ସମ୍ବଲପୁର

ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ଘାଇ

ସମ୍ବଲପୁର,୧ା୧୧(ବ୍ୟୁରୋ): ସମ୍ବଲପୁର ନିକଟ ମହାନଦୀର ଅଯୋଧ୍ୟା ସରୋବର ଆନିକଟରେ ୧୦ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବାପରେ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍‌ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହାନଦୀ ଅଯୋଧ୍ୟା ସରୋବର...

ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା

ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ...

‘ଉପୁଜୁଥିବା ସମସ୍ୟା ଦୂର ହେବ’

ସମ୍ବଲପୁର,୨୬।୧୦(ବ୍ୟୁରୋ):  ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରହିଛି। ନୂତନ କୋଠାରେ ଅଫିସ ପରିଚାଳନା କାର୍ଯ୍ୟ ହେଲେ...

ସୂର୍ଯ୍ୟପରାଗ ପାଇଁ ମା’ସମଲେଇଙ୍କ ଦର୍ଶକରୁ ବଞ୍ଚିତ ଭକ୍ତ

ସମ୍ବଲପୁର,୨୫।୧୦(ବ୍ୟୁରୋ): ଆଜି ହେଉଛି ସୂର୍ଯ୍ୟପରାଗ। ଏଥିପାଇଁ ମା’ସମଲେଶରୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଭୋର୍‌ ୪ ଟାରେ ମା’ଙ୍କର ମନ୍ଦିର ଖୋଲାଯାଇ ନୀତିକାନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ସମ୍ପନ୍ନ ହୋଇଥିଲା। ଫଳରେ ଭୋର ୪.୩୦ରୁ...

ହାତ ଧରି ଏକାଠି ଚାଲିଲେ ମନ୍ତ୍ରୀ, ବିରୋଧୀ ଦଳ ନେତା

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ସହରର ବହୁଚର୍ଚ୍ଚିତ ଫ୍ଲାଏଓଭର ବ୍ରିଜ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ହେଲେ ତିନିଦିନ ପୂର୍ବରୁ ଉଦ୍‌ଘାଟନ ଖବର ପ୍ରକାଶ ପରେ ସହରରେ ଅସନ୍ତୋଷ ଲାଗିରହିଥିଲା। ଶେଷରେ ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରଶାସନ ମନାଇବାରେ...

ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି

ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଖଳିମୁଣ୍ଡା ନିକଟ ଜାମୁପଟି, ସଡ଼କ ସାହି ଓ ସୁଦ ସାହିର ଧାନ କ୍ଷେତରେ...

ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରି

ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍‌ମେଟ ଓ...

ଚାଷ ପ୍ରତି ବଢ଼ୁଛି ମହିଳାଙ୍କ ଆଗ୍ରହ

ସମ୍ବଲପୁର,୨୧ା୧୦(ବ୍ୟୁରୋ): ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଯାଉଛି। ଏପରିସ୍ଥଳେ ସମ୍ବଲପୁର ଜିଲାରେ ଚାଷ ପ୍ରତି ମହିଳାଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ଦ୍ୱାରା ସେମାନେ...

ଦେଢ଼ମାସ ତଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ସ୍ବାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଜମନକିରା,୨୦।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ରାଉତପଡ଼ା କଲୋନୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁରୁବାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡ଼ି(୩୦)ଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିବା ସେ...

ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରା

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସରକାର ୩ମାସ ସମୟ ଦେଇଥିଲେ। ହେଲେ ବର୍ଷେ ବିତିଥିଲେ ବି ପ୍ରତିଶ୍ରୁତି ପୂରଣ କଲେନି। ଶେଷରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା। ସେମାନେ ମଙ୍ଗଳବାର ସମ୍ବଲପୁରରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି। ସମ୍ବଲପୁର...

ଗଛକଟା ବିରୋଧରେ ଜିଲା ପ୍ରଶାସନର ଦ୍ୱାରସ୍ଥ

ସମ୍ବଲପୁର,୧୮ା୧୦(ବ୍ୟୁରୋ): ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମାଫିଆମାନେ ବେଆଇନ ଗଛ କାଟି ବାହାରକୁ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଛି। ଯୁଯୁମୁରା ବ୍ଲକର ଫଟାବାହାଲ ଅଞ୍ଚଳବାସୀ ଏହା ବିରୋଧରେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।...

ଫମ୍ପା ପ୍ରତିଶ୍ରୁତି ପାଲଟିଛି ପିଏମ୍‌ଏଓ୍ବାଇ

ସମ୍ବଲପୁର,୧୭ା୧୦(ବ୍ୟୁରୋ): କଚ୍ଚାଘର ସବୁ ପକ୍କା ହୋଇଯିବ। ସମସ୍ତଙ୍କ ଘରେ କଂକ୍ରିଟ ଛାତ ରହିବ। ୨୦୨୨ ମସିହା ସୁଦ୍ଧା ଆଉ କେହି ବାସହରା ହୋଇ ରହିବେ ନାହିଁ। କେନ୍ଦ୍ର ସରକାର ୫ ବର୍ଷିଆ ଦୀର୍ଘମିଆଦୀ ଯୋଜନା କରିଛନ୍ତି। ଏଭଳି ନାରାବାଜି ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri