ଆମ ଜିଲା ଖବର

ଇନ୍‌ଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଅନ୍ତର୍ଗତ ଚିନ୍ତାପାଲ୍ଲୀ ମଣ୍ଡଳର ଭୀରାଭରମ ଗ୍ରାମର ୨ ଜଣଙ୍କୁ ମାଓବାଦୀମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି। ଅନ୍ୟ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ବୁଧବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ…

ହାତୀ ଆକ୍ରମଣରେ ନାବାଳକ ଗୁରୁତର

କେନ୍ଦୁଝର,୧୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ରେଞ୍ଜ ଉପରକୁସୁମିତା କସିରା ସାହିରେ ବୁଧବାର ରାତିରେ ଏକ ଦନ୍ତାହାତୀ ଜଣେ ନାବାଳକଙ୍କୁ ଶୁଣ୍ଢରେ କଚାଡ଼ି ଗୁରୁତର କରିଛି। କସିରା ସାହିର ରାୟନ ମୁଣ୍ଡା (୧୩) ମାତାପିତା ଓ ଅନ୍ୟ ଭାଇଙ୍କ ସହିତ ରାତିରେ…

କାଗଜକଲମରେ ଚାଲିଛି ଉଠା ଜଳସେଚନ ପ୍ରକଳ୍ପ : ବର୍ଷା ଅଭାବରୁ ତଳିଘେରା ଫାଟି ଆଁ କରିଛି

ନାଉଗାଁ,୧୮।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକରେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷକାର୍ଯ୍ୟରେ ବାଧା ଉପୁଜିଛି। ବ୍ଲକର ୧୬ଟି ପଞ୍ଚାୟତ ମଧ୍ୟରୁ ତିରୁଣା, ଡାବର ପଞ୍ଚାୟତରେ ଜୁନ୍‌ ପ୍ରଥମ ସପ୍ତାହରେ ଖରୁଡ଼ି ବୁଣାକାର୍ଯ୍ୟ ସରିଥିବାବେଳେ କୋରୁଅ, ଶିଖର, ଓଷକଣା, ଡେରିକି ପଞ୍ଚାୟତରେ…

କାରଖାନା ସମ୍ମୁଖରେ ଠିକା ସଫେଇ କର୍ମଚାରୀଙ୍କ ଗଣାଧାରଣା

ତାଳଚେର,୧୮।୮(ନି.ପ୍ର.): ବିକ୍ରମପୁର ସ୍ଥିତ ଭାରି ଜଳ କାରଖାନା ସମ୍ମୁଖରେ ଗୁରୁବାର ଠିକା ସଫେଇ କର୍ମଚାରୀମାନେ ଗଣଧାରଣା ଦେଇଛନ୍ତି। ଗତ ୩ମାସ ହେଲା ସେମାନଙ୍କୁ ପାରିଶ୍ରମିକ ମିଳିନାହିଁ। ଠିକା ସଂସ୍ଥା କିମ୍ବା ଭାରିଜଳ କାରଖାନା କର୍ତ୍ତୃପକ୍ଷଙ୍କ ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ…

ପିଆଇସିଟିରେ ଅଘଟଣ : ଶ୍ରମିକ ଆହତ, ପ୍ରତିବାଦରେ ବିକ୍ଷୋଭ

ପାରାଦୀପ,୧୮।୭(ସ୍ବ.ପ୍ର.) : ପାରାଦୀପ ବନ୍ଦରରେ ୩୦ ବର୍ଷ ପାଇଁ କାମ ପାଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ବ୍ୟାଗିଂ ସାଇଟ୍‌ରେ ଜଣେ ଶ୍ରମିକ ସାର ଅନ୍‌ଲୋଡ୍‌ କରୁଥିବାବେଳେ କନ୍‌ଭେୟର ବେଲ୍ଟରେ ତାଙ୍କ ହାତ…

ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ପାତ୍ର ବୋଲି ଜଣାପଡ଼ିଛି। ପ୍ରକାଶ ଯେ,…

ଦୁର୍ଘଟଣା ପରେ ବି ଚେତୁନି ପୋଲିସ, ଥାନା ସମ୍ମୁଖରେ ଥିବା ଜବତ ଟ୍ରକ୍‌କୁ ଧକ୍କାଦେଲା ହାଇଓ୍ବା

ପରଜଙ୍ଗ,୧୭।୭(ଡି.ଏନ୍‌.ଏ): ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ପରଜଙ୍ଗ ବଜାରରୁ ଭାଲୁମୁଣ୍ଡା ଆଡ଼କୁ ଯାଉଥିବା ହାଇୱା ଥାନା ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହାପରେ ଉକ୍ତ ହାଇଓ୍ବାଟି ଘଟଣାସ୍ଥଳରୁ ଫେରାର…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୮।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ବାରିପଦା ସହର ପ୍ରଫୁଲ୍ଲ ନଗରସ୍ଥିତ ବାସଭବନ, ଉଦଳା ନୁଦଡିହାସ୍ଥିତ ପୈତୃକଘର, ବାଙ୍ଗିରିପୋଷିସ୍ଥିତ…

ଦିଆସିଲି ବୋଝେଇ ଟ୍ରକ ଜଳିଗଲା

ଭଣ୍ଡାରିପୋଖରୀ,୧୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ଛତାବର ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ ଟ୍ରକ ଜଳିଯାଇଛି। ଟ୍ରକଟି ପାଣିକୋଇଲି ପଟୁ ଭଦ୍ରକ ଆଡ଼କୁ ଯାଉଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି…

ଟ୍ୟୁମର ନ ଥାଇ କାଟିଦେଲେ ପେଟ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ ସହରରେ ଥିବା ଏକ ନର୍ସିଂହୋମ୍‌ରେ ଜଣେ ମହିଳା ରୋଗୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ୪ ମାସ ତଳର ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ବୁଧବାର ନର୍ସିଂହୋମର ଡାକ୍ତର ସମ୍ପୃକ୍ତା ମହିଳାଙ୍କ ଅପରେଶନ କରିଥିଲେ…

ବଜ୍ରପାତରେ ୨୩ ଗୋରୁ ମୃତ

ପାଲଲହଡ଼ା, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତ ବାଲିବାହାଳ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୨୩ ଗୋରୁଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୨ଟାରେ ପାଲଲହଡ଼ାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ପ୍ରବଳ ଘଡଘଡି…

କଥା ରଖ୍‌ଲା ବ୍ଲକ ପରଶାସନ: ଭିନ୍ନକ୍ଷମ ଭତା ପାଏଲେ ଭୂମିସୂତା

କୋକସରା, ୧୮ା୭(ଡି.ଏନ୍‌.ଏ): କୋକସରା ବ୍ଲକ କାଉଡ଼ୋଲା ଗାଁର ନୀଲାମ୍ବର ରାଉତକଁର ଦିବ୍ୟାଙ୍ଗ ଝି’ ଭୂମିସୂତା(୧୭)କୁଁ ବ୍ଲକ ପରଶାସନ ଦେଇଥିବାର ପରତିଶୁରତି ପାଲନ କରିଛେ। ଭୂମିସୂତା ଜନମୁ ଦିବ୍ୟାଙ୍ଗ ଥିଲାବେଲେ ଭିନ୍ନକ୍ଷମ ପରମାନପତର ଅଭାବୁ ସେ ଭତା ପାଏବାରୁ ବଁଚିତ୍‌ ହେଇ ରହିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?