ଆମ ଜିଲା ଖବର

ଭଲ ଚାଲିଛି ଗୁପ୍‌ଚୁପ୍‌ ବ୍ୟବସାୟ

ବଅଁରପାଳ, ୧୩ା୫(ଉପେନ୍ଦ୍ର ରାଉତ) : ବେଶୀ ପାଠ ପଢ଼ି ନ ଥିବାରୁ ଚାକିରି ପାଇଁ ଚେଷ୍ଟା କରି ନ ଥିଲେ। ତଥାପି ପରିବାର ପ୍ରତିପୋଷଣ ପାଇଁ କିଛି ଗୋଟେ କାମ ଖୋଜୁଥିଲେ। ୧୨ବର୍ଷ ତଳେ ବିଶାଖାପାଟଣା ଚାଲିଯାଇ ସେଠାରେ ଗୁପଚୁପ ବିକିବା…

ଉପନ୍ୟାସ ‘ଗୋପଦାଣ୍ଡର ଧୂଳି’ ଉନ୍ମୋଚିତ

ଢେଙ୍କାନାଳ ଅଫିସ, ୧୩।୫: ଢେଙ୍କାନାଳ ଜିଲା ଲେଖକ ସଂସଦ ଭବନରେ ଶନିବାର ଅପରାହ୍ନ ୫ଟାରେ ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୭୭ତମ ଜନ୍ମ ଦିବସ ପାଳନ ଅବସରରେ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ପୁସ୍ତକ ‘ଗୋପଦଣ୍ଡର ଧୂଳି’ ଉନ୍ମୋଚିତ…

ଭୁବନପୁରରେ ହାତୀ ଉପଦ୍ରବ: ଭାଙ୍ଗିଲେ ୨ ଶହ ଆମ୍ବଗଛ

ବନ୍ତଳା, ୧୩ା୫(ଡି.ଏନ.ଏ.) ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ ଶନିବାର ରାତିରେ ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ତଳଗଡ ଗ୍ରାମର ସଦାନନ୍ଦ ସାହୁଙ୍କ ୨ ଶହ କଲମୀ ଆମ୍ବ ଗଛ ନଷ୍ଟ କରିଛନ୍ତି। ବାରମ୍ବାର ବନ…

ମହାନଗରରେ ଟ୍ରାଫିକ ସମସ୍ୟା

ବ୍ରହ୍ମପୁର ଅଫିସ,୧୩ା୫-ବ୍ରହ୍ମପୁର ମହାନଗର ନିଗମରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ବିଭିନ୍ନ ସମୟରେ ପ୍ରଶାସନିକସ୍ତରରେ ଆଲୋଚନା ହୋଇ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ନିଷ୍ପତ୍ତି ହେଉଥିଲେ ମଧ୍ୟ ତାହା କେବଳ ଆଲୋଚନା ଓ ସମୀକ୍ଷାରେ ସୀମିତ ରହିଛି । ଏପରିକି…

ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ

ଛତ୍ରପୁର,୧୩ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ପରିସରରେ ରବିବାର ସର୍ବଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ…

ବଡପୁଅ ଆକ୍ରମଣରେ ବାପା,୩ ଭାଇ ଆହତ

ବୁଗୁଡା,୧୩ା୫(ଡି.ଏନ.ଏ.)-ବୁଗୁଡା ଥାନା ଚିରିକିପଡା ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରର ବଡପୁଅର ଆକ୍ରମଣରେ ବାପା ଏବଂ ୩ ଭାଇ ଆହତ ହୋଇଛନ୍ତି। ଆହତମାନେ ହେଲେ ବାପା ରାଘବ ମହାନ୍ତି, ତାଙ୍କ ପୁଅ ଟିଟୁ, ସିଦ୍ଧେଶ୍ୱର ଓ ବାପୁନି। ପ୍ରକାଶ ଯେ, ଚିରିକିପଡା…

ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି। ରିଲିଫ୍‌ ବଣ୍ଟନଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଓ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା…

ଶିଶୁର ବିକାଶରେ ହିଁ ଦେଶର ବିକାଶ ସମ୍ଭବ

ଫୁଲବାଣୀ ଅଫିସ, ୧୩ା୫-କନ୍ଧମାଳ ଜିଲା ବନ୍ଧଗଡଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଶିଶୁମାନଙ୍କ ସୁରକ୍ଷା, ବାଲ୍ୟ ବିବାହ ମୁକ୍ତ ସମାଜ…

ବାତ୍ୟାରେ ଭାଙ୍ଗିଯାଇଛି ସ୍କୁଲଗୃହ: ପାଠପଢ଼ା ବନ୍ଦ ଆଶଙ୍କା, ପୁନଃ ନିର୍ମାଣ ଦାବି

ଟାଙ୍ଗୀ(ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)-ଫନୀ ପ୍ରଭାବରେ ଟାଙ୍ଗୀ ବ୍ଲକର ଅଧିକାଂଶ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। କେତେକ ବିଦ୍ୟାଳୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଜବେଷ୍ଟସ୍‌ ଛପରଗୁଡିକ ଭାଙ୍ଗିରୁଜି ଦୂରକୁ ଉଡ଼ିଯାଇଛି। ଏହି ବିଦ୍ୟାଳୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଭାବେ ନିର୍ମାଣ କରା ନ ଗଲେ ଛାତ୍ରୀଛାତ୍ରଙ୍କ…

ବଜାର ଅଞ୍ଚଳରେ ବଢୁଛି ଟ୍ରାଫିକ ସମସ୍ୟା: ଟ୍ରାଫିକ ପୋଷ୍ଟ ନିର୍ମାଣ ଦାବି

ବୋଲଗଡ଼,୧୩ା୫(ଡି.ଏନ.ଏ.)-୫୭ ନଂ ଜାତୀୟ ରାଜପଥର ବୋଲଗଡ଼ ବ୍ଲକ ରାଜସୁନାଖଳା ବଜାର ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିିବାରେ ଲାଗିଛି। ଟ୍ରାଫିକ୍‌ ଭିଡ଼ ଯୋଗୁ ସର୍ବଦା ବିଶେଷତଃ ଜରୁରିକାଳୀନ ସମୟରେ ଯାତାୟାତକାରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବଜାର ଉଭୟ…

ଫନୀ କ୍ଷୟକ୍ଷତି : ଆମ୍ବ, କାଜୁ ଫସଲ ଧ୍ୱସ୍ତବିଧ୍ୱସ୍ତ , ହଜିଯାଇଛି ନିଲାମଧାରୀଙ୍କ ନିଦ

ଟାଙ୍ଗୀ(ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)-ଫନୀ କାଜୁ ଓ ଆମ୍ବ ଫସଲର ପ୍ରଭୂତ କ୍ଷୟକ୍ଷତି କରିଛି। ଏଥିଯୋଗୁ ବିଶେଷ ଭାବେ କାଜୁ ବଗିଚା ନିଲାମଧାରୀଙ୍କ ନିଦ ହଜିଯାଇଛି। ଏହାର ପ୍ରାଦୁର୍ଭାବରେ ଆମ୍ବ ଓ କାଜୁ ଫସଲ ସଂପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି। ଏହା ଦେଖି କେତେଜଣ ନିଲାମଧାରୀ ଚେତା…

ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଙ୍କଳ୍ପ : ଗୋମାତାଙ୍କ ସୁରକ୍ଷା, ରୋଗମୁକ୍ତ ସମାଜ ଗଠନ

ନୂଆଗାଁ,୧୩ା୫ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଢେଙ୍କେଣା ପଞ୍ଚାୟତ ଢେଙ୍କେଣା ଗ୍ରାମର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଗୋମାତାଙ୍କ ସୁରକ୍ଷା ସହ ରୋଗମୁକ୍ତ ସମାଜ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ସମାଜରେ ବିଭିନ୍ନ ଫସଲ ଅମଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?