖୁଥିଲି। ଖାଦ୍ୟକୁ କିପରି ଅଧିକ ସୁସ୍ବାଦୁ କରାଯିବ, ତାହା ଉପରେ ଭିଡିଓଟି ପ୍ରସ୍ତୁତ ହୋଇଥିଲା। ଆଲୁମିନିୟମ ପାତ୍ରରେ ରୋଷେଇ କଲାବେଳେ କିଛି ଛୋଟ ଛୋଟ ମାଟିଦୀପ ସେଥିରେ ପକାଇ ଦିଆଯାଉଛି। ଏହା…

ପରା, ଅପରା ବିଦ୍ୟା

ଶ୍ରୀବତ୍ସ ନାୟକ ଶିକ୍ଷାର୍ଥୀମାନଙ୍କର ମାନସିକ, ଭୌତିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ବିକାଶ କରିବା ଏବଂ ତତ୍‌ ସଙ୍ଗେ ସଙ୍ଗେ ଆର୍ଥିକ ପ୍ରଗତି ଓ ସାମାଜିକ ଉନ୍ନତି ମାଧ୍ୟମରେ ଏକ ସୁସ୍ଥ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ନିମନ୍ତେ ଭାରତବର୍ଷରେ ପ୍ରାଚୀନ କାଳରୁ…

ଅଭିଜ୍ଞତାକୁ ସ୍ବୀକୃତି

ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ସଚିବ ସୌରଭ ଗର୍ଗଙ୍କୁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖନୀୟ ଯେ, ଜୁଲାଇ ୩୧ ରେ ଅବସର ପରେ ୧ ବର୍ଷ…

ବିଶ୍ୱତାପନ ଲକ୍ଷ୍ୟ

ଦୁନିଆ ଜଳୁଛି ଏବଂ ଆମର ରାଜନୈତିକ ନେତାମାନେ ଆମକୁ ବିଫଳ କରୁଛନ୍ତି। ତାପମାତ୍ରା ଉଦ୍‌ବେଗଜନକ ହାରରେ ବଢ଼ୁଥିବାରୁ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ସମ୍ଭବ ବୋଲି ଖୁବ୍‌ କମ୍‌ ଲୋକ ବିଶ୍ୱାସ କରୁଥିବା ମନେହେଉଛି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା…

ଜନାଦେଶର ସନ୍ଦେଶ

ଏହା ନିଃସନ୍ଦେହ, ୨୦୨୪ ଲୋକ ସଭା ନିର୍ବାଚନରେ କୌଣସି ଏକକ ଦଳ ସ୍ପଷ୍ଟ ଜନାଦେଶ ପାଇନାହିଁ। କିନ୍ତୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ କ୍ରମାଗତ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ସମର୍ଥ ହୋଇଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ଏକାକୀ…

ସୃଷ୍ଟିର ଅବିଚ୍ଛେଦ୍ୟ ଅଙ୍ଗ

ଭଗବାନଙ୍କ ସୃଷ୍ଟିରେ ପୁରୁଷ ଓ ନାରୀ ଦୁଇ ଅଭିନ୍ନ ଅଂଶ ହୋଇଥିବା ବେଳେ ଆଉ ଏକ ବୈଚିତ୍ର୍ୟ ଦେଖିବାକୁ ମିଳିଥାଏ। ଏହା ହିଁ ହେଉଛନ୍ତି କିନ୍ନର ବା ଟ୍ରାନ୍ସଜେଣ୍ଡର। ଏମାନେ ପୁରୁଷରେ କିମ୍ବା ନାରୀରେ ପରିଗଣିତ ହୋଇ ନ ଥାନ୍ତି। କାରଣ…

ଏଇ ଭାରତରେ

ଉତ୍ତରପ୍ରଦେଶ ବିଜ୍‌ନୋରରେ ରହୁଥିବା ଅଲି କୁମୈଲଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଦଶମ ପାସ୍‌। ବୃତ୍ତିରେ ସେ ଜଣେ ଏସି ମେକାନିକ। କିନ୍ତୁ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଟ୍ରାକ୍ଟର। ଏହି ଟ୍ରାକ୍ଟରର ବିଶେଷତ୍ୱ ହେଉଛି, ତାହା ସମ୍ପୂର୍ଣ୍ଣ ପୁରୁଣା ପାଟର୍‌ସରେ…

ଏଇ ଭାରତରେ

ନିଜେ ଓ ନିଜର ପରିବାରକୁ ଅସହାୟ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା…

ପ୍ରବାସୀଙ୍କ ଭବିଷ୍ୟତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ଯୌଥ ପରିବାର ପ୍ରତ୍ୟାବର୍ତ୍ତନର ପଦଧ୍ୱନି ଅଧୁନା ସ୍ପଷ୍ଟହେବାରେ ଲାଗିଛି। ଆମ ଦେଶର ଉଚ୍ଚ ଶିକ୍ଷିତ ତଥା ବିଭିନ୍ନ ବିଷୟର ବିଶେଷଜ୍ଞମାନେ ବିଦେଶ ମୁଖ୍ୟତଃ ଉନ୍ନତ ଦେଶଗୁଡ଼ିକୁ ଯିବା ଘଟଣା ନିତିଦିନିଆ ବ୍ୟାପାର ହୋଇଯାଇଛି। ସେଠାରେ ଧନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri