ରାୟଗଡ଼ା ବନ ବିଭାଗ, ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ
ରାୟଗଡ଼ା ଅଫିସ, ୧୫।୮-ଜିଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ଼ା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ କରାଯାଇଛି। ସ୍ଥାନୀୟ ଅଶୋକ ନଗରଠାରୁ ତୁମ୍ବିଗୁଡ଼ା ରାସ୍ତା ପାର୍ଶ୍ୱରେ ଏହି ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଜିଲା ଆଇନସେବା ପ୍ରାଧିକରଣ…
ବ୍ରହ୍ମାକୁମାରୀଙ୍କ ପକ୍ଷରୁ ରକ୍ଷାବନ୍ଧନ
ରାୟଗଡ଼ା ଅଫିସ, ୧୫।୮-ରାୟଗଡ଼ାସ୍ଥିତ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ରକ୍ଷାବନ୍ଧନ ପାଳନ କରାଯାଇଛି। ପ୍ରଥମେ ଏହାର ସଞ୍ଚାଳିକା ପ୍ରାୟ ୨୫୦ ପ୍ରଜାପିତା ଭଉଣୀଭାଇଙ୍କୁ ରାଖୀ ବାନ୍ଧିଥିଲେ। ଏହାପରେ ସେମାନେ ରାୟଗଡ଼ା ଜେଲ୍ ଅନ୍ତେବାସୀଙ୍କୁ ମଧ୍ୟ ରାଖୀ ବାନ୍ଧିଥିଲେ। ସେଠାରୁ ମେଡିକାଲ,…
କଣ୍ଟାପୀଢ଼ା ଯାତ୍ରା, କନ୍ଧୁଣୀ ଦେବୀ ମହୋତ୍ସବ ପ୍ରସ୍ତୁତି ବୈଠକ
ସୋରଡ଼ା,୧୫।୮(ଡି.ଏନ୍.ଏ.)-ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପୀଢ଼ା ଯାତ୍ରା ଓ କନ୍ଧୁଣୀ ଦେବୀ ମହୋତ୍ସବ ପାଇଁ ବୁଧବାର ବଡ଼କାଳି ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଅପରାହ୍ନରେ ମନ୍ଦିର ପରିସରରୁ ଶୁଭଖୁଣ୍ଟିକୁ ପୂଜା କରାଯାଇ ଢୋଲ କିର୍ତ୍ତନ ସହ…
ଜିଲାସ୍ତରୀୟ ସ୍ବାଧୀନତା ଦିବସ
ରାୟଗଡ଼ା ଅଫିସ, ୧୫।୮- ରାୟଗଡ଼ା ସହରସ୍ଥିତ ଜିସିଡି ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…
ଭଣ୍ଡାରିପୋଖରୀରେ ସ୍ବାଧୀନତା ଦିବସ
ଭଣ୍ଡାରିପୋଖରୀ,୧୫। ୮(ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଜେଡି, ଭାଜପା ଓ କଂଗ୍ରେସ କାର୍ଯ୍ୟାଳୟ ସମେତ ବ୍ଲକ ଛକ, ଥାନା, ତହସିଲ, ବିଭିନ୍ନ ବ୍ୟାଙ୍କ, ଡାକଘର, ବିଦ୍ୟୁତ୍ ବିଭାଗ ଅଫିସ,…
ଗହ୍ମାପୂର୍ଣ୍ଣିମାରେ ନଡ଼ିଆ ଲଢ଼େଇ ପରମ୍ପରା
ସାକ୍ଷୀଗୋପାଳ, ୧୫।୮(ଡି.ଏନ୍.ଏ.): ଗହ୍ମାପୂର୍ଣ୍ଣିମା ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପରମ୍ପରା ରହିଛି। ବାତ୍ୟା ‘ଫନୀ’ରେ ବହୁ ସଂଖ୍ୟକ ନଡ଼ିଆ ଗଛ ଭାଙ୍ଗିଯାଇଥିଲେ ମଧ୍ୟ ଗୁରୁବାର ସ୍ଥାନୀୟ ଅଞ୍ଚଳରେ ନଡ଼ିଆ ଲଢ଼େଇ ଦେଖିବାକୁ ମିଳିଛି। ଏହି ଅବସରରେ ଯିଏ…
ଜେଲ, ମେଡିକାଲ ପରିସରରେ ରକ୍ଷାବନ୍ଧନ
ସୋରଡ଼ା,୧୫।୮(ଡି.ଏନ୍.ଏ.)- ସ୍ବାଧୀନତା ଦିବସ, ରକ୍ଷାବନ୍ଧନ ଉପଲକ୍ଷେ ବିବେକାନନ୍ଦ ଯୁବ ପରିଷଦ ପକ୍ଷରୁ ସ୍ଥାନୀୟ ସବ୍ ଜେଲ ପରିସରରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏଥିରେ ଅନ୍ତେବାସୀଙ୍କୁ ପୁଷ୍ପ ଦେଇ ରକ୍ଷାବନ୍ଧର ମହତ୍ୱ ବିଷୟରେ କୁହାଯାଇଥିଲା। ସେହିପରି ମେଡିକାଲ ପରିସରରେ ରୋଗୀଙ୍କୁ ଫଳ…
‘ଯୁବଗୋଷ୍ଠୀ ହେଉଛନ୍ତି ଆଶାର କିରଣ’
ସାତମାଇଲ, ୧୫।୮(ଡି.ଏନ୍.ଏ.)-ଭାରତର ସ୍ବାଧୀନତା ସଂଗ୍ରାମ ଲୁହଲହୁର ସମ୍ମେଳନ। ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ପରେ ଦେଶ ସ୍ବାଧୀନ ହୋଇଛି। ଏହା ଏକ ବିରାଟ ଉପଲବ୍ଧି। ଅଖଣ୍ଡ ଭାରତର ପରିକଳ୍ପନାକୁ ସାକାର କରିବା ପାଇଁ ଯୁବଗୋଷ୍ଠୀ ଆଶାର କିରଣ। ଏହାକୁ ସମସ୍ତେ ହୃଦୟଙ୍ଗମ…
ଆରଡିରେ ସ୍ବାଧୀନତା ଦିବସ
ଆରଡି,୧୫।୮(ଡି.ଏନ୍.ଏ.)- ଭଦ୍ରକ ଜିଲା ଆରଡି ଅଞ୍ଚଳରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ, ଆର.ଆଇ ଦେବାଶିଷ ରାୟ, ଆଖଣ୍ଡଳମଣି ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା, ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୁଧିଷ୍ଠିର…
ବଳଦେବ ଠାକୁରଙ୍କ ଜନ୍ମଉତ୍ସବ
ବୁଗୁଡ଼ା,୧୫।୮(ଡି.ଏନ୍.ଏ.)- ବୁଗୁଡ଼ାରେ ଅବସ୍ଥିତ ବଳଦେବ ସ୍ବାମୀ ମନ୍ଦିରରେ ଗୁରୁବାର ଗୁରୁପୂର୍ଣ୍ଣିମା ଅବସରରେ ବଳଦେବ ଠାକୁରଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହୋମ, ଯଜ୍ଞ ସହ ଠାକୁରଙ୍କ ପୂଜା କରାଯାଇଥିଲା। ଏଥିରେ ଅନ୍ତର୍ଯ୍ୟାମୀ ଦାସ ପୂଜା କାର୍ଯ୍ୟ କରିଥିବା ବେଳେ କର୍ତ୍ତା…
ତ୍ରିରଙ୍ଗା ତଳେ ସଭିଏଁ ଏକାଠି
ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି ହୋଇ ଦେଶଭକ୍ତିର ସ୍ବରରେ ମିଳାଇଥିଲେ ସ୍ବର। ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା…
‘ଆଦୃତ’ରେ ସାମୂହିକ ଜନ୍ମ ଉତ୍ସବ
ଅନୁଗୋଳ ଅଫିସ, ୧୫।୮-ଅନୁଗୋଳ ପଞ୍ଚମହଲାସ୍ଥିତ ଆଦୃତ ଶିଶୁ ସଦନରେ ଗୁରୁବାର ଅନ୍ତେବାସୀ ଶିଶୁମାନଙ୍କ ସାମୂହିକ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଶ୍ରୀକାନ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲା ଶିଶୁ ମଙ୍ଗଳ କମିଟି ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ…

