ସୁନ୍ଦରଗଡ଼

ସ୍କ୍ରବ୍‌ ଅଣାୟତ୍ତ: ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍‌

ସୁନ୍ଦରଗଡ଼,୧।୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ରେ ଅଣାୟତ୍ତ ହେଉଛି ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ। ଗତ୨୪ଘଣ୍ଟାରେ ୩ ନୂଆ ସଂକ୍ରମିତ ଚିହ୍ନଟ ପରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୨୯୫ରେ ପହଞ୍ଚିଛି। ଶୁକ୍ରବାର ଜିଲାରେ ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ…

ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

ସୁନ୍ଦରଗଡ଼, ୩୦।୯: ସୁନ୍ଦରଗଡ଼ ଜିଲାରେରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ୨୪ ଘଣ୍ଟାରେ ଚିହ୍ନଟ ଆଉ ୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୨ରେ ପହଞ୍ଚଛି । ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ…

ଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ୨ବର୍ଷ ଜେଲଦଣ୍ଡ

ସୁନ୍ଦରଗଡ,୩୦ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣି କରି କିଞ୍ଜିରିକେଲାର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମିଞ୍ଜଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା…

ସହରରେ ବୁଲିଲା ଦନ୍ତା

କୁଆଁରମୁଣ୍ଡା,୨୯।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ସହର ଭିତରକୁ ଶୁକ୍ରବାର ଏକ ଦନ୍ତା ହାତୀ ପଶି ଆସିଥିଲା। ବୀରମିତ୍ରପୁର ବନ ରେଞ୍ଜ ଅଧିକାରୀ ଦୁର୍ଯ୍ୟୋଧନ ଜେରାଇ ଉପସ୍ଥିତ ରହି ବନ କର୍ମଚାରୀଙ୍କ ସହାୟତାରେ ହାତୀକୁ ଘଉଡାଇଥିଲେ। ଫଳରେ ହାତୀଟି ଜଲଙ୍ଗବିରା…

ଶୌଚାଳୟରେ ଫୁଲଚାରା ବେପାର

ରାଉରକେଲା,୨୯।୯(ଦିନେଶ ମିଶ୍ର): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟଗୁଡିକୁ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଠିକା ସଂସ୍ଥାକୁ ଦାୟିତ୍ୱ…

ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା

ରାଉରକେଲା,୨୬।୯(ଦିନେଶ ମିଶ୍ର): ରାଉରକେଲା ଓରାମପଡା ସ୍ଥିତ କୁଡୁଖ ସଭାସ୍ଥଳରେ ଦୁର୍ଗାପୁର ପାଡ୍‌ହା ପୂଜା କମିଟି ପକ୍ଷରୁ ସଭାପତି ଗାଙ୍ଗୀ ଲାକ୍ରାଙ୍କ ଅଧ୍ୟକ୍ଷତାରେ ସୋମବାର ରାଜୀବ କରମା ପୂଜା ମହୋତ୍ସବ ପାଳିତ ହୋଇଛି। ଏଥିରେ ଦୁର୍ଗାପୁର ମୌଜାର ଓରାମପଡା, ମହୁଲପାଲି, ଗାଡାଟୋଲା ଅଞ୍ଚଳର…

ନାବାଳକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା,୨୬।୯(ସଂଗୀତା ଜେନା): ସୁନ୍ଦରଗଡ ଜିଲାର ରାଉରକେଲାରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ହେକେଟ ରୋଡରୁ ଦେଓଗାଆଁକୁ ସଂଯୁକ୍ତ କରୁଥିବା ରାସ୍ତାକଡ ବୁଦାରୁ ମଙ୍ଗଳବାର ସକାଳୁ ଜଣେ ନାବାଳକଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତକ ହେଉଛନ୍ତି ବାଲୁଘାଟ…

୮ ବର୍ଷ ହେଲା ନିର୍ମାଣ ହୋଇପାରୁନି କଂକ୍ରିଟ ରାସ୍ତା

ବଡ଼ଗାଁ ୨୫ା୯(ଅଶୋକ ଷଢ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ମହକୁମାଠାରେ ସମସ୍ତ ବ୍ଲକର ସରପଞ୍ଚ ସଂଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ସରକାର ଗ୍ରାମସଭାକୁ ମାନ୍ୟତା ଦେଉନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ସରପଞ୍ଚ ଯେଉଁ ଅଭିଯୋଗ କରିଥିଲେ ତାହା ଗ୍ରାମବାସୀମାନେ…

ସୁବିଧା କମ୍‌, ଅସୁବିଧା ବେଶି

କୁତ୍ରା,୨୫ା୯(ଦେବାଶିଷ ସାହୁ):ସୁନ୍ଦରଗଡ ଜିଲା କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ପଡି ରହିଛି। ବର୍ଷା ହେଲେ ଛାତ ଓ କାନ୍ଥରୁ ପାଣି ଝରୁଛି। ଅଫିସ ଚାରିପାଖରେ ଅଳିଆ ଆବର୍ଜନା ପଡ଼ି ରହିଛି। ବର୍ଷେ ଦୁଇ ବର୍ଷରେ ଥରେ ମଧ୍ୟ…

ଲୁଟ୍‌ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରା ମାଡ଼

ସୁନ୍ଦରଗଡ଼,୨୪ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ତୁମୁଲିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ରବିବାର ଲୁଟ୍‌ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ହତ୍ୟା ଉଦ୍ୟମ ହୋଇଛି। ମିଳିଥିବା ସୂଚନା ମୁତାବକ, ଓମ ଶ୍ରୀ ମା’ ସନ୍ତୋଷୀ ପେଟ୍ରୋଲ…

ମୌଳିକ ସୁବିଧା ଅପହଞ୍ଚ, ଆନ୍ଦୋଳନ ପାଇଁ ସଜବାଜ

ରାଉରକେଲା,୨୩।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ୧୪ ନମ୍ବର ଓ୍ବାର୍ଡ ଧାମରା ବସ୍ତି ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡିଛି। ବାରମ୍ବାର ଦାବି କରିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଏ ନେଇ ପଦକ୍ଷେପ ନେଉ ନ ଥିବା…

ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ବିଶ୍ରା,୨୨ା୯( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଦରେଇକେଲା ପଞ୍ଚାୟତ ଯୋଡ଼ବନ୍ଧ କଚାଟୋଲି ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏକ ବର୍ଷଧରି ସୋଲାର ପ୍ୟାନେଲ ଅଚଳ ହୋଇପଡିବା ସହ ନଳକୂପ ମରାମତି ଅଭାବରୁ ସେଗୁଡିକରୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?