ମୁଁ ତ ଅମୃତସାଗର ବିନ୍ଦୁ
ଡ. ପବିତ୍ର ସୁବୁଦ୍ଧି ଜନ୍ମ ହୁଏତ ଜୀବନର ଆରମ୍ଭ ହୋଇପାରେ, କିନ୍ତୁ ମୃତ୍ୟୁ ଏହାର ପରିସମାପ୍ତି ନୁହେଁ। ଶରୀର ଅନ୍ତର୍ହିତ ହୋଇପାରେ, ମାତ୍ର ଆମତ୍ ପ୍ରକାଶର ଦୀପଶିଖା ନିର୍ବାପିତ ହୋଇପାରେନା। ଆମତ୍ା ଏକ ଅନିର୍ବାଣ ଦୀପଶିଖା। ମୃତ୍ୟୁ ଏକ ପ୍ରହେଳିକା। ଆଜକୁ…
ସାପ କାମୁଡ଼ା
ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ଅଧୀନ ବାଲିଡିଆର ଆଶା ବେହେରା ଅସ୍ତରଙ୍ଗ ଥାନାକୁ ଅଭିଯୋଗ ଜଣାଇବାକୁ ଯାଇଥିଲେ। ଥାନା ପରିସରରେ ଥିବା ମେଳା ଚାନ୍ଦିନୀ ଉପରେ ତାଙ୍କ କୁନି ପୁଅ ଖେଳୁଥିବା ସମୟରେ ତାକୁ ସାପ କାମୁଡ଼ିଦେବାରୁ ଥାନା ଅଧିକାରୀ ଶିଶୁକୁ…
ଏଇ ଭାରତରେ
ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍ ମାଧ୍ୟମରେ ଏହି…
ଦଶମ ପରୀକ୍ଷାଫଳ
ଡ. ମନୋରଞ୍ଜନ ପ୍ରଧାନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ ରାଜ୍ୟରେ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କୃତିତ୍ୱ ଉତ୍ସାହପୂର୍ଣ୍ଣ ରହିଛି। ରାଜ୍ୟ ସ୍ତରରେ ପରୀକ୍ଷାଫଳ ୯୬.୦୭…
ବିରାଡ଼ି ହାତରେ ମାଛଭାର
ଡ. ପ୍ରଫୁଲ୍ଲ କୁମାର ସାହୁ ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ ଇଚ୍ଛା ଉପରେ ପ୍ରତିଷ୍ଠିତ ଏକ ସର୍ବୋତ୍ତମ ଶାସନ ବ୍ୟବସ୍ଥା ଏବଂ ଜନମତ ଉପରେ ନିର୍ଭରକରେ…
ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ କରି ପ୍ରତିବର୍ଷ ଏପ୍ରିଲ-ମେ’ରୁ ଆରମ୍ଭ ହୋଇ ଅକ୍ଟୋବର-ନଭେମ୍ବରରେ ଶେଷ କରାଯାଇଥାଏ। ଚଳିତ ବର୍ଷ ମେ…
ଏଇ ଭାରତରେ
ଧୁମ୍ଧାମ୍ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ହର୍ଦାର ଛିପାନେର୍ ରୋଡ୍ଠାରେ। ଏହି ଅଞ୍ଚଳର ମହମ୍ମଦ ରସିଦ୍ ଚୌହାନ ତାଙ୍କ…
କୃଷିଭୂମି ରୂପାନ୍ତରଣର ବିପଦ
ଈପ୍ସିତା ମହାନ୍ତି ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ ତଳେ ରଚିତ ହୋଇଥିବା ବିବେଚନା କରାଯାଏ। ମାଟିର ପ୍ରକୃତି ଏବଂ ସେହି ଅଞ୍ଚଳରେ ଜଳର…
ରାଜନେତାଙ୍କ ଅନୁଭବ ବାହାରେ
ହରେକୃଷ୍ଣ ପଣ୍ଡା ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍ ସତ୍ୟଦ୍ରଷ୍ଟା ଯୋଗୀ ଶ୍ରୀଅରବିନ୍ଦ କହିଛନ୍ତି। ଏହାକୁ ଏକ ଭାବାବେଗ ବା କଳ୍ପନା ବୋଲି କହିହେବ…
ଦାୟିତ୍ୱହୀନତାରୁ ବିପର୍ଯ୍ୟୟ
ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ ୯ ଯୁବକଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଏବଂ ସେହି…
ଏଇ ଭାରତରେ
ବହୁ ଅସହାୟ ବରିଷ୍ଠ ନାଗରିକ ଏବେ ଅବହେଳିତ ଅବସ୍ଥାରେ ରହୁଥିବା ଦେଖାଯାଉଛି। ଏମାନଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ରାକେଶ ପାଞ୍ଚାଲ ଅନ୍ୟତମ। ରାକେଶଙ୍କ ବୟସ ୪୪। ସେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି।…
ଶିକ୍ଷିତଙ୍କ ଅହଙ୍କାର
ଅରୁଣ କୁମାର ତ୍ରିପାଠୀ ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ, ‘ଶିକ୍ଷା ତଥ୍ୟର ଅଧ୍ୟୟନ ନୁହଁ ବରଂ ଭାବନା ଉଦ୍ରେକ ନିମିତ୍ତ ମସ୍ତିଷ୍କକୁ ତାଲିମ ପ୍ରଦାନ କରିବା।’ ପାଶ୍ଚାତ୍ୟ ଶିକ୍ଷାବିତ୍ ପିଟର ଡ୍ରକର୍ଙ୍କ ମତରେ ଶିକ୍ଷା ହେଉଛି ଏକ ଜୀବନବ୍ୟାପୀ ପ୍ରକ୍ରିୟା। କିନ୍ତୁ…
Archives


