କୋଭିଡ୍ ରୋଗୀଙ୍କ ପାଇଁ ନିଯୁକ୍ତ ଡାକ୍ତରଙ୍କୁ ଭିମ୍ସାରର ଅବହେଳା
ସମ୍ବଲପୁର,୧୮ା୪(ବ୍ୟୁରୋ): କୋଭିଡ-୧୯ ମେଡିକାଲରେ ନିୟୋଜିତ ଡାକ୍ତରଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଖାଇବା, ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ହେଲେ ଭିମ୍ସାରରେ କୋଭିଡ୍ ରୋଗୀଙ୍କ ପାଇଁ…
ରାସ୍ତାରେ ବାଡ଼, ଫେରିଗଲା ଆମ୍ବୁଲାନ୍ସ
ବାମରା, ୧୮।୪ (ଡି.ଏନ.ଏ)- ସୁନ୍ଦରଗଡରେ ୨ଜଣ କରୋନା ପୋଜିଟିଭ ଚିହ୍ନଟ ହେବା ପରଠାରୁ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । ମାତ୍ର କେତେକ ସିଲ୍ ଥିବା ସ୍ଥାନରେ କୌଣସି ଜଗୁଆଳି ନ ଥିବା କାରଣରୁ ଅତ୍ୟାବଶ୍ୟକ…
ରବିବାରଠାରୁ ଭୀମସାର୍ରେ ହେବ କରୋନା ପୁଲ୍ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୪(ବ୍ୟୁରୋ): ରବିବାରଠାରୁ ସମ୍ବଲପୁରରେ କରୋନା ପୁଲ୍ ଟେଷ୍ଟ କରାଯିବ। ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମସାର)ରେ ସମୀକ୍ଷା ପରେ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏ ନେଇ ସୂଚନା ଦେଇଛନ୍ତି। ପ୍ରତି ସିଫ୍ଟରେ ୪୫ଜଣଙ୍କ…
ରିଲିଫ ପାଣ୍ଠିକୁ ଦେବାକୁ ଘର ଘର ବୁଲି ଟଙ୍କା ସଂଗ୍ରହ
ସମ୍ବଲପୁର,୧୭ା୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍ ଡଙ୍ଗାପାଳ ଗ୍ରାମର କେତେକ ମହିଳା ୨୫ ହଜାର ୮ ଶହ ୩୩ ଟଙ୍କା ଆଦାୟ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଉତ୍ସବ’ ସହଯୋଗରେ ମହିଳାମାନେ ଘର ଘର ବୁଲି ଏହି…
ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିଲା ଏମ୍ସିଏଲ୍
ସମ୍ବଲପୁର, ୧୭।୪ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ତାଳଚେର ଜଗନ୍ନାଥ କ୍ଷେତ୍ର ପକ୍ଷରୁ ପଦ୍ମାବତୀପୁର ଗ୍ରାମବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କୋଭିଡ- ୧୯ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ…
୯୦ ବାଉଁଶ କାରିଗର ପରିବାର ପ୍ରଭାବିତ
ସମ୍ବଲପୁର,୧୭ା୪(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍ ଡାଉନ୍ ଘୋଷଣା ଅନେକ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବୁଣାକାର, ଶିଳ୍ପୀ, ଦିନମଜୁରିଆ, ବାଉଶଁ କାରିଗର ଭଳି କାରିଗର ପରିବାର ।…
ବିକଳ୍ପ ସ୍ଥାନରେ ନିରନ୍ତର ସ୍ବାସ୍ଥ୍ୟସେବା ମିଳିବ
ସମ୍ବଲପୁର,୧୭ା୪(ବ୍ୟୁରୋ)-ଜିଲା ସଦରଡାକ୍ତରଖାନାରେ କୋଭିଡ-୧୯ ମେଡିକାଲ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରୋଗୀମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଜିଲା ସଦର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ରୋଗୀମାନଙ୍କ କୌଣସି ସମସ୍ୟା ହେବ ନାହିଁ । ବିକଳ୍ପ ସ୍ଥାନରେ ନିରନ୍ତର…
ହଜାରେ ଟଙ୍କା ପାଇଁ ରାତି ଅନିଦ୍ରା
ସମ୍ବଲପୁର, ୧୬।୪ (ବ୍ୟୁରୋ)- କରୋନା କଟକଣା ଲକ୍ ଡାଉନ ପରେ ଏହାର ପ୍ରଭାବ ସିଧାସଳଖ ଖଟିଖିଆ, ଦିନ ମଜୁରିଆ ଓ ଗରିବ ଶ୍ରେଣୀ ଲୋକଙ୍କ ଉପରେ ପଡିଛି। ରୋଜଗାର ନ ଥିବାରୁ ସେମାନୁ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ…
ନିୟମ ଭାଙ୍ଗୁଛନ୍ତି ସରକାରୀ କାମରେ ନିୟୋଜିତ ଶ୍ରମିକ
ସମ୍ବଲପୁର, ୧୬।୪ (ବ୍ୟୁରୋ)-କରୋନା କଟକଣା ଓ ଏହାର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ପ୍ରତିଷେଧକ ପାଇଁ ସାମାଜିକ ଦୂରତ୍ୱ ଏକ ପ୍ରମୁଖ ମାଧ୍ୟମ ବୋଲି ସରକାର ଘୋଷଣା କରି ପାଳନ କରିବାକୁ ସମସ୍ତଙ୍କୁ କଡା ନିର୍ଦ୍ଦେଶ…
କୋଇଲା କ୍ଷେତ୍ରରେ ଏମସିଏଲ୍ର ସାନିଟାଇଜେସନ୍ କାର୍ଯ୍ୟ
ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଓଡିଶାର ବିଭିନ୍ନ କୋଇଲା କ୍ଷେତ୍ରର ଆବାସିକ କଲୋନୀ ଓ ପାର୍ଶ୍ୱବର୍ତ୍ତୀ…
ବାମରାରେ ସାନିଟାଇଜ ଜାରି
ବାମରା, ୧୬।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଚାରିଆଡେ ସାନିଟାଇଜ ପ୍ରକ୍ରିୟା ଜାରି ରହଛି। ଏହିକ୍ରମରେ ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଓ କେଶାଇବାହାଲଠାରେ ମଧ୍ୟ ସାନିଟାଇଜ ଚାଲିଛି। ବାମରା ଅଗ୍ନିଶମ ବିଭାଗ ଭାରପ୍ରାପ୍ତ…
ହୋମ୍ କ୍ୱାରାଣ୍ଟାଇନରେ ରହିଲେ କେଭିକେ ଅଧିକାରୀ
ଚିପିଲିମା,୧୫ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ଧନକଉଡା ବ୍ଲକ୍ ବସନ୍ତପୁର ପଞ୍ଚାୟତରେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) କାର୍ଯ୍ୟାଳୟ ରହିଛି। ଲକ୍ଡାଉନ ସମୟରେ କେଭିକେର ୩ଜଣ ଅଧିକାରୀ ଭୁବନେଶ୍ବରରେ ରହିଯାଇଥିଲେ। ହେଲେ ମଙ୍ଗଳବାର ସେମାନେ ନିଜସ୍ବ ଯାନରେ ଭୁବନେଶ୍ବରରୁ ଆସି ଚିପିଲିମାସ୍ଥିତ ନିଜ କ୍ବାର୍ଟର୍ସରେ…
Archives


