ଆସ୍ଥାରେ ଆଘାତ
ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର ପ୍ରଶାସନର ଚରମ ବିଫଳତା ବୋଲି ଧରିବାକୁ ହେବ। ଭାରତୀୟ ଜନତା ପାର୍ଟି(ଭାଜପା) ରାମ…
ଯୁବ ଅଗ୍ରଦୂତ
ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ କରିଥିଲା। ଦେଖିବାକୁ ମିଳିଲା ଯେ, ଇନ୍ଷ୍ଟାଗ୍ରାମ, ଏକ୍ସ(ପୂର୍ବରୁ ଟୁଇଟର) ଓ ୟୁଟ୍ୟୁବ୍ ପରି…
ଜୈବ-ସ୍ବତ୍ୱ ଡକାୟତି
ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ ସମ୍ପଦର ବ୍ୟବହାର। ୧୯୯୦ ଦଶକରେ, ଯୁକ୍ତରାଷ୍ଟ୍ର ଆମେରିକା ହଳଦୀର କ୍ଷତ-ଉପଚାର ଗୁଣର ପେଟେଣ୍ଟ(ସ୍ବତନ୍ତ୍ର…
ସଂସ୍କୃତି ସୁରକ୍ଷା ଚିନ୍ତା
ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ ପ୍ରାଚୀନ ରାଜ୍ୟ ତା’ ସଂସ୍କୃତିର ସୁରକ୍ଷା ପାଇଁ କହିଲେ ମଧ୍ୟ ଇସ୍କନ କର୍ଣ୍ଣପାତ…
ପବିତ୍ରତାରେ ଭେଦଭାବ
ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍ତାର ପାର୍ଟି ଆୟୋଜନ କରିଥିଲେ। ସେମାନେ ଚିକେନ ବିରିୟାନି ଖାଇ ବଳକା ହାଡ଼ ଏବଂ…
ମନସ୍କାମନା ପୂର୍ଣ୍ଣହେଉ
ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ ଅନେକ ଇଚ୍ଛା ଓ ଆଶା ପୂରଣ କରିଥାଏ। ଅନେକ ସମୟରେ କେତେଜଣ ବ୍ୟକ୍ତି…
ଚାପରେ ଶିକ୍ଷାନୁଷ୍ଠାନ
ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା ଜାତୀୟ ଶିକ୍ଷାନୀତି-୨୦୨୦ ଦ୍ୱାରା ପରିଚାଳିତ, ଯାହା ଶିକ୍ଷାକୁ ବ୍ୟବହାରିକ ଏବଂ ରୋଜଗାରକ୍ଷମ କରିବା…
ଯେଣେତେଣେ ବିଭାଜନ
ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ ଥିଲେ, ଦିନ କେଇଟାରେ ବ୍ୟବସ୍ଥାରେ ଫରକ ଦେଖାଇପାରିଲା ସାମ୍ପ୍ରତିକ ଛାତ୍ର ଆନ୍ଦୋଳନ। ଅଭିଜିତ୍…
ଏଇ ଭାରତରେ
ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର ମାତ୍ରିଗ୍ରାମର ମହିଳା ମୁମତାଜ ବେଗମ ଶିକ୍ଷା ଶେଷ ପରେ ସରକାରୀ ଚାକିରି ପାଇଁ…
ବାମପନ୍ଥୀ ଓ ସାମ୍ୟବାଦ
ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ ଆସିଲା ୧୭୮୯ ମସିହାର ଫରାସୀ ବିପ୍ଳବ ସମୟରେ । କାହାଣୀଟି ଫ୍ରାନ୍ସରେ ଆରମ୍ଭ…
ରାଜନୀତିର ଚତୁର ବ୍ୟବସାୟୀ
ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି ପଦାବଳୀର ପ୍ରାସଙ୍ଗିକତାକୁ ପରଖିଲେ, ଏହାର ପ୍ରତିଟି ଅକ୍ଷର ଶତପ୍ରତିଶତ ସତ୍ୟ ପ୍ରମାଣିତ ହୁଏ।…
ପାକୁଆ ପାଟିରେ ମାଂସ
ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବୟସ ବଢ଼ିଯାଇଥିବାରୁ ଯୁବପିଢ଼ିଙ୍କୁ ରାଜନୀତି କ୍ଷେତ୍ରରେ…

