ଆମ ଜିଲା ଖବର

ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ମାଡ଼ ଘଟଣା : କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ଆନନ୍ଦପୁର,୬।୧୧(ସ୍ବ.ପ୍ର..): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଞ୍ଚାୟତ ଶିବନାରାୟଣପୁର ୧ନଂ. ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଭିଡିଓ ଭାଇରାଲ ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କ୍ଷୋଭ ପ୍ରକାଶ…

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ପ୍ରସ୍ତୁତି

ପାଟକୁରା,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନଜରରେ ରଖି ବୁଧବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏନେଇ ଏକ ବୈଠକର ଆୟୋଜନ କରାଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ…

ବାଇକ୍‌ ଦୁର୍ଘଟଣା : ୨ ଜଣଙ୍କ ଜୀବନଗଲା

ଯାଜପୁର ରୋଡ୍‌,୬।୧୧(ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଯାଜପୁର ରୋଡ୍‌ ଜହ୍ନା ପୂର୍ତ୍ତ ବିଭାଗ ରାସ୍ତା ପାଟୁଳୀ ଛକ ନିକଟରେ ବୁଧବାର ସକାଳୁ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ…

ମହାନଦୀରେ ଅଘଟଣ, ମାଛ ମାରିବା ବେଳେ ବୁଡ଼ିଲା ଡଙ୍ଗା

ନରାଜ,୬।୧୧(ଡି.ଏନ୍‌.ଏ.): ମୁଣ୍ଡଳୀ ବ୍ୟାରେଜ୍‌ ମଧ୍ୟଭାଗର ମହାନଦୀରେ ବୁଧବାର ପୂର୍ବାହ୍ନ ୧୧ଟାରେ ମତ୍ସଜୀବୀମାନେ ମାଛ ମାରୁଥିବା ସମୟରେ ଅସାବଧାନତାବଶତଃ ଏକ ଡଙ୍ଗା ବୁଡ଼ିଯାଇଥିଲା। ଏହାଦେଖି ପାଖରେ ଥିବା ଅନ୍ୟ ମତ୍ସଜୀବୀମାନେ ସେଠାରେ ପହଞ୍ଚି ଦୁଇଟି ଡଙ୍ଗା ସାହାଯ୍ୟରେ ବୁଡ଼ି ଯାଉଥିବା ଡଙ୍ଗା ଓ…

ଗଛକୁ ଧକ୍କା ଦେଇ ପଲ୍‌ସର ଦୁର୍ଘଟଣାଗ୍ରସ୍ତ, ଯୁବକ ମୃତ

ନୂଆଗାଁ, ୬।୧୧(ଡି.ଏନ.ଏ): ନୟାଗଡ ଜିଲା ନୂଆଗାଁ ଥାନା ମହିତମା ନିକଟରେ ବାଇକ ଦୁର୍ଘଟଣାରେ ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ତାଙ୍କ ପରିଚୟ ମିଳିପାରି ନାହଁି । ମିଳିଥିବା ସୂଚନା ଅନୁଯାୟୀ, ମହିତମା ଛକ ଠାରୁ ଅଳ୍ପ କିଛି ଦୂରରେ…

ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ: ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା

ଖୋର୍ଦ୍ଧା ଅଫିସ,୬।୧୧: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ପୂର୍ବାହ୍ନରେ ପହଞ୍ଚି ରୋଗୀ ସେବା ବିଷୟରେ ପଚାରି ବୁଝିଛନ୍ତି । ଏହା ସହ ରୋଗୀଙ୍କ ସ୍ବାସ୍ଥ୍ୟ ସେବା ନେଇ ଆଲୋଚନା କରିଛନ୍ତି।…

୪୯ ନଂ. ଜାତୀୟ ରାଜପଥ ମରାମତି ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦେବଗଡ଼,୬।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅନଶନରେ ବସିବା ସହ ଧାରଣା ଦିଆଯାଇଛି। ବାରମ୍ବାର ଜିଲା ପ୍ରଶାସନଙ୍କୁ ଅନୁରୋଧ ଓ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କୌଣସି…

ଛୁରାମାଡ଼ରେ ଯୁବକ ଗୁରୁତର: ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୬।୧୧: ଭଦ୍ରକରେ କାଳୀପୂଜା ପାଇଁ ଯାତ୍ରା ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଚରମ୍ପାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଚରମ୍ପାର ଜି. ପିଆରୀ। ଜିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଯାତ୍ରା ଦେଖୁଥିବା ବେଳେ…

ଠିକାଦାରଙ୍କୁ ଗୁଳିମାଡ଼: ୨ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଗୋପ,୬।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ (୪୯)। ଗୁରୁତର ଅବସ୍ଥାରେ ଉମାକାନ୍ତଙ୍କୁ ଗୋପରୁ ଭୁବନେଶ୍ୱର ଏକ…

ସଙ୍ଗୀତ ପ୍ରତି ରାଧାକୃଷ୍ଣ ଭଞ୍ଜଙ୍କ ନିଷ୍ଠା ଥିଲା ଅନନ୍ୟ

ବାରିପଦା ଅଫିସ,୬।୧୧: ଓଡିଶାର ମହାନ ସଙ୍ଗୀତ ନିଦ୍ଦେର୍ର୍ଶକ ତଥା ମୟୂରଭଞ୍ଜ ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜଙ୍କ ଜୟନ୍ତୀ ସ୍ଥାନୀୟ ମିଶନ ସାଇନ୍ସ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ତରଫରୁ ଅନୁଷ୍ଠିତ ଏହି…

ବାତ୍ୟା ଆଶଙ୍କା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜନଗର,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବୁଧବାର ସଚେତନ କରାଯାଇଛି। ଏ ନେଇ ରାଜନଗର ବ୍ଲକ ଅଧୀନ ୨୯ ପଞ୍ଚାୟତର ୪୮ଟି ସମୁଦ୍ରକୂଳିଆ ଗାଁର ଲୋକମାନଙ୍କୁ ସତର୍କ…

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ ବିଭାଗ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ଅଶୁର ଖୋଳ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?