ଆମ ଜିଲା ଖବର

ମାଲ୍‌ବାହୀ ଟ୍ରେନ୍‌ରୁ ସାର ଚୋରି

ବଲାଙ୍ଗୀର ଅଫିସ, ୨୯ା୫-ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ଲାଗିଥିବା ମାଲ୍‌ବାହୀ ଟ୍ରେନ୍‌୍‌ରୁ ସାର ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସାର ଯୋଗାଣ ଠିକାଦାର ଓ ରେଳ ସୁରକ୍ଷା ବଳ ପରସ୍ପର ବିରୋଧରେ ଦୋଷାରୋପ କରିଛନ୍ତି। ବିଶାଖାପାଟଣା…

ଧାନବିଲକୁ ଯାଉଥିବା ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ନାକଟିଦେଉଳ, ୨୯।୫ (ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ହିତସରା ଗାଁରେ ଶୁକ୍ରବାର ସକାଳ ୬ଟାରେ ଜଣେ ମହିଳାଙ୍କୁ ହାତୀ କଚାଡି ମାରି ଦେଇଛି। ଏହି ମହିଳା ଜଣଙ୍କ ହେଲେ ହିତସରା ଗାଁର ମିତ୍ରଭାନୁ ଦେହୁରୀଙ୍କ ସ୍ତ୍ରୀ ପ୍ରମିଳା ଦେହୁରୀ (୫୫)।…

ଶ୍ରୀଜଗନ୍ନାଥଙ୍କ ବାହୁଟ ସେବାଲାଗି ବଉଳ ବୃକ୍ଷ ଚିହ୍ନଟ

ସାକ୍ଷୀଗୋପାଳ,୨୯ା୫(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ଆବଶ୍ୟକ ବାହୁଟ ସେବା ଲାଗି ଶୁକ୍ରବାର ବଉଳବୃକ୍ଷ ଚିହ୍ନଟ କରାଯାଇଛି। ପରମ୍ପରାକ୍ରମେ ସାକ୍ଷୀଗୋପଳ ବକୁଳବନରୁ ସଂଗ୍ରହ କରାଯାଉଥିବା ବଉଳକାଠ ଏଥର ଅଭାବ ଥିବାରୁ…

କାଳବୈଶାଖୀରେ ଭାଙ୍ଗିଲା ୭ଶହ ବିଦ୍ୟୁତ୍‌ଖୁଣ୍ଟ, ୩୦ ଟ୍ରାନ୍ସଫର୍ମର

ନିମାପଡ଼ା,୨୯ା୫(ଡି.ଏନ.ଏ.): ଓଡ଼ିଶାର କେତେକ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଅଚାନକ ପ୍ରବଳ ପବନ, ବିଜୁଳି ମାରିବା ସହ ବର୍ଷା ହୋଇଥିଲା। ବିଜୁଳିର ଶବ୍ଦ ଏତେ ଭୟାନକ ଥିଲା ଯେ ଲୋକଙ୍କ ନିଦ ଭାଙ୍ଗି ଦେବା ସହ ଭୟଭୀତ କରିଦେଇଥିଲା। ଏହି କାଳବୈଶାଖୀ…

ଟ୍ରକ୍‌ ଭଡ଼ାକରି ନିଜ ରାଜ୍ୟକୁ ଗଲେ ଯାଯାବର

କୋରୁକୋଣ୍ଡା,୨୯ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ମଧ୍ୟପ୍ରଦେଶର ୫ଟି ପରିବାରର ୨୪ ଜଣ ସଦସ୍ୟ ଯାଯାବର ଜୀବନ ବିତାଉଥିଲେ। ସେମାନେ ଲୁହା ସାମଗ୍ରୀ ଯଥା-ପନିକି,ଦା, କଟୁରି, କୁରାଢ଼ି ଆଦି ପ୍ରସ୍ତୁତକରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ବିକ୍ରି…

ଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେ

ଜୟପୁର,୨୯ା୫(ଡି.ଏନ୍‌.ଏ.)-ଚାଷୀଙ୍କ ଅମଳ ରବିଧାନ କ୍ରୟ ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଛି। ମାତ୍ର ଚାଷୀଙ୍କ ଅମଳ ଧାନ ନିମ୍ନମାନର ଆଳ ଦେଖାଇ କୁଇଣ୍ଟାଲ ପିଛା ୬ରୁ ୭ କେଜି ଅଧିକ ଧାନ ଦେବାକୁ ଦାବି କରାଯାଉଛି ା ଏଥିରେ…

ତାମିଲନାଡୁରୁ ସାଇକେଲରେ ଫେରୁଥିବା ୬ଜଣଙ୍କୁ ଘରକୁ ପଠାଇଲା ପୋଲିସ

ଦାରିଙ୍ଗବାଡି,୨୯ା୫(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ଦେଇ ବଲାଙ୍ଗିର ଜିଲାକୁ ୬ ପ୍ରବାସୀ ଶୁକ୍ରବାର ତାମିଲନାଡୁ ଫେରୁଥିଲେ। ଦାରିଙ୍ଗବାଡି ପୋଲିସ ସେମାନଙ୍କୁ ଉଦ୍ଧାର କରି ରନ୍ଧା ଖାଦ୍ୟ, ପାଣି ବିସ୍କୁଟ ଦେବାସହ ବିଶ୍ରାମ ପାଇଁ ବ୍ୟବସ୍ଥା କରିଥିଲା। ପରେ ଏକ ଗାଡି କରି ସାଇକଲ…

ଛତ୍ରପୁରରେ ଟ୍ରେନ୍‌ ଚେନ୍‌ ପୁଲିଂ କରି ପୁଣି ଓହ୍ଲାଇଲେ ୧୨୦୦ ପ୍ରବାସୀ: ଭୁଲିଗଲେ ସାମାଜିକ ଦୂରତା

ଛତ୍ରପୁର,୨୯ା୫(ଡି.ଏନ୍‌.ଏ)-ପୁଣି ଟ୍ରେନ ଚେନ ପୁଲିଂ କରି ଓହ୍ଲାଇ ପଡ଼ିଛନ୍ତି ପ୍ରବାସୀ। ଏପରି ଘଟଣା ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ସୁରଟରୁ ପ୍ରବାସୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ର ଚେନ୍‌ ପୁଲିଂ କରି ଶୁକ୍ରବାର ସାରେ…

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୯ା୫- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବତାଗଡ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ରାଧା ଗୌଡ଼ (୨୪)। ଶାଶୁଘର ଲୋକେ ବିଷ ପିଆଇ ମାରିଦେଇଥିବା ରାଧାଙ୍କ ବାପା ହରି ପାତ୍ର ଶୁକ୍ରବାର ଥାନାରେ…

ଅଭିନୟ ମାଧ୍ୟମରେ କରୋନା ସଚେତନତା

ଆରଡ଼ି,୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଶୁକ୍ରବାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଯାଜପୁର ଜିଲା ମଙ୍ଗଳପୁରର ଚିନ୍ମୟ କଲ୍ୟାଣ ସାମାଜିକ ସଂଗଠନ ଦ୍ୱାରା ପରିଚାଳିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର କଳାକାର ମାନେ ଶିବ,…

ଧାନ ଫସଲରେ ପତ୍ରପୋଡ଼ା ରୋଗ: ଚାଷୀ ହତାଶ

ଚମ୍ପୁଆ,୨୯ା୫(ଡି.ଏନ୍‌.ଏ.)- ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର ଅଢଙ୍ଗାପାଳ ଗ୍ରାମରେ ପତ୍ରପୋଡା ରୋଗ ଯୋଗୁ ପ୍ରାୟ ୪ ଏକର ଧାନ ଫସଲ ଉଜୁଡ଼ି ଯିବା ଆଶଙ୍କା ପ୍ରକାଶ ପାଇଛି। ଧାନର ଅମଳ ସମୟରେ ତଥା କେତେକ ଧାନର ଫୁଲ ଉଡ଼ାଇବା…

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା ଧରି ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ଲାଗି କୌଣସି ବ୍ୟବସ୍ଥା କରା ନ ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?