ସୁନ୍ଦରଗଡ଼

ଲିଫ୍ଟ ଅଚଳ, ଟଏଲେଟ୍‌ରେ ତାଲା

ରାଉରକେଲା,୧୯।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ରେଲଓ୍ବେ ଷ୍ଟେଶନରେ ସ୍ବୟଂଚାଳିତ ଲିଫ୍ଟ ଅଚଳ ହୋଇପଡିଥିବା ବେଳେ ଟଏଲେଟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ, ଏହି ଷ୍ଟେଶନର ୪ ଓ ୫ ନମ୍ବର ଫ୍ଲାଟଫର୍ମର ଲିଫ୍ଟ…

ଛଟ୍‌ ପାଇଁ ସଜେଇ ହେଉଛି ରାଉରକେଲା

ରାଉରକେଲା,୧୮।୧୧(ସଙ୍ଗୀତା ଜେନା): ଛଟ୍‌ ପର୍ବ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ବ ୪ଦିନ ବ୍ୟାପୀ ପାଳନ କରାଯିବ। ଏ ନେଇ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମହାନଗର ନିଗମ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଙ୍ଗଠନ…

ମୃତ୍ୟୁ ରହସ୍ୟରୁ ହଟୁନି ପରଦା

ରାଉରକେଲା,୧୭।୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ହୋଇ ରହିଛି। ଏହି ମାମଲାରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚତ୍ପାରିନାହିଁ। ସୂଚନାଯୋଗ୍ୟ, ଗତ ଅକ୍ଟୋବର…

ଖତ ଖାଉଛି ମୂଲ୍ୟବାନ୍‌ କାଠ

ବିଶ୍ରା,୧୭ା୧୧( ବଟକୃଷ୍ଣ ସ୍ବାଇଁ): ଖତ ଖାଉଛି ମୂଲ୍ୟବାନ୍‌ କାଠ। ଟେଣ୍ଡର ଆହ୍ବାନ ନାହିଁ କି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲା ସୀମାନ୍ତ ରାଉରକେଲା ବନ ମଣ୍ଡଳ ଅଧୀନରେ ଥିବା ବିଶ୍ରା ବନାଞ୍ଚଳରେ ଏଭଳି ଦୃଶ୍ୟ…

ବିଶୋଧନ ହେଉନି ବିସର୍ଜନ ଘାଟ

ରାଉରକେଲା,୧୪।୧୧(ବିପ୍ଳବ ରଞ୍ଜନ ଦାଶ): ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଆରଏମସି ପକ୍ଷରୁ ରାଉରକେଲା ବାଲୁଘାଟରେ ମୂର୍ତ୍ତି ବିସର୍ଜନ ଘାଟ ଇତିମଧ୍ୟରେ ନିର୍ମାଣ କରାଯାଇଛି। ଏଠାରେ ଗତ ଦଶହରା ସମୟରେ ସହରର ବିଭିନ୍ନ ମଣ୍ଡପରେ ପୂଜିତ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିଲା।…

୧ ହଜାର ଦୀପ ଜାଳି ଦୀପାବଳି ପାଳନ କଲେ ଛାତ୍ରୀଛାତ୍ର

କୁଆଁରମୁଣ୍ଡା,୧୨।୧୧(ମହେନ୍ଦ୍ର କୁମାର ସାହୁ): ଆଲୋକର ପର୍ବ ଦୀପାବଳି। ସବୁଠି ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ପଦମପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଦିପାବଳୀ। ସ୍କୁଲର ଛାତ୍ରୀଛାତ୍ରମାନେ ୧ ହଜାର ଦୀପ ଜାଳି ଆନନ୍ଦର…

ସ୍ମାର୍ଟସିଟିରେ କମୁଛି ଗୋବଂଶ

ରାଉରକେଲା,୧୨।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ଦୁଗ୍ଧ ଉପତ୍ାଦନ ହ୍ରାସ ପାଉଥିବା ବେଳେ ଗାଇଗୋରୁ ଓ ଗୋପାଳକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ୫ବର୍ଷ ତଳେ ସହରରେ ଗୋରୁଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ବର୍ତ୍ତମାନ ୩୮ଶହରେ ସୀମିତ ରହିଛି। ସହରର ବାସନ୍ତୀ…

ଦାନ୍ତ ଘଷୁଥିବା ବେଳେ ଚାପିଦେଲା ବୋଲେରୋ, ଜଣେ ମୃତ

ବଣାଇ,୧୦ା୧୧(ପ୍ରଦୀପ ତ୍ରିପାଠୀ): ମୃତ୍ୟୁ କେତେବେଳେ କେମିତି ଆସିବ କାହାକୁ ଜଣା ନ ଥାଏ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁରେ। ଏଠାରେ ଥିବା କାରୋ ନାଳ ନିକଟରେ ବାସୁଦେବ ନାୟକ(୫୦)…

ମହିଳା ଫୁଟବଲ ଖେଳାଳିଙ୍କୁ ବାଜା ବଜାଇ ସ୍ବାଗତ

କୁଆଁରମୁଣ୍ଡା,୯।୧୧(ମହେନ୍ଦ୍ର କୁମାର ସାହୁ): ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ପ୍ୟାରୀ ଖାଖା, ଜୁଲି କିଷାନଙ୍କ ସମେତ ଜାତୀୟ ମହିଳା ଫୁଟବଲ ଖେଳାଳି ସୋନିଆ ଏକ୍କା, ମୋନିକା ମିଞ୍ଜ, ପ୍ରଜ୍ଞା କିଷାନଙ୍କୁ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡାରେ ଗୁରୁବାର ଭବ୍ୟ ସ୍ବାଗତ କରାଯାଇଛି। ୫…

ଆର୍‌ଏସ୍‌ପିର ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କୁ ଉଇଙ୍ଗ୍‌ସ ଅଫ୍‌ ଷ୍ଟିଲ ସମ୍ମାନ

ରାଉରକେଲା,୯ା୧୧(ବିପ୍ଳବରଞ୍ଜନ ଦାଶ): ଆର୍‌ଏସ୍‌ପି ଯୋଗାଯୋଗ ଇଞ୍ଜିନିୟରଂ ବିଭାଗ ମହାପ୍ରବନ୍ଧକ ସୁଶ୍ରୀ ସୁମିତ୍ରା ଭଟ୍ଟାଚାର୍ଯ୍ୟ ଲିଙ୍ଗ ବିବିଧତା ବର୍ଗରେ ଆଏଏସଏର ଉଇଙ୍ଗସ ଅଫ ଷ୍ଟିଲ ସମ୍ମାନ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ନଭେମ୍ବର ୭ରେ ଅନୁଷ୍ଠିତ ଇଣ୍ଡିଆନ ଷ୍ଟିଲ କନକ୍ଲେଭର ଏକ ବର୍ଣ୍ଣାଢ୍ୟ ସମାରୋହରେ…

ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ

ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ତରଫରୁ ବାର୍ଷିକ…

ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ

ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?