ରାୟଗଡା

ବ୍ୟାଙ୍କ ଯାଉଥିଲା ବେଳେ ମହିଳାଙ୍କୁ ଧକ୍କାଦେଲା ସ୍କୁଲ ବସ୍‌ …

ରାୟଗଡ଼ା,୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା – ଜେକେପୁର ରାସ୍ତାରେ ସ୍କୁଲ ବସ ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ କୋଳନରା ବ୍ଲକ ଅନ୍ତର୍ଗତ ସୁରି ପଞ୍ଚାୟତ…

ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ

ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’ ପୁଅ ଗୁରୁତର ଆହତ ହୋଇଛନ୍ତି। ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ରି ରାୟଗଡ଼ା…

ଘର ଖୋଲା ଦେଖି ସବୁ ସୁନାଗହଣା ଲୁଟିନେଇ ଚାଲିଗଲେ ମହିଳା ଭିକାରୀ, ସିସିଟିଭି ଦେଖି…

ରାୟଗଡ଼ା,୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ରାଣିଗୁଡ଼ା ଫାର୍ମ ଦିତୀୟ ଲେନର ମହେଶ କୁମାରଙ୍କ ଘରେ ଦିନ ୧୧ ସମୟରେ ଦିବାଲୋକରେ କଳା କନା ବୁଲାଇଦେଇଛନ୍ତି ଦୃର୍ବୁତ୍ତ। ମହେଶ କୁମାରଙ୍କ ଘରୁ ସୋମବାର ୧୧ଟା ବେଳେ ୭ ଭରି ସୁନା ଚୋରି…

ବୁଲୁଛନ୍ତି ୩ ଟିକିଆ ହାତୀ ପଲ: ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟିଲା ବନ ବିଭାଗ

ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ା ବନାଞ୍ଚଳର କୁମୁଟିପେଣ୍ଠ ସେକ୍ସନ ଅଧୀନ ସୁରି ପଞ୍ଚାୟତର ଫକିରୀ ଗ୍ରାମ ନିକଟସ୍ଥ କୁମ୍ବେଇଗୁଡା ଜଙ୍ଗଲରେ ରବିବାର ଏକ ୩ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଉକ୍ତ ପଞ୍ଚାୟତର ପୋଙ୍ଗିଲି,…

ସିଡିପିଓ,କିରାଣିଙ୍କୁ  ମାଡ଼ି ବସିଲା ଭିଜିଲାନ୍ସ: ଅଙ୍ଗନଓ୍ବାଡ଼ି କର୍ମୀ ଚାକିରି କରାଇଦେବି କହି…

ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ…

ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାରର ୪୦ ସଦସ୍ୟ, ସମସ୍ତେ ଲଣ୍ଡା ହୋଇ…

ଭୁବନେଶ୍ୱର ,୧୯ା୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ବର୍ତ୍ତମାନ ଖଣିଜ ସମ୍ପଦକୁ ନେଇ ବିଶ୍ୱ ଦରବାରରେ ପରିଚିତ। ହେଲେ ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ…

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ଭୁବନେଶ୍ୱର,୧୮।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ତିଆରି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲାର ଜଣେ ଯୁବକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ କିଶୋର କୌଶଲ୍ୟା ଭାବେ ଜଣାପଡ଼ିଛି। ଅଭିଯୁକ୍ତ କିଶୋର…

ଝିଅ ଘରକୁ ଯାଇ ଫେରୁଥିଲେ, ପଛପଟୁ ପିଟିଲା ବାଇକ୍‌: ଚାଲିଗଲା ରାମଙ୍କ ଜୀବନ

କଲ୍ୟାଣସିଂହପୁର,୧୮।୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶିପୁର ବ୍ଲକ କଲ୍ୟାଣସିହପୁର ସିମାନ୍ତ ମାଣ୍ଡିବିସି ପଞ୍ଚାୟତରର ଭିତରଚରା ଗାଁରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି। ସୁଚନା ମୁତାବକ, ଭିତର ଚୋରା ଗାଁର ରାମ ମାଝି (୬୩) ତାଙ୍କ…

ଶୋଇଥିବା ବେଳେ ଚୋଟ ମାରିଲା ସାପ, ଚାଲିଗଲା ନାବାଳକଙ୍କ ଜୀବନ

ଗୁଣପୁର,୧୭।୬(ପ୍ରଦୀପ କୁମାର ପାଢ଼ୀ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ପଞ୍ଚାୟତ ଦୁପୁଲୁ ପାଡୁ ଗ୍ରାମର ଜନୈକ ନାବାଳକଙ୍କ ସାପ କାମୁଡାରେ ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ବିରେନ୍ଦ୍ର କୁମାର ଶବର (୧୬) । ଘଟଣା ପ୍ରକାଶ…

ଆମ୍ବଗଛ ତଳେ ବାଇକ୍‌ ରଖି ଝୁଲିପଡ଼ିଲେ ଯୁବକ, କେଉଁ ପରିସ୍ଥିତିରେ ସେ…

ରାୟଗଡ଼ା,୮ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ ନିଜର…

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ, ଗୋଟିଏ ଗଛରେ ଝୁଲିପଡ଼ିଲେ ନବଦମ୍ପତି

ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା…

ହୋଟେଲ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପୋଛିନେଲେ ଚୋର: ଧରିପାରୁନି ପୋଲିସ

ରାୟଗଡ଼ା,୩୦।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି। ସେ ତାଙ୍କ ମା’ ନିଶାମଣିଙ୍କ ସହ ଆଗ ଘରେ ରହୁଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?