ସମ୍ବଲପୁର

ନାବାଳିକାଙ୍କୁ ବଳାତ୍କାର କରି ପୂର୍ବତନ ସରପଞ୍ଚ ଗିରଫ

ନାକଟିଦେଉଳ,୨୩ା୪(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ନାକଟିଦେଉଳ ପୋଲିସ ଏହି ବ୍ଲକ ଅନ୍ତର୍ଗତ ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା(୫୪)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତବର୍ଷ ବିରଞ୍ଚିଙ୍କ ସ୍ତ୍ରୀ ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ...

ଛାତରୁ ଡେଇଁ ଧରାପଡ଼ିଲେ ନାବାଳକ

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ପୋଲିସ ପୂର୍ବରୁ ଅନେକ ବିବାଦରେ ରହିଆସିଛି। ଗୁରୁବାର ପୁଣି ଏକ ବିବାଦୀୟ ଘଟଣା ଘଟିଛି। ଯୁଯୁମୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଜଣେ ନାବାଳକ ରାତିରେ ଯାଇଥିଲେ। ପରିବାର ଲୋକ ଉଠି ପଡିବାରୁ...

ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମାରିବା ମହଙ୍ଗା ପଡ଼ିଲା

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବିକାଶ କ୍ୟାମ୍ପସରେ ରବିବାର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରେ ସମ୍ପୃକ୍ତ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି। ଅଭିଯୋଗ ଉପରେ ଶୃଙ୍ଖଳା କମିଟି...

ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୦ା୪(ବ୍ୟୁରୋ): ପାରାଦୀପରୁ ସମ୍ବଲପୁର ଦେଇ ରାଞ୍ଚତ୍କୁ ପାଇପ୍‌ ଲାଇନ୍‌ ଯୋଗେ ଯାଉଥିବା ଆଇଓସିଏଲ୍‌ କମ୍ପାନୀର ତେଲ ଚୋରି ଘଟଣାର ସମ୍ବଲପୁର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ବଲପୁର ଗୋଶାଳାସ୍ଥିତ ପେଟ୍ରୋଲ ପମ୍ପ ମାଲିକ ସୁବାସ ଅଗ୍ରୱାଲ ଓ ଅନ୍ୟ ୫ଜଣଙ୍କୁ...

୨୦ ଲକ୍ଷ ଟଙ୍କାର ସୁନା ଭର୍ତ୍ତି ବ୍ୟାଗ୍‌ ଫେରାଇ ଥିବା ତାପସଙ୍କୁ ପୁରସ୍କାର ଦେଲେ ଏସ୍‌ପି

ସମ୍ବଲପୁର,୧୯।୪(ବ୍ୟୁରୋ): ୨୦ ଲକ୍ଷ ଟଙ୍କାର ସୁନା ଭର୍ତ୍ତି ବ୍ୟାଗ୍‌ ପାଇ ଫେରାଇ ଦେଲେ ବ୍ୟକ୍ତି। ଏଭଳି ମାନବିକତା ଦେଖିବାକୁ ମିଳିଥିଲା ସମ୍ବଲପୁର ଏସଆରଆଇଟି କଲୋନୀରେ। ସମ୍ବଲପୁର ଏସ୍‌ଆରଆଇଟି କଲୋନୀର ସୌଦାମିନୀ ପତି ସହର ବାହାରକୁ ଯିବାକୁ ଥିବା ବେଳେ କଲ୍ୟାଣ...

ଟଙ୍କା ନେଇ ଯାଉଥିଲେ ଶ୍ବଶୁର ଘର, ବାଟରୁ ଲୁଟିନେଲେ ୯୮ ହଜାର

ରେଢାଖୋଲ,୧୯ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଥାନା ନାକଟିଦେଉଳ ରାସ୍ତା ମୁଟୁରୁମୁଣ୍ଡା ଘାଟିରେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୯୮ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଚାରମାଳ ଥାନା ରଙ୍ଗମାଟିଆ ଗ୍ରାମର ବୁଲୁ ପ୍ରଧାନ ଏ ନେଇ...

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ଜମନକିରା,୧୮ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଜମନକିରା ପଞ୍ଚାୟତ ମହକୁମା ଚାହାବଗାନ ପଡ଼ାର ଦୁଃଖ ମିଞ୍ଜ ଓରଫ ଦୁଃଖ ଓରାମଙ୍କ (୪୦) ଠାରୁ ଜମି ଭାଗବଣ୍ଟା ପାଇଁ ରଙ୍ଗପ୍ରଲେପ ଦିଆ ୯ ହଜାର...

ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍‌ସାର

ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍‌ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୨୦୧୪ରୁ ଏହା ସ୍ବୟଂଶାସିତ...

ଏମ୍‌ପିଙ୍କ ଅଜାଣତରେ ବ୍ଲକ ପ୍ରତିନିଧି ଚୟନ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବଙ୍କ ଅଜାଣତରେ ଯୁଯୁମୁରା ବ୍ଲକ ପାଇଁ ପ୍ରତିନିଧି ଚୟନ କରାଯାଇଛି। ଏ ନେଇ ଏମ୍‌ପି ଗଙ୍ଗଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଣେ ଭାଜପା କର୍ମୀ ଲେଟରପ୍ୟାଡ ରଖି ଏଭଳି କରୁଥିବା ସେ କହିଛନ୍ତି। ସେ...

ହନୁମାନ ଜୟନ୍ତୀରେ ବିଶୃଙ୍ଖଳା ହେଲେ ପ୍ରଶାସନ ଦାୟୀ

ସମ୍ବଲପୁର,୧୨ା୪(ବ୍ୟୁରୋ): ଚଳିତବର୍ଷ ମଧ୍ୟ ହନୁମାନ ଜୟନ୍ତୀ ଧୁମ୍‌ଧାମରେ ପାଳନ ହେବ। ଶୋଭାଯାତ୍ରା, ଆଳତି ସହ ପୂଜାର୍ଚ୍ଚନା କରାଯିବ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆଖଡା କରାଯିବ। ନାଗାବାବା ଓ ପାରମ୍ପରିକ ନୃତ୍ୟ ଦଳ ସାମିଲ ହେବେ। ହେଲେ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାରେ...

ଜଙ୍ଗଲରେ ହାତୀର ମୃତଦେହ ଠାବ

କୁଚିଣ୍ଡା,୧୦ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ଡିଭିଜନ କୁଚିଣ୍ଡା ରେଞ୍ଜ ଅଧିନସ୍ଥ ଜରାବଗା ପଞ୍ଚାୟତ ବିଞ୍ଜିଖୋଲ ଗାଁ ନିକଟରେ ଏକ ହାତୀର ମୃତଦେହକୁ ବନବିଭାଗ ରବିବାର ଠାବ କରିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ହାତୀଟି ୪/୫ ଦିନ ହେଲା...

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତଦେହ, ଗୁଲେଟ, ୩ଟି ଦିଆସିଲ ଜବତ ହୋଇଛି। ଗିରଫ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri