ବଜ୍ରପାତରୁ ରକ୍ଷା
ପାଖାପାଖି ଦୁଇ ତିନି ଦଶନ୍ଧି ପୂର୍ବେ ବର୍ଷାକୁ ଲୋକେ ଚାହଁି ରହୁଥିଲେ। ସେତେବେଳେ ବଜ୍ରପାତ ଅଧିକ ହେଉ ନ ଥିଲା। କୃଷକମାନେ ବିଲରେ କାମ କରୁଥିବାବେଳେ କାଁ ଭାଁ ବଜ୍ରପାତରେ ମୃତ୍ୟୁମୁଖରେ ପଡ଼ୁଥିଲେ। ସେହି ସମୟରେ ତାଳ, ନଡ଼ିଆ ଭଳି ଉଚ୍ଚ…
ଭାରତୀୟଙ୍କ ବିବାହ ଖର୍ଚ୍ଚ
ବାହ ପରି ଏକ ପବିତ୍ର ବନ୍ଧନ, ସାମାଜିକ ଶୃଙ୍ଖଳା ଆଣିବା ପାଇଁ ପ୍ରାୟ ଆଠଲକ୍ଷ ବର୍ଷ ହେବ ଆମ ସମାଜରେ ପ୍ରଚଳିତ। ଆମ ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ଝିଅ ଯାହା ହାଣ୍ଡିରେ ଚାଉଳ ପକାଇଥିବ ସେ ଘରର ବୋହୂ ହୋଇ…
ଜିଡିପି ବୃଦ୍ଧି ପରିବାରକୁ ସଙ୍କୁଚିତ କରେ
ମ ଦେଶର ଜିଡିପି(ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ, ସ୍ଥୂଳ ଆଭ୍ୟନ୍ତରୀଣ ଉପତ୍ାଦନ) ପୃଥିବୀରେ ୫ମ ସ୍ଥାନକୁ ଆସିଯାଇଛି। ଆମକୁ ଦିନେ ଶାସନ କରୁଥିବା ଦେଶ ବିଲାତକୁ ଆମେ ପଛରେ ପକାଇଦେଲୁଣି ବୋଲି ଆମେ ଗର୍ବ କରୁଛୁ। ୟୁଏସ୍ଏ, ଚାଇନା, ଜର୍ମାନୀ ଓ ଜାପାନ…
ହାସିନା ପଳାଇଲେ
ଭାରତର ପଡ଼ୋଶୀ ଏବଂ ଏକମାତ୍ର ଦେଶ ଯିଏ କି ଭାରତ ସହ ଭଲ ସମ୍ପର୍କ ରଖିଆସିଛି, ବାଂଲାଦେଶ ଏବେ ଅଶାନ୍ତ। ସଂରକ୍ଷଣକୁ ନେଇ ତେଜିଉଠିଥିବା ହିଂସାତ୍ମକ ଛାତ୍ର ଅନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦେଶ ଛାଡ଼ି ପଳାଇଛନ୍ତି। ଏହା ଘଟିଲା…
ଏଇ ଭାରତରେ
ଆଜିକାଲି ପିଲାଙ୍କର ଫୋନ୍ ପ୍ରତି ଏଭଳି ଦୁର୍ବଳତା ରହିଛି ଯେ ସେମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଫୋନ୍ଟିଏ ପାଇଁ ସବୁକିଛି ତୁଚ୍ଛ କରି ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏମିତିକି ଘର ଛାଡ଼ି ଚାଲିଯିବାକୁ ବି ପଛାଉ ନାହାନ୍ତି।…
ମାଧୁର୍ଯ୍ୟହରା ବର୍ଷାଋତୁ
ବର୍ଷାଋତୁର ଆଗମନ ଧରାବାସୀଙ୍କ ପାଇଁ ଅମୋଘ ସୀବନୀ ସଦୃଶ। ସକଳ ପ୍ରାଣୀ ଓ ଉଦ୍ଭିଦ ଜଗତର ଜୀବନଚକ୍ରକୁ ସୁରକ୍ଷିତ କରେ, ପ୍ରଦାନ କରେ ନବଜୀବନ। ପିଲାଦିନେ ପଢ଼ିଥିବା ଏକ କବିତାଂଶ ବେଶ୍ ପ୍ରଭାବିତ କରିଥିଲା ତତ୍କାଳୀନ ଛାତ୍ର ସମାଜକୁ। ମେଘ କହୁଛି-‘ଭାସି…
ସଫଳ ଗଣତନ୍ତ୍ରର ଆଧାର
ରୋଧ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅବିଚ୍ଛିନ୍ନ ଅଙ୍ଗ। ଏକଚ୍ଛତ୍ରବାଦୀ ଶାସନରେ ଜଣେ ମଣିଷର ବା ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଶାସନ ଚାଲେ। କ୍ଷମତାହୀନ ଦଳ ବାହାରେ ଆଉ କାହାରିକୁ ମୁହଁ ଖୋଲିବାକୁ ଦିଆଯାଏନାହିଁ। ମାତ୍ର ଗଣତନ୍ତ୍ରରେ ଗୋଟିଏ ଦଳ ଶାସନରେ…
ଦୁଇ ପ୍ରକାର ଯୁଦ୍ଧ
ପୃଥିବୀରେ ଯଦି ସବୁଠାରୁ ବଡ଼ ସମସ୍ୟା ବିଷୟରେ ଆଲୋଚନା କରାଯିବ, ତାହା ହେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ସାମ୍ନାକୁ ଆସୁଛି। ସଦ୍ୟ ଦେଖାଦେଇଥିବା କେରଳର ଓ୍ବାୟନାଡ ବିପତ୍ତିଠାରୁ ଆରମ୍ଭ କରି ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ…
ଆତ୍ମହତ୍ୟା ନୁହେଁ ସମାଧାନ
ଆତ୍ମହତ୍ୟାକୁ ନେଇ ବହୁତ ଖବର ଏବେ ଶିରୋନାମା ପାଲଟିଯାଉଛି ଅନେକ ଜାଗାରେ। କହିବାକୁ ଗଲେ ଏହା ଏବେ ଏକ ବଡ଼ ସ୍ବାସ୍ଥ୍ୟ ସଙ୍କଟ ପାଲଟିଯାଇଛି ବୋଲି କହିଲେ କିଛି ଭୁଲ୍ ହେବନାହିଁ। ଯଦି ଟିକେ ପଛକୁ ଯିବା ତେବେ ଦେଖିବା ଆତ୍ମହତ୍ୟାର…
ସବୁରି ଉପରେ ମଣିଷ ସତ୍ୟ (ନନ୍ଦିନୀ ଶତପଥୀଙ୍କ ଜୀବନଦୃଷ୍ଟି)
ମର-ଜଗତରେ ଯାହା କିଛି ଦୃଶ୍ୟମାନ, ତାହା ସବୁ କ୍ଷୟଶୀଳ। ଗଛଲତା, ପଶୁପକ୍ଷୀଙ୍କ ପରି ମଣିଷ ଜନ୍ମ ହେଲେ ମରେ। ଏହି ମୃତ୍ୟୁଶୀଳତା ଭିତରେ କିନ୍ତୁ ଏପରି କୌଣସି କୌଣସି ବ୍ୟକ୍ତିଙ୍କର ଆବିର୍ଭାବ ଘଟେ, ଯାହାଙ୍କର ଜୀବନାବସାନ ପରେ ବି ତାଙ୍କ ବିଚାରବୋଧର…
ମୁକ୍ତସ୍ବରର ପ୍ରଭାବ
‘ପ୍ରଚାର’(ପ୍ରୋପାଗଣ୍ଡା) ଶବ୍ଦର ଅର୍ଥକୁ ଅଭିଧାନ ‘ସୂଚନା’ ବୋଲି ବ୍ୟାଖ୍ୟାକରେ। ଏହା ରାଜନୈତିକ ଉଦ୍ଦେଶ୍ୟ ବା ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହୋଇଆସୁଛି। ଅତୀତରେ ଦୂରଦର୍ଶନକୁ ନିୟନ୍ତ୍ରଣ କରାଯାଇ ପ୍ରଚାର କରାଯାଉଥିଲା କିମ୍ବା ଅନ୍ତତଃ ପକ୍ଷେ ତାହାକୁ ହିଁ ରାଜନୈତିକ ଦଳ…
ଏଇ ଭାରତରେ
ପେସାରେ ନର୍ସ, କିନ୍ତୁ ସାପ ଉଦ୍ଧାର କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଛତିଶଗଡ଼ ରାୟପୁରର ଅଜିତା ପାଣ୍ଡେ। ସେ ୧୦ ବର୍ଷ ମଧ୍ୟରେ ଅନେକ ହଜାର ସାପ ଉଦ୍ଧାର କରିସାରିଲେଣି। ଲୋକମାନଙ୍କଠାରୁ କଲ୍ ପାଇବା କ୍ଷଣି ସେହି ସ୍ଥାନରେ…
Archives


