ରାୟଗଡା

କାଶୀପୁରରେ ବ୍ୟାପିଛି ଭିବ୍ରିଓ କଲେରା

ରାୟଗଡ଼ା ଅଫିସ,୧୯ା୭:ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ସୋମବାର ଆର୍‌ଏମ୍‌ଆର୍‌ସି ଲ୍ୟାବ୍‌ର ମଳ ରିପୋର୍ଟ ପହଞ୍ଚିଛି। ଅଞ୍ଚଳବାସୀ ଭିବ୍ରିଓ କଲେରାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜିଲାପାଳ ସ୍ବଧା ଦେବ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ…

ରିପୋର୍ଟ ସ୍ପଷ୍ଟ କଲା ‘ଦୂଷିତ ପାଣି’

ରାୟଗଡ଼ା ଅଫିସ,୧୮ା୭: ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତିରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚିନ୍ତାର ବିଷୟ ହୋଇଛି। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ କାଶୀପୁର…

ନାଗାବଳୀ ମଝିରେ ଫସିଲେ ଦୁଇ ପର୍ଯ୍ୟଟକ

ରାୟଗଡ଼ା ଅଫିସ,୧୭ା୭: ରାୟଗଡ଼ା ଜିଲା ନାଗାବଳୀ ନଦୀ ମଝିରେ ଦୁଇ ପର୍ଯ୍ୟଟକ ଫସି ରହିଛନ୍ତି। ନଦୀ ମଝିରେ ଏକ ପଥରେ ଉପରେ ଦୁହେଁ ଫସି ରହିଥିବା ଦେଖିବାକୁ ମିଳିଛି। ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡ଼ାପାଡ଼ି ଅଞ୍ଚଳର। ସହରର ଝୁଲାପୋଲ ନିକଟରେ…

କାଶୀପୁରକୁ ଅଭିଜ୍ଞ ଡାକ୍ତର ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପୀ ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ଦୃଷ୍ଟିଗୋଚର ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି। ଏଥିପାଇଁ ମନ୍ତ୍ରୀ ଶନିବାର ରାୟଗଡ଼ା…

କାଶୀପୁରରେ ଝାଡ଼ାବାନ୍ତିମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ରାୟଗଡ଼ା ଅଫିସ,୧୭।୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶନିବାର ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଅଗାଧୁ ଗରଡ଼ା(୫୦)ଙ୍କ ମୃତ୍ୟୁ ଘଟିଛି। ଟିକିରି ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲରେ ଚିକିତ୍ସାଧୀନ…

ବାପାଙ୍କ ଶ୍ରାଦ୍ଧ ଦିବସରେ ସାନଭାଇଙ୍କୁ ହତ୍ୟା

ଟିକିରି,୧୦ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ଅଧୀନ ଖୁଣ୍ଟିଆ ସାହିରେ ରବିବାର ବାପାଙ୍କ ଶ୍ରାଦ୍ଧଦିବସରେ ଦୁଇପୁଅଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇଙ୍କ ଖଣ୍ଡାଚୋଟରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିପୁ ରାଉଳ। ସୂଚନା ଅନୁଯାୟୀ, ଖୁଣ୍ଟିଆ ସାହିର ସ୍ବର୍ଗତ…

ଅମରନାଥରେ ଫସିଲେ ୫ ଓଡ଼ିଆ ଯାତ୍ରୀ

ରାୟଗଡ଼ା ଅଫିସ,୯ା୭: ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ରାୟଗଡ଼ା ଅଫିସ,୯।୭: ରାୟଗଡ଼ା ବାରିଝୋଲାସ୍ଥିତ ଜନ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଓ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚିି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟସର୍କିଟ…

ଝାଡ଼ାବାନ୍ତିରେ ୩୫ ଛାତ୍ର ଆକ୍ରାନ୍ତ

ରାୟଗଡା ଅଫିସ,୮।୭: ରାୟଗଡା ଜିଲା ବିଷମ କଟକ ବ୍ଲକ ଅଧୀନ ଡୁମ୍ବୁରିନେଲି ସଦର ପଞ୍ଚାୟତ ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇବା ପରେ ଶୋଇଥିଲେ। ସକାଳୁ ଉଠିବା ପରେ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ଜଣେ ମୃତ, ୩୦ ଆହତ

ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ…

ପାହାଡ଼ିଆ ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଜନ୍ମହେଲା ଶିଶୁକନ୍ୟା

ରାୟଗଡ଼ା ଅଫିସ,୨ା୭: ସରକାରଙ୍କ ଏତେ ବ୍ୟବସ୍ଥା ପରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱାଲି ପଞ୍ଚାୟତର ଦୁର୍ଗମ…

ବିଷାକ୍ତ ଛତୁ ଖାଇ ପରିବାରର ୮ ଅସୁସ୍ଥ

ଟିକିରି/ରାୟଗଡ଼ା ଅଫିସ,୩୦।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକସୁପେଲ ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ସଦସ୍ୟ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଗାଁର ଜଗବନ୍ଧୁ ନାୟକ ତନଖ ନାୟକ, ହୃଷି ନାୟକ, ପାର୍ବତୀ ନାୟକ, ନୀଳାଦ୍ରି ନାୟକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri