ଆମ ଜିଲା ଖବର

ହିନ୍ଦୋଳରେ କୋରାପୁଟ ଏମ୍‌ପି: ‘କଂଗ୍ରେସ ହିଁ ହୋଇପାରିବ ଭାଜପାର ବିକଳ୍ପ’

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଦେଶର ଆର୍ଥିକ ଭିତ୍ତଭୂମି ଭୁଶୁଡ଼ି ଯାଇଛି। ଦେଖାଦେଇଥିବା ଏପରି ମାନ୍ଦାବସ୍ଥା କଂଗ୍ରେସ ସମୟରେ ନ ଥିଲା। ଦେଶରେ ନିଯୁକ୍ତି ଠପ୍‌ ହୋଇଯାଇଛି। ଦରଦାମ ଆକାଶଛୁଅଁା ହୋଇଛି। ଏହାର ପଛରେ ଭାଜପାର ଆର୍ଥିକ ନୀତି…

ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-ହିନ୍ଦୋଳ ଥାନା ନୂଆକୋଟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବୁଧବାର ରାତିରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି, ସେ ହିନ୍ଦୋଳ ଏନ୍‌ଏସି ପଟଣା ଗ୍ରାମର ଜଣେ ମାର୍ବଲ ମିସ୍ତ୍ରିଙ୍କ ନିକଟରେ ଦିନ ମଜୁରିଆ…

ବିଷୟ ଚୟନରେ ତ୍ରୁଟି ନେଇ ଅସନ୍ତୋଷ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ଗୋପ, ୭।୧୧(ଡି.ଏନ୍‌.ଏ.)-ଗୋପ ବ୍ଲକ୍‌ ଅଧୀନ ସାରଡ଼ା ସ୍ଥିତ କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଗୁରୁବାର କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ବିଷୟ ଚୟନରେ ତ୍ରୁଟି ଯୋଗୁ କଲେଜ ସମ୍ମୁଖରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଧାରଣା ଦେଇଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ…

ଫଟା ପାଇପ୍‌, ଏନ୍‌ଏଚ୍‌ରେ ଭାସୁଛି ପାଣି: ଦୃଷ୍ଟି ଦେଉନି ଜନସ୍ବାସ୍ଥ୍ୟ ବିଭାଗ, ବଢୁଛି ଅସନ୍ତୋଷ

ଭଞ୍ଜନଗର,୭।୧୧(ଡି.ଏନ.ଏ.)- ଭଞ୍ଜନଗର ସହର ଦେଇ ଯାଇଥିବା ରାଞ୍ଚତ୍-ବିଜୟୱାଡ଼ା କରିଡ଼ରର ସ୍ଥାନୀୟ ଶ୍ରୀରାମନଗର ସେତୁ ଉପର ଦେଇ ଯାଇଥିବା ପାଣି ପାଇପ୍‌ ବହୁଦିନ ହେବ ଫାଟିଯାଇଛି। ଏଥିରୁ ପାଣି ବାହାରି ମୁଖ୍ୟ ରାସ୍ତାରେ ଭାସୁଛି। ଏହାର ପ୍ରଭାବରେ ରାସ୍ତା ଖରାପ ହେବାସହ ଖାଲଢ଼ିପ…

ମିନି ବସ୍‌ ଓଲଟିଲା: ୧ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ଆସିକା,୭ା୧୧(ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ବୋରି ନିକଟରେ ବୁଧବାର ରାତି ପ୍ରାୟ ୧୧ଟାରେ ଏକ ମିନିବସ୍‌ ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ଭଞ୍ଜନଗର ନିକଟସ୍ଥ ତନରଡା ଗ୍ରାମର…

ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା ପାର୍ବତୀ ଓରଫ୍‌ ରିଙ୍କି(୨୭)। ଛତିଶଗଡ଼ର ବିଜାପୁର ଜିଲା ମାର୍ଥୁ ଥାନା ଅଧୀନ ଓ୍ବାଚମ ଗାଁରେ…

ପାଞ୍ଚ ବର୍ଷର ଝିଅକୁ ବଳାତ୍କାର

ବୋରିଗୁମ୍ମା,୭ା୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତର ଏକ ଗାଁରେ ଜଣେ ପାଞ୍ଚବର୍ଷର ଶିଶୁକନ୍ୟା ବଳାତ୍କାରର ଶିକାର ହୋଇଛି। ବୁଧବାର ଉକ୍ତ ଗ୍ରାମର ଡମୁ ମୁଦୁଲି (୨୫) ମାଛ ଧରିବା ବାହାନାରେ ନାବାଳିକାଙ୍କୁ ଡାକିନେଇ ପାଖ ଜଙ୍ଗଲରେ ବଳାତ୍କାର କରିଥିଲେ।…

ବଟି ପାଇଁ କ୍ରଶର ମ୍ୟାନେଜରଙ୍କୁ ଗୁଳି

କୋରାପୁଟ,୭ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ସିଲପଣ୍ଡି ଗ୍ରାମସ୍ଥିତ ଏସ୍‌ଇପିଏଲ କ୍ରଶର ୟୁନିଟରେ ଟଙ୍କା ଆଦାୟ କରିବାକୁ ଯାଇ ବୁଧବାର ରାତିରେ ସେଠାକାର ମ୍ୟାନେଜରଙ୍କୁ ଗୁଳି କରିଛନ୍ତି ନକଲି ମାଓବାଦୀ। ଏଥିରେ କ୍ରଶର ମ୍ୟାନେଜର ଗୁରୁତର ହୋଇଛନ୍ତି। ପୋଲିସର ପାଲଟା ଗୁଳିରେ…

ପୋଖରୀରେ ବୁଡ଼ି ଏସ୍‌ପିଓ ମୃତ

ଦଶମନ୍ତପୁର,୭ା୧୧(ଡି.ଏନ୍‌.ଏ.): ଅସୁସ୍ଥ ଥିବା ଭଉଣୀଙ୍କୁ ଭେଟିବା ପାଇଁ ତାଙ୍କ ଗାଁକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଏସ୍‌ପିଓଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଞ୍ଚାୟତ ବନ୍ଦିଗାର ଗ୍ରାମର ଗିରିଜା ମିଣିଆକା (୩୦)।…

୩୧ଦାଦନ ଶ୍ରମିକ ଉଦ୍ଧାର, ୩ସର୍ଦ୍ଦାର ଗିରଫ

ଲାଠୋର/ମୁରିବାହାଲ, ୭ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଓ ମୁରିବାହାଲ ଥାନା ଅଞ୍ଚଳରୁ ବେଆଇନଭାବେ ଚାଲାଣ କରାଯାଉଥିବା ବେଳେ ୧୧ ଶିଶୁଙ୍କ ସହ ୩୧ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରାଯାଇଛି। ଉଭୟ ଘଟଣାରେ ୩ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଉଦ୍ଧାର…

ରାସ୍ତା ଅବରୋଧ ନେଇ ଉତ୍ତେଜନା

ଭୋଗରାଇ, ୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ଅଧୀନ ଟେଙ୍ଗରାମାରିି ଗ୍ରାମ ୫ନଂ. ୱାର୍ଡ଼ରେ ଜଣେ ବ୍ୟକ୍ତି ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଅବିଳମ୍ବେ ଏହି ଅବରୋଧକୁ ପ୍ରଶାସନ ପକ୍ଷରୁ ହଟା ନ ଗଲେ ସମୂହ ଗ୍ରାମବାସୀ ଭୋଗରାଇ ତହସିଲରେ…

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା

ରୂପ୍‌ସା, ୭।୧୧(ଡି.ଏନ.ଏ.)-ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଖୁବ୍‌ଶୀଘ୍ର ଏହା ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟଦେଇ ଏହି ସାମୁଦ୍ରିକ ଝଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?