ସମ୍ପାଦକୀୟ

ମାଗଣା ଚାଉଳ ରାଜନୀତି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଯେତେ ଆଗକୁ ବଢ଼ୁଛି, ଲୋକଙ୍କୁ ଖାଦ୍ୟ ସୁରକ୍ଷା ବାବଦରେ ଦିଆଯାଉଥିବା ମାଗଣା ଚାଉଳକୁ ନେଇ ରାଜନୀତିି ସେତେ ଜୋରଦାର ହେବାରେ ଲାଗିଛି। ଦେଶର…

ବୌଦ୍ଧିକ ଆକ୍ରମଣ

ଭାରତୀୟ ଜନତା ପାର୍ଟି (ଭାଜପା)ହେଉଛି ଭାରତର ସର୍ବବୃହତ୍‌ ରାଜନୈତିକ ଦଳ ବା ଶକ୍ତି । କିନ୍ତୁ ଏହାର ବିଚାରଧାରା ଠିକ୍‌ ଭାବରେ ବୁଝାପଡୁ ନାହିଁ। ଏହାର କେତେକ ଦିଗ – ରାଜବଂଶକୁ ବିରୋଧ, ଅର୍ଥନୈତିକ ବିକାଶର ପ୍ରତିଜ୍ଞା ସ୍ପଷ୍ଟ ହୁଏ। ହେଲେ…

ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି। ନମନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ସିଗାରେଟ ବର୍ଜ୍ୟ ସମସ୍ୟାର ସମାଧାନ କରିବା…

ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ ଖୁବ୍‌ ଭଲ ପାଉଥିଲେ ମୁଁ କୋଡ଼ପୋଛା ଝିଅ ହୋଇଥିବାରୁ ପ୍ରଣବର ଜନ୍ମ ପୂର୍ବରୁ ମୋର…

ଓଡ଼ିଶା ଓ ଅସ୍ମିତାର ବିତର୍କ

ବିଚିତ୍ର ବିଶ୍ୱାଳ ଅସ୍ମିତା ପରି ଏକ କ୍ଳିଷ୍ଟ ଓ କମ୍‌ ଲୋକପ୍ରିୟ ଶବ୍ଦ ସମ୍ପ୍ରତି ନିର୍ବାଚନ ସମୟରେ ଆମ ରାଜ୍ୟରେ ବହୁଳ ବ୍ୟବହାର ହୋଇ ହଠାତ୍‌ ଲୋକପ୍ରିୟ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃବୃନ୍ଦ ନିର୍ବାଚନୀ ପ୍ରଚାରରେ ଓଡ଼ିଆଙ୍କ ଅସ୍ମିତାର…

କୂଟନୀତିଜ୍ଞଙ୍କ କାହାଣୀ

ନିର୍ବାଚନ ଋତୁ ହେଉଛି ଏକ ସମୟ, ଯେତେବେଳେ ପ୍ରତ୍ୟେକ ପ୍ରସଙ୍ଗ, ଯେତେଦିନ ନଜର ଆଢୁଆଳରେ ରହିଥିଲେ ମଧ୍ୟ ତାହା ହଠାତ୍‌ ଜନସାଧାରଣଙ୍କ ସାମ୍ନାକୁ ଆସିଯାଇଥାଏ। ଏହି କ୍ରମରେ ଖୋବ୍ରାଗଡେଙ୍କ କାହାଣୀ ଅନ୍ୟତମ। ଅଧ୍ୟାୟଟି ଶାନ୍ତ ପଡ଼ିଥିଲା ବୋଲି ତୁମେ ଭାବୁଥିବାବେଳେ ବର୍ତ୍ତମାନ…

କ୍ୱାଡ୍‌ର ବାସ୍ତବତା

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (ଇଣ୍ଡୋ ପାସିଫିକ) ଚାରୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୦୧୭ରେ ଦୀର୍ଘଦିନ ଧରି ମାନ୍ଦା ପଡ଼ିଥିବା କ୍ୱାଡ୍‌କୁ ପୁନର୍ଜୀବିତ କରିଥିଲେ। ସେତେବେଳେ ସେମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା: ଚାଇନାର ବିସ୍ତାରବାଦ ବିରୋଧରେ…

ପାରଦର୍ଶିତା ପାଇଁ ଦୃଢ଼ ମାନସିକତା

ପିଲାମାନେ, କ’ଣ ସବୁ ଛୁଟିରେ କିପରି ସମୟ କାଟୁଛ? ମୁଁ ନିଶ୍ଚିନ୍ତ ଜାଣେ ତୁମେମାନେ କିଛି କିଛି ପାଠପଢ଼ା ସହ ମଧ୍ୟ ନିଜକୁ ବ୍ୟସ୍ତ ରଖୁଥିବ। ତୁମେମାନେ କିପରି ନିଜ ଜୀବନରେ ପାରଦର୍ଶୀ ହୋଇ ସବୁ କ୍ଷେତ୍ରରେ ଏକ ସକାରାତ୍ମକ ମାନସିକତାର…

ଓଡ଼ିଶା ହେବ ଏକ ନମ୍ବର

ବର୍ତ୍ତମାନ ପ୍ରଚାର ଚାଲିଛି ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ। ଏକ ରାଜନୈତିକ ଦଳ ଗୋଟିଏ ରାଜ୍ୟରେ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବ ବା କ’ଣ ସଫଳତା ହାସଲ କରାଯାଇ ପାରିବ ତାହା ପ୍ରତିଶ୍ରୁତି ଦେବା ଉଚିତ। କିନ୍ତୁ…

ଏଇ ଭାରତରେ

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ ପହଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ନିଆରା ଢଙ୍ଗରେ କରୁଛନ୍ତି। ଗ୍ରାମୀଣ ଲୋକମାନଙ୍କୁ ସହରରେ…

ଏଇ ଭାରତରେ

ଏବେ ଅଧିକରୁ ଅଧିକ ସଂଖ୍ୟକ ଲୋକ ଭୋଟ ଦେବା ଲାଗି ବିଭିନ୍ନ ସ୍ତରରେ ଚେଷ୍ଟା ଜାରି ରହିଛି। ଏହି କ୍ରମରେ ବେଙ୍ଗାଲୁରୁ ଏସ୍‌ପି କ୍ରିଷ୍ଣରାଜ ଏକ ଅଜବ ଘୋଷଣା କରିଥିତ୍ଲେ। ନିସାର୍ଗ ଗ୍ରାଣ୍ଡ ହୋଟେଲର ମାଲିକ କ୍ରିଷ୍ଣାରାଜ କହିଛନ୍ତି ଯେ, ଯିଏ…

କୋଟିପତି ହେବି କିପରି

ଅନନ୍ତ ଚରଣ ସ୍ବାଇଁ   “ମୁଁ ମଧ୍ୟ ଦିନେ କୋଟିପତି ହେବି“- ଏହା ଥିଲା ରାଜଧାନୀରେ ରହୁଥିବା ଜନୈକ ସଫେଇ କର୍ମଚାରୀଙ୍କ ଦୃଢ଼ୋକ୍ତି। ଶୁଣି ବହୁତ ଖୁସିହେଲି। ଅଧିକାଂଶ ଲୋକେ ଏହାକୁ ଅବାସ୍ତବ ଓ ପାଗଳର ପ୍ରଳାପ କହି ଏଡ଼ାଇଦେବେ। ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri