ଆମ ଜିଲା ଖବର

ଛତୁଆ ବିଲ୍‌ ପାସ୍‌ କରିବା ନେଇ ମହିଳାଙ୍କୁ ଅସଦାଚରଣ : ଯୋଡା ବିଡିଓଙ୍କ ନାମରେ ଏତଲ।

ଯୋଡା, ୨୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବିଡିଓ ଛତୁଆ ବିଲ୍‌ ପାସ୍‌ କରିବା ଆଳରେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଶୁକ୍ରବାର ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ବ୍ଲକରେ ବିଭିନ୍ନ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛତୁଆ ଯୋଗାଣ କରୁଥିବା ଗାୟତ୍ରୀ…

୫ ଜଣଙ୍କୁ ନେଇ ହେବ ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା  

ମନମୁଣ୍ଡା,୨୯।୫ (ଡି.ଏନ.ଏ.)- ଚଳିତବର୍ଷ କରୋନା କଟକଣା ଯୋଗୁ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡାଠାରେ ଥିବା ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା ରୀତିନୀତି ପୂଜକଙ୍କ ସମେତ ୫ ଜଣଙ୍କୁ ନେଇ କରାଯିବ ା ମନମୁଣ୍ଡା ରଥ କମିଟି ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି…

ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଲାଗି ୩୬.୧୩ କୋଟି

ଢେଙ୍କାନାଳ ଅଫିସ, ୨୯।୫-କୋଭିଡ୍‌-୧୯ ମୁକାବିଲା ଏବଂ ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଢେଙ୍କାନାଳ ଜିଲାକୁ ୩୬.୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟ…

୨ ବିଦେଶୀ ମଦ ଦୋକାନ ସିଲ୍‌  

ଢେଙ୍କାନାଳ ଅଫିସ, ୨୯।୫-ଲକ୍‌ଡାଉନ ନିୟମ ଭାଙ୍ଗି ଖୋଲାଖୋଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଢେଙ୍କାନାଳ ସହରରେ୨ ବିଦେଶୀ ମଦ ଦୋକାନକୁ ପୋଲିସ ସିଲ୍‌ କରିଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ବସ୍‌ଷ୍ଟାଣ୍ଡ ଏବଂ ମହାବୀର ବଜାରସ୍ଥିତ ସମ୍ପୃକ୍ତ ଦୁଇ ବିଦେଶୀ…

ଖାଦ୍ୟାଭାବରୁ ଯାଯାବର ବୃଦ୍ଧ ମୃତ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଷ୍ଟାଡିୟମ ପରିସରରେ ରହୁଥିବା ଜଣେ ଯାଯାବର ବୃଦ୍ଧ କାର୍ତ୍ତିକା ସେକରା(୭୫)ଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଖାଦ୍ୟାଭାବ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ତ୍ରୀ ରାନୀ ସେକରା ଅଭିଯୋଗ କରିଛନ୍ତି। କିନ୍ତୁ ଅନୁଗୋଳ ପୋଲିସ ପକ୍ଷରୁ ଏହା…

ପାଉଁଶ ଉଡ଼ିବାକୁ ନେଇ ଉତ୍ତେଜନା: ନାଲ୍‌କୋ ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ବଅଁରପାଳ, ୨୯ା୫(ଡି.ଏନ.ଏ.)- ନାଲ୍‌କୋ ଆଶପଣ୍ଡରୁ ଗୁରୁବାର ପାଉଁଶଗୁଣ୍ଡ ଉଡିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଇଦେଇଛି। ପ୍ରତିବାଦରେ କୁକୁଡାଙ୍ଗ ଓ କୁରୁଡୁଲ ଗ୍ରାମବାସୀ ଆଶପଣ୍ଡ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏହି ସମୟରେ ଆନ୍ଦୋଳନକାରୀ…

ଆନୁଷଙ୍ଗିକ ବ୍ୟବସ୍ଥା ସହ ସଜାଗ ରୁହ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମୌସୁମୀ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଠିକ୍‌ ମୁକାବିଲା ପାଇଁ ବିଭିନ୍ନ ବିଭାଗ…

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ଏହାକୁ ଅନୁଗୋଳ ଜିଲାବାସୀ ପାଳନ କରିବାକୁ ଜିଲାପାଳ ମନୋଜ କୁମାର ମହାନ୍ତି ଶୁକ୍ରବାର…

କାଳବୈଶାଖୀ: ଘର ଉପରେ ପଡିଲା ଗଛ, ଦମ୍ପତି ଆହତ

ବାଲିଗୁଡା,୨୯ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ପ୍ରଭାବରେ ଜୋରରେ ବର୍ଷା ପବନ ହୋଇଥିଲା। ସାରଙ୍ଗଗଡ଼ ଥାନା ବନେଗଁାର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଘର ଉପରେ ଏକ ବଡଗଛ ଉପୁଡି ପଡି ଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।…

ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ କରିବେ ଅଙ୍ଗନୱାଡ଼ି କର୍ମୀ

ବୁଗୁଡ଼ା,୨୯ା୫(ଡି.ଏନ.ଏ.)- ଅଙ୍ଗନୱାଡ଼ି କର୍ମୀଙ୍କର ଦାବି ମେ ୩୧ ସୁଦ୍ଧା ପୂରଣ ନ ହେଲେ ଜୁନ ୧ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଶୁକ୍ରବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟରେ ଅଧିକାରୀ ରଞ୍ଜିତା ତ୍ରିପାଠୀଙ୍କୁ ଲିଖିତ ଆକାରରେ ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍‌…

CORONAVIRUS UPDATE: ନୂଆପଡ଼ାରେ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡା ଅଫିସ,୨୯ା୫- ଶୁକ୍ରବାର ନୂଆପଡା ଜିଲାରେ ଆଉ ୧୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି ା ଚିହ୍ନଟ ୧୨ ନୂଆ ରୋଗୀଙ୍କ ମଧ୍ୟରୁ ନୂଆପଡ଼ା ଏନଏସି ଅଞ୍ଚଳରେ ଥିବା ବସଷ୍ଟାଣ୍ଡ…

ବଲାଙ୍ଗୀର ଜିଲା: ଜୁନ୍‌ ୧ରୁ ଚାଲିବ ଘରୋଇ ବସ୍‌

ବଲାଙ୍ଗୀର ଅଫିସ, ୨୯।୫-ବଲାଙ୍ଗୀର ଜିଲାରେ ଜୁନ ୧ତାରିଖରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ କରିବ। ଜିଲା ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧ତାରିଖ ପୂର୍ବରୁ ସମସ୍ତ ବସ୍‌କୁ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?