ବାଣ ଫୁଟୁଛି
ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ ବିପଦ ମଧ୍ୟ ସବୁବେଳେ ଯୋଡ଼ିହୋଇ ରହୁଛି। ୧୯ ଏପ୍ରିଲରେ ବିରୁଧନଗର ଜିଲାର କଟ୍ଟନାରପଟ୍ଟି…
ଏଇ ଭାରତରେ
ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ ସେବାରେ କଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୂର୍ଯ୍ୟ ବେଙ୍ଗାଲୁରୁରେ ମାର୍ଚ୍ଚ ୨୦୨୪ରୁ ‘ଦି…
କ୍ୟୁବା ଉପରେ ନଜର
ଜର୍ମାନୀର ନାଜି ଶାସକ ଆଡ୍ଲଫ୍ ହିଟ୍ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ ରହିଛି। ତେବେ ଏବେ ବିଶ୍ବରେ ଉଭାହୋଇଛନ୍ତି ଆଉ ଜଣେ ହିଟ୍ଲର। ସେ ହେଉଛନ୍ତି…
ପେସା ଆଇନକୁ ପେଷି ଦିଆଯାଉଛି
ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ (ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ଆଇନର ସମ୍ପ୍ରସାରଣ) ଅନ୍ୟତମ। ୧୯୯୬ରେ କେନ୍ଦ୍ର ସରକାର ଏହି…
ବନ୍ଧୁ ନୁହେଁ
ଇରାନ୍ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ ଏକ ଝଟକା ଭାବେ ଲାଗିବା କଥା। ଦେଶ ଭିତରେ ଗଣମାଧ୍ୟମ ଦ୍ୱାରା ଅସତ୍ୟ…
ଆମେ ନୀରବ
ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି ଭାରତୀୟମାନେ ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଅଧିକ କଷ୍ଟ ଭୋଗିସାରିଲେଣି ଏବଂ ଭୋଗୁଛନ୍ତି…
ଭୋଗୁଥିବା ସ୍ବପ୍ନ
ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ ପୂରଣ ହେଲା ପରେ ତାକୁ ଭୋଗିବାକୁ ପଡ଼େ। ଜୀବନତମାମ ସେଇ ସ୍ବପ୍ନ ତାକୁ…
ମନମୁଖି ଛଟେଇ
କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍ରେ ଏକା ଥରକେ ମୋଟ କର୍ମଚାରୀର ୧୮% ବା ୩୦,୦୦୦ କର୍ମଚାରୀଙ୍କୁ ଚାକିରିରୁ ଅତ୍ୟନ୍ତ ନିିର୍ଦ୍ଦୟ, ନିଷ୍ଠୁର…
ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ
ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି; ଯେଉଁଥିରେ ଦୁଇ କର୍ତ୍ତୃପକ୍ଷ ଗୋଟିଏ ପଦବୀରେ ଜଡ଼ିତ ହୋଇ ବିବାଦୀୟ ହୋଇଛନ୍ତି ଏବଂ…
କେଜାଣି କାହାର
ରାସ୍ତାରେ ନୋଟ୍ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍ରୁ ପର୍ସଟି ଖସିପଡିଛି ା ବିରା ବଡ଼ ହଇରାଣ ହେଉଥିବେ ନିଶ୍ଚୟ। ଏହା ଦିନେ…
ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ
ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍ଦର୍ଶକ। ତଥାପି, ଆଧୁନିକ ଯୁଗରେ ଏହି ସତ୍ୟର ଗୁରୁତ୍ୱକୁ ଅବହେଳା କରାଯାଉଛି। ଗୋଟିଏ ପଟେ ମାନବଜାତି ଅନ୍ତରିକ୍ଷର…
ଆତ୍ମଘାତୀ ରଣନୀତି
ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏବକାର ରଣନୀତି ପାଇଁ ଏକ ଉପଯୁକ୍ତ ପ୍ରତୀକ। ଇରାନ…
Archives


