ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ, ୫ ଜଣଙ୍କ ପେନ୍ସନ ସ୍ଥାୟୀଭାବେ ବନ୍ଦ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଦୁର୍ନୀତି ବିକାର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (ଜିରୋ ଟଲରାନ୍ସ) ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି।…
ହବାକ୍ ହାଇସ୍କୁଲରେ ବନ୍ଧୁମିଳନ
ଜି.ଉଦୟଗିରି,୪।୧୧(ଡି.ଏନ.ଏ.)-ଜି.ଉଦୟଗିରି ହବାକ ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚ ଛାତ୍ର ଏବଂ ସେତେବେଳର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଏକ ବନ୍ଧୁମିଳିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୯୬ ବ୍ୟାଚର ଛାତ୍ରମାନେ ସ୍କୁଲ ପରିସରରେ ୯୬ ବିଭିନ୍ନ ଔଷଧୀୟ ଚାରା ରୋପଣ କରବା…
୧୪ ଦଫା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା
ଖୋର୍ଦ୍ଧା ଅଫିସ,୪।୧୧: ଅଲ୍ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି। ଏ ନେଇ ଅଙ୍ଗନୱାଡି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ୧୪ ଦଫା ଦାବି ସମ୍ବଳିତ ଏକ…
ବସ୍ ଚକାତଳେ ବୃଦ୍ଧଙ୍କ ଜୀବନ ଗଲା, ଡ୍ରାଇଭର ଅଟକ
ବୁଗୁଡ଼ା,୪।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ମୁଖ୍ୟସଡ଼କରେ ସୋମବାର ଭୋର୍ ସମୟରେ ଏକ ଘରୋଇ ବସ୍ ଚକା ଚଳେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ବରଡ଼ିପଲ୍ଲୀ ଗ୍ରାମର ନାର୍ସୁ ପ୍ରଧାନ (୭୫)। ସୂଚନାଯୋଗ୍ୟ, ତାଳଚେରରୁ ବ୍ରହ୍ମପୁର…
ସାଇନପଡ଼ା ସମିତି ସଭ୍ୟ ନିର୍ବାଚନ: ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ
କ.ନୂଆଗାଁ, ୪।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାଇନପଡ଼ା ସମିତି ସଭ୍ୟ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ସମିତିସଭ୍ୟ ଚକ୍ରମଣି କହଁର ବିଧାୟକଭାବେ ନିର୍ବାଚିତ ହେବାରୁ ଉକ୍ତ ପଦବୀରୁ ଇସ୍ତଫା…
ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନିର୍ଦ୍ଦେଶ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ ପାଇଛି। ଜଷ୍ଟିଶ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଜାରି ହୋଇଥିବା ନିର୍ଦ୍ଦେଶଗୁଡିକ ମଧ୍ୟରେ ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି,…
ବିଭିନ୍ନ ଦାବିନେଇ ଅଙ୍ଗନଓ୍ବାଡି ମହିଳା କର୍ମୀଙ୍କ ଧାରଣା: ଦାବି ପୂରଣ ନ ହେଲେ ଦିଲ୍ଲୀରେ ଆନ୍ଦୋଳନ ପାଇଁ ଚେତାବନୀ
ଯାଜପୁର ଟାଉନ, ୪।୧୧(ଡି.ଏନ୍.ଏ.): ୧୪ ଦଫା ଦାବିନେଇ ଭାରତ ମଜଦ୍ଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଯାଜପୁର ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି। । କର୍ମଚାରୀଙ୍କ ମାସିକ ବେତନ ୧୮ହଜାର, ଅବସରକାଳୀନ…
କେନାଲକୁ ଖସିଲା ସ୍କୁଲ ଭ୍ୟାନ: ୧୧ ଛାତ୍ରୀଛାତ୍ର, ଡ୍ରାଇଭର ଆହତ
ନିମାପଡ଼ା, ୪।୧୧(ଡି.ଏନ୍.ଏ.): ପୁରୀ ଜିଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ବାହାରେଣ ପଞ୍ଚାୟତ ଓଡ଼ଗୁଆଁ ଗ୍ରାମ ରାସ୍ତାକଡ଼ରେ ସୋମବାର ସକାଳେ ଏକ ସ୍କୁଲ ଭ୍ୟାନ୍ ୧୧ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା…
ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି, କ୍ଲାସ ବର୍ଜନ କରି ଫାଟକ ସମ୍ମୁଖରେ ଧାରଣା
ଭଦ୍ରକ ଅଫିସ,୪।୧୧: ଭଦ୍ରକ କଲେଜରେ ଥିବା ବିଭିନ୍ନ ସମସ୍ୟା ପ୍ରତି ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଥିବାରୁ ଛାତ୍ର ଅଶାନ୍ତି ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର କ୍ଲାସ ବର୍ଜନ କରି କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। କଲେଜ ଅଧ୍ୟକ୍ଷ, ଜିଲାପାଳ, ପୂର୍ତ୍ତ ବିଭାଗର…
ମ୍ୟୁନିସିପାଲିଟି ଆବର୍ଜନାସ୍ଥଳରେ ମହାପ୍ରସାଦ
ପୁରୀ ଅଫିସ,୪।୧୧ : ପୁରୀ ମ୍ୟୁନିସପାଲିଟି ଆବର୍ଜନାସ୍ଥଳରେ ପଡିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ରେଲେୱ ପର୍ଯ୍ୟଟନ ପରିସର ହବିଷିଆଳି ଶିବିରର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିବିରରୁ ବାହାରୁଥିବା ବର୍ଯ୍ୟବସ୍ତୁ ଏକାଠି ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ…
ଦୁର୍ଗାପୁର ଗ୍ରାମରେ ଶିଆଳ ଆତଙ୍କ: ୨ ଗୁରୁତର
ରସୁଲପୁର, ୪।୧୧(ଡି.ଏନ୍.ଏ.): ଯାଜପୁର ଜିଲା ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମ ବେହେରା ସାହିରେ ସୋମବାର ସକାଳେ ଶିଆଳ ଆତଙ୍କ ଦେଖାଦେଇଛି। ଏକ ବଣୁଆ ଶିଆଳ ଗାଁ ଭିତରକୁ ପଶିଆସି ୨ ପିଲାଙ୍କୁ ଅତର୍କିତ ଆକ୍ରମଣ କରିଛି। ଉଭୟ ଶିଶୁଙ୍କୁ ଗୁରୁତର ଅବସ୍ଥାରେ…
ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ନୟାଗଡ଼ ଅଫିସ, ୪।୧୧: ନୟାଗଡ଼ ଜିଲା ଗଣିଆ ବ୍ଲକ ମଣିଚଦ୍ରା କଳାପଟା ମନ୍ଦିର ପରିସରରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗଣିଆ ଥାନା ଛାମୁଣ୍ଡିଆ ଗ୍ରାମର ଗୟାଧର ବାରିକ। ପ୍ରକାଶ ଯେ, ଭୋର ସମୟରେ…

