ଆମ ଜିଲା ଖବର

କ୍ରିଶନ କୁମାର ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୧୫।୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ରାଜ୍ୟ ସରକାର କ୍ରିଶନ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୧୯ ତାରିଖରୁ ସେ ଏହି ଅତିରିକ୍ତ ଦାୟିତ୍ୱ ପ୍ରତିପାଦନ କରିବେ। କିଛି ଦିନ ତଳେ କ୍ରିଶନ କୁମାରଙ୍କୁ ପୂର୍ତ୍ତ ବିଭାଗ ସଚିବ…

ଏକାଧିକ ରେଳ ଦୁର୍ଘଟଣାକୁ ରୋକି ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ

ବରଗଡ଼ ଅଫିସ୍‌,୧୫।୮: ହାତରେ ଧରିଥିବା ଲାଲ ଗାମୁଛା ଦେଖାଇ ଟ୍ରେନକୁ ଅଟକାଇ ସମ୍ଭାବ୍ୟ ୩ଟି ଟ୍ରେନ ଦୁର୍ଘଟଣାରୁ ବହୁଲୋକଙ୍କ ଧନଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବରପାଲି ଥାନା ବାରଗୁଡ଼ା ଗ୍ରାମର ଭାଗୀରଥି ପ୍ରଧାନଙ୍କୁ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ…

ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀଛାତ୍ର

ଏମ୍‌ଭି-୭୯, ୧୫।୮- ଆଜି ରକ୍ଷାବନ୍ଧନ। ସ୍ନେହ ଓ ବନ୍ଧନର ପର୍ବ। ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରକ୍ଷାଡୋରି (ରାଖୀ)। କେହି କେହି ଏହାକୁ ରକ୍ଷାବନ୍ଧନ ମଧ୍ୟ କୁହନ୍ତି। ତେଣୁ ଦେଶ ମାତୃକାର ସେବା କରି ସାଧାରଣ ଲୋକଙ୍କୁ…

ମହଙ୍ଗା ପଡ଼ିଲା ଏସ୍‌ଟିଏଫ୍‌ ନୋଟିସ୍‌ : ମେରିଟୋରିୟସ ପଦକ ହରାଇଲେ ଆଇଆଇସି

ଖୋର୍ଦ୍ଧା ଅଫିସ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱର ସୂଚନା ଭବନଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ପଦକ ଦେବାକୁ ଥିତ୍ବାବେଳେ ୩୮ଜଣଙ୍କୁ ପ୍ରଧାନ କରାଯାଇଥିବା ଜଣାପଡ଼ିଛି। ବାଦ୍‌ ପଡ଼ିଥିବା…

କାକଟପୁର, ଅସ୍ତରଙ୍ଗରେ ସ୍ବାଧୀନତା ଦିବସ

କାକଟପୁର,୧୫ା୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ କାକଟପୁର ମିନିଷ୍ଟାଡ଼ିୟମ୍‌ଠାରେ କାକଟପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ…

ଦେବୀ ନଦୀରେ ବନ୍ୟାଜଳ :ବାଉରିଆକଣରେ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ, ଲୋକେ ଆତଙ୍କିତ

କାକଟପୁର,୧୫ା୮(ଡି.ଏନ୍‌.ଏ.): ଦେବୀ ନଦୀରେ ବନ୍ୟାଜଳ ବୁଧବାରଠାରୁ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗୁରୁବାର ପ୍ରାୟ ୨ଟାରେ ବନ୍ୟାଜଳ ବାଉରିଆକଣଠାରେ ବିପଦସଙ୍କେତ ଟପି ପ୍ରବାହିତ ହେଉଥିବାରୁ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବାଉରିଆକଣଠାରେ ବିପଦସଙ୍କେତସ୍ତର ୪.୯୩ ମିଟର ରହିଥିବାବେଳେ ଏଠାରେ ବନ୍ୟାଜଳ…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ବାଧୀନତା ଦିବସ : ୫୦ ମିଟର ତ୍ରିରଙ୍ଗା ଧରି ପରିକ୍ରମା କଲେ ଛାତ୍ରୀଛାତ୍ର

କଟକ ଅଫିସ, ୧୫।୮: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ୫୦ ମିଟରର ଏକ ବିଶାଳ ତ୍ରିରଙ୍ଗାକୁ ବିଶ୍ୱବିଦ୍ୟାଳୟ ପରିସରରେ ପରିକ୍ରମା କରିବା ସହ ବାଇକ ରାଲି କରାଯାଇଥିଲା। ଏଥିରେ…

ଦେଶରେ ଅଖଣ୍ଡତା, ସାର୍ବଭୌମକୁ ଅକ୍ଷୁଣ୍ଣ ରଖିବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଷ୍ଟାଡିୟମ ସନ୍ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ…

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସାରସ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପୂର୍ବରୁ କରାଯାଇଥିବା ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ…

ଯାଜପୁରରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ

ଯାଜପୁର ଅଫିସ,୧୫।୮: ଯାଜପୁର ଜିଲାରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଖେଳପଡ଼ିଆଠାରେ ଆୟୋଜିତ ସମାରୋହରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ…

ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୫।୮-ରେଳବାଇ ଥାନ ରାମନଗର ରେଳଧରଣା କଡ଼ରୁ ଗୁରୁବାର ସକାଳେ ପୋଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ବାସନ୍ତି ପାଣିଗ୍ରାହୀ (୬୨)। ଏ ନେଇ ରେଳବାଇ ପୋଲିସ ନଂ. ୩୧/୧୯ ରେ ଏକ ଅପମୃତ୍ୟୁ ମାମଲା…

କେନ୍ଦୁଝରରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

କେନ୍ଦୁଝର (ସ୍ବ.ପ୍ର.): କେନ୍ଦୁଝର ଷ୍ଟାଡିୟମ ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?