ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ଝିଅ ଗଲେ ଘରକୁ
ସୁନ୍ଦରଗଡ଼,୧୦।୧୦ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ତାଙ୍କ ଘର ଛତିଶଗଡ଼ ଫେରିଛନ୍ତି । ମଙ୍ଗଳବାର ସକାଳେ ଆସ୍ଥା ଗୃହରୁ ବିଧି ବ୍ୟବସ୍ଥା ଅନୁସାରେ ଜିଲା ପ୍ରଶାସନ ପରିବାରକୁ ହସ୍ତାନ୍ତର କରିଛି । ଛତିଶଗଡ଼ ଆସିଥିବା ପରିବାର ଲୋକଙ୍କ…
ଉଦ୍ଧାର ମା’ ଝିଅଙ୍କୁ ଭେଟିଲେ ପରିବାର ଲୋକେ
ସୁନ୍ଦରଗଡ଼,୧୦ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଇବ୍ ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇ ସ୍ଥାନୀୟ ଆସ୍ଥା ଗୃହରେ ଥିବା ମା’ ଝିଅଙ୍କ ପରିଚୟ ପାଇଛି ପୋଲିସ। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲା ତୁମଲା ଥାନା ଅନ୍ତର୍ଗତ ଖାରିବାହାଲ ଗ୍ରାମରେ ବୋଲି…
ଆସିଲା ଏଏସଆଇ ଏଲିସ ଲୁଗୁନଙ୍କ ବ୍ୟବଚ୍ଛେଦ ରିପୋଟ: ହେଲେ ହୋଇନି ସାର୍ବଜନୀନ
ରାଉରକେଲା ୯।୧୦: ରାଉରକେଲା ଉଦିତ୍ନଗର ଥାନା ଏଏସଆଇ ଏଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାତ୍ର ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ରାଉରକେଲା ପୋଲିସ ସ୍ପଷ୍ଟ କରିନାହିଁ । ରିର୍ପୋଟକୁ ତର୍ଜମା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ…
ଦିଅର ଦେଉଥିଲେ ଅମାନୁଷିକ ନିର୍ଯାତନା
ସୁନ୍ଦରଗଡ଼,୯ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ସହର ଉପକଣ୍ଠ ଇବ୍ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇଥିବା ୨ ବିବସ୍ତ୍ର ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣା ପଦାକୁ ଆସିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଖଇରମୁଣ୍ଡାରେ ଉଭୟଙ୍କ…
ନିର୍ଯାତନାର ଶିକାର ହୋଇଥିଲେ ୨ ବିବସ୍ତ୍ର ମହିଳା
ସୁନ୍ଦରଗଡ,୮ା୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସହର ଉପକଣ୍ଠ ଇବ୍ ନଦୀ ପୋଲ ଉପରେ ଶୁକ୍ରବାର ଉଲଗ୍ନ ହୋଇ ଚାଲି ଚାଲି ଯାଉଥିବା ୨ ଆଦିବାସୀ ମହିଳା ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ବିଧାୟିକା କୁସୁମ ଟେଟେ ୨ ମହିଳାଙ୍କୁ…
ଭାଜପା ମହିଳା ମୋର୍ଚ୍ଚାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ
ସୁନ୍ଦରଗଡ଼,୫ା୧୦(ଜୟନାରାୟଣ ମେଣ୍ଡୁଳି): ରାଉରକେଲାର ସହକାରୀ ଉପଜିଲପାଳ ସୁସ୍ମିତା ମିଞ୍ଜ ଓ ପୋଲିସ ଏଏସ୍ଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଗୁରୁବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଇଛି। ଫଳରେ ଏଠାରେ ସମସ୍ତ…
ସ୍ବପ୍ନ ହୋଇ ରହିଗଲା କୋଇଡା ବାଇପାସ୍ ରାସ୍ତା
ଟେନ୍ସା,୫।୧୦(ସମୀର କୁମାର ପାଢୀ): କୋଇଡା ଖଣି ଅଞ୍ଚଳରୁ ଦୈନନ୍ଦିନ ରପ୍ତାନି ହେଉଥିବା ଲକ୍ଷ ଲକ୍ଷ ଟନ ଲୁହାପଥର ପରିବହନ ଯୋଗୁ ଏଠାକାର ଗ୍ରାମ ରାସ୍ତାଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଅହରହ ବ୍ୟସ୍ତ ରହିବା ସହ ଧୂଳିଧୂଆଁରେ ଆଚ୍ଛାଦିତ ରହୁଛି। ଏଥିସହ…
ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ
ହେମଗିର,୩।୧୦(ଚୈତନ୍ୟ ପଟେଲ୍): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଅବସରରେ…
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ
ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ ଯୁବକ…
ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ
ରାଉରକେଲା,୩।୧୦(ସଙ୍ଗୀତା ଜେନା):ରାଉରକେଲା ଉଦିତନଗର ଥାନା ଅଧୀନ ବିରଜାପାଲି ନିକଟରେ ରବିବାର ଅପରାହ୍ନରେ ହୋଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇଥିବା ମହିଳା ଏଏସ୍ଆଇ ଆଲିସ ନାରମି ଲୁଗୁନ(୩୭)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ମୃତା ଏଏସ୍ଆଇଙ୍କ ସ୍ବାମୀ…
୬ଲକ୍ଷ ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ
ଟେନ୍ସା,୨ା୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ରବିବାର ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିବାରୁ କୋଇଡା ପୋଲିସ…
ଲକ୍ଷ୍ୟଠୁ ଦୂରରେ, ମିଳୁନି ଚିକିତ୍ସାସେବା
ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜଗଦା ସ୍ଥିତ ସାମୂଦାୟିକ କଲ୍ୟାଣ ସୋସାଇଟି (ସିଡବ୍ଲ୍ୟୁଏସ୍) ଜେନେରାଲ ହସ୍ପିଟାଲ ଅବ୍ୟବସ୍ଥାରେ ଚାଲିଛି। ଏଠାକୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ହସ୍ପିଟାଲ ତାର ମୂଳଲକ୍ଷ୍ୟରୁ ଦୂରେଇ…

