ସଙ୍କଟରେ ନ୍ୟାୟାଳୟ
ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି ସୁପ୍ରିମକୋର୍ଟ। ଏହା ପରେ ରାଜ୍ୟସ୍ତରରେ ଉଚ୍ଚ ନ୍ୟାୟାଳୟ ଏବଂ ଜିଲା ସ୍ତରରେ ଜିଲା କୋର୍ଟଗୁଡ଼ିକ…
ଏଇ ଭାରତରେ
ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ ଗୁଆ ଗଛ ଚଢୁଛି। ଖୁବ୍ କମ୍ ସମୟରେ ଲୋକକୁ ଗଛ ଶୀର୍ଷରେ ପହଞ୍ଚାଇପାରୁଛି। ଏହା…
ନକାରାତ୍ମକ ଖବର ଜାଣିବାର ଇଚ୍ଛା
ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ କହିଲା ସାର୍, ମୋ ସମ୍ପର୍କୀୟ ଭାଇ ବିଭୂତି ସହଜେ ଇତସ୍ତତଃ ଥିବାବେଳେ ମୁଁ ତା’…
ଶକ୍ତ ବ୍ରେକ୍ ଆବଶ୍ୟକ
ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ। ତମେ ଯଦି ମନ୍ତ୍ରୀ ବା ନେତା ହୋଇଥାଆନ୍ତ, ତେବେ ସବୁ ସମସ୍ୟା କ’ଣ ସମାଧାନ…
ହ୍ବେନ୍ ଇନ୍ ରୋମ୍…
ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଇଥିଲେ। କେବଳ ଚିରାଗ ନୁହନ୍ତି ଭାରତରୁ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରଙ୍କ…
ଏଇ ଭାରତରେ
ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ ପ୍ରକାର ନୁହେଁ, ୧୫ ପ୍ରକାରର ମସଲା ଚାଷ କରୁଛନ୍ତି ଉତ୍ତରାଖଣ୍ଡର ଡ. ଅଂଶୁ ରଥି।…
ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି ଏକଚ୍ଛତ୍ରବାଦର ଅଭ୍ୟୁଦୟ ଘଟିଥାଏ। ଭ୍ଲାଡିମିର ପୁଟିନ୍ ଏବଂ ଶି ଜିନ୍ପିଙ୍ଗଙ୍କ ଭଳି ଏକଚ୍ଛତ୍ରବାଦୀ ଶାସକମାନେ…
ସ୍ମାର୍ଟ ପିଲାଙ୍କ ମାଆବାପା
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ। ଷ୍ଟାଣ୍ଡାର୍ଡ ଥ୍ରୀ ଶ୍ରେଣୀର ପିଲାମାନଙ୍କୁ ନିଜ ମାଆବାପାଙ୍କ ସମ୍ପର୍କରେ ଦୁଇପଦ କଥା ରଖିବାକୁ କୁହାଯାଇଥିଲା।…
ଯୁଦ୍ଧାଭିମୁଖୀ
ଦୁଇବର୍ଷ ପୂର୍ବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩ ଏପ୍ରିଲ ୨୦୨୪ରେ ଇସ୍ରାଏଲ ଉପରେ ଇରାନ୍ର ଡ୍ରୋନ୍ ଆକ୍ରମଣ ପୃଥିବୀବାସୀଙ୍କ ପାଇଁ ଘୋର ଚିନ୍ତା…
ଏପ୍ରିଲର ଇତିହାସ
୩ ବର୍ଷ ପୂର୍ବେ, ୧୫ ଏପ୍ରିଲ ୨୦୨୧ରେ କୋଭିଡ୍ ଉପରେ ୩ ମାସ ମଧ୍ୟରେ ନ୍ୟାଶନାଲ ଟାସ୍କଫୋର୍ସର ପ୍ରଥମ ବୈଠକ ହୋଇଥିଲା (ଶେଷ ବୈଠକ ୧୧ ଜାନୁଆରୀ)। ସେହି ସମୟରେ ଦୈନିକ ସଂକ୍ରମଣ ୨,୧୬,୦୦୦ରେ ଥିଲାବେଳେ ୧୧୦୦ରୁ ଅଧିକ ମୃତ୍ୟୁ ଘଟୁଥିଲା।…
ରାଷ୍ଟ୍ରପୁରୁଷ ଆମ୍ବେଡକର
ଭାରତରତ୍ନ ଡ. ଭୀମରାଓ ଆମ୍ବେଡକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ସେଥିପାଇଁ ସେ ରାଜନୈତିକ ସ୍ବାଧୀନତାଠାରୁ ସାମାଜିକ ସ୍ବାଧୀନତାକୁ ମହତ୍ତ୍ୱ ଦେଇଥିଲେ। ସେ ଏହି ମହାନ୍ ଲକ୍ଷ୍ୟ ରଖି…
ବିଷୁବ: ବିଶ୍ବାସ ଓ ବିଜ୍ଞାନ
ପ୍ରକୃତି ଓ ପରିବେଶ ସହିତ ଜୀବଜଗତ ଓତପ୍ରୋତ ଭାବେ ଜଡ଼ିତ। କେବଳ ଅନୁକୂଳ ପରିବେଶ ଯୋଗୁ ପୃଥିବୀରେ ସମ୍ଭବ ହୋଇଛି ଜୀବଜଗତର ସୃଷ୍ଟି ଓ ବିକାଶ। ଏହି କଥାଟି ଆମ ଅପେକ୍ଷା ବେଶି ବୁଝିଥିଲେ ଆମ ପୂର୍ବଜମାନେ। ପ୍ରକୃତିର ଚାରୁ ସୁଷମା…
Archives


