ସୁନ୍ଦରଗଡ଼

ରାଉରକେଲାରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର

ରାଉରକେଲା,୭।୧୦: ରାଉରକେଲା ରଘୁନାଥପାଲ୍ଲୀ ଅଞ୍ଚଳରୁ ମଙ୍ଗଳବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଲାଇନ୍‌ କଡ଼ରେ ଜଣ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଅଟକ…

ଜମୁଛି ଦୁର୍ଗା ପୂଜା: ଗାଁଠୁ ସହର ଉସବ ମୁଖର

ସୁନ୍ଦରଗଡ଼,୧।୧୦(ଜୟନାରାୟଣ ମେଣ୍ଡୁଳି): ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ସୁନ୍ଦରଗଡ ସହର ଉସବ ମୁଖର। ସହରର ଇବ୍‌ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ବ୍ରାହ୍ମଣପଡା, ହସପିଟାଲ ଛକ, ଦୟା ଧର୍ମଶାଳା ଆଦି ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜନସୋବ ମହାଆଡମ୍ବର…

ଗୋଟିଏ କି ଦୁଇଟି ନୁହେଁ ୫୪୫ ପେଟି : ୮୦ ଲକ୍ଷର ବାଣକୁ ବୋହିଲା ୧୭ ଭ୍ୟାନ୍‌

କୁଆଁରମୁଣ୍ଡା,୧।୧୦(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବାଣ ଜବତ କରିଛି। ବେଆଇନ ବାଣ କାରବାରକୁ ରୋକିବା ପାଇଁ ଅପରେଶନ ଅଗ୍ନିକୁ ଜୋର୍‌ଦାର କରି ସୁନ୍ଦରଗଡ଼ ଜିଲା ପୋଲିସ ବିଭିନ୍ନ…

ସ୍ବାମୀଙ୍କ ନାଁରେ ସଙ୍ଘୀନ ଅଭିଯୋଗ: ୩ ବର୍ଷର ପୁଅକୁ ଧରି ଥାନା ଆଗରେ ବସିଲେ ମହିଳା 

ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ଆଗରେ ଶାଶୁଘର ଲୋକେ ଯୌତୁକ ନିଯର୍‌ୟାତନା ଦେଉଥିବା ଅଭିଯୋଗ କରି ଜନୈକା ପୀଡ଼ିତା ମହିଳା ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ନିକଟସ୍ଥ ଚମ୍ପାପୁର…

ବସ୍‌-ଟ୍ରକ୍‌ ମୁହାଁମୁହିଁ: ଚାଲିଗଲା ୬ ଜଣଙ୍କ ଜୀବନ

ବଣାଇ,୨୫ା୯(ପ୍ରଦୀପ ତ୍ରିପାଠୀ): ଗୁରୁବାର ସକାଳୁ ରାଉରକେଲାରୁ କୋଇଡ଼ା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସ୍‌ ରଙ୍ଗ ରୁଟ୍‌ରେ ଯାଇ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦…

ପାଗଳ କୁକୁର ଆତଙ୍କ: ବୁଲି ବୁଲି ୮ ଜଣଙ୍କୁ କାମୁଡ଼ିଲା, ଆଉ ତା’ପରେ..

ବଣାଇ,୨୫।୯(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇ ଶୁଣ୍ଢୀକୋଣ ଅଞ୍ଚଳରେ ଏକ ପାଗଳ କୁକୁର ବୁଲି ବୁଲି ଅଞ୍ଚଳରେ ପ୍ରାୟ ୮ ଜଣଙ୍କୁ କାମୁଡିଥିବାବେଳେ ସମସ୍ତେ ଖଣ୍ଡିଆଖାବରା ହୋଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରେ ସମସ୍ତଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆଯାଇଥିବା…

ମା’ କୋଳ ହେଲା ଖାଲି: ଏକା ସାଙ୍ଗରେ ପ୍ରାଣ ହରାଇଲେ ଦୁଇଦୁଇଟା ଭେଣ୍ଡାପୁଅ

ରାଉରକେଲା,୨୪।୯:ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ ବାସନ୍ତୀ କଲୋନୀ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାସନ୍ତୀ କଲୋନୀ ଓଭରବ୍ରିଜ୍‌ ତଳେ ରେଳ ଧାରଣା ପାରି ହେଉଥିବା ବେଳେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାସନ୍ତୀ କଲୋନୀ ନିକଟ…

ଜେଲ୍‌ ପଛରୁ ମିଳିଲା ଫେରାର ଥିବା ବିଚାରାଧୀନ କଏଦୀଙ୍କ ମୃତଦେହ

ରାଉରକେଲା,୨୧ା୯(ସଙ୍ଗୀତା ଜେନା): ୧୭ ସେପ୍ଟେମ୍ବରରେ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ପଳାୟନ କରିଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ରବିବାର ସକାଳେ ଜେଲ୍‌ ପଛ ଜଙ୍ଗଲରୁ ମିଳିଛି। ପୋଲିସ ଏକ ସାଇଣ୍ଟ ଫିକ୍‌ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରି ବୁଲାଇଲେ ଗାଁ ଦାଣ୍ଡରେ: ଭିଡିଓ ଭାଇରାଲ ପରେ ଯାହା ଘଟିଲା…

ବଡ଼ଗାଁ,୨୧। ୯(ଅଶୋକ ଷଡ଼ଙ୍ଗୀ) :ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗାଁ ନିକଟ ବିରିମୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଶନିବାର ପୋଲିସ ତାଙ୍କ ସ୍ବାମୀଙ୍କ ସହ ୪ ଜଣଙ୍କୁ ଥାନାରେ ଅଟକ ରଖି…

ଲାଞ୍ଚ ନେଇ କିରାଣି ଗିରଫ

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରୁକୁରା ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଏବଂ ପୁନର୍ବାସ କାର୍ଯ୍ୟାଳୟର କ୍ଲର୍କ କମ୍‌ କ୍ୟାଶିଅର ପୁଥ୍ବୀରାଜ କାମିଲା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରୁକୁରା ଜଳସେଚନ ପ୍ରକଳ୍ପର ଜଣେ ଜମିହରାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ…

ନାହିଁ ପାର୍କିଂ ବ୍ୟବସ୍ଥା, ରାସ୍ତାରେ ଛିଡ଼ା ହେଉଛି ଟ୍ରକ୍‌

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳରେ ରାସ୍ତା ଜାମ୍‌ ହେବା ନିତିଦିନିଆ ଘଟଣା। ପ୍ରତ୍ୟେକ ଦିନ ରାସ୍ତା ଜାମ୍‌ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପୋଲିସ, ଆର୍‌ଟିଓ କର୍ତ୍ତୃପକ୍ଷ ଟ୍ରକ୍‌ ଉପରେ ଦୋଷ…

ପୂର୍ବତନ ବିଧାୟକ, ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ

ସୁନ୍ଦରଗଡ,୨୦।୯(ଜୟ ନାରାୟଣ ମେଣ୍ଡୁଳି): ଜଣାଶୁଣା ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?