ଆମ ଜିଲା ଖବର

ଥାନାକୁ ମନା, ଡିସିପି ଅଫିସ୍‌ରେ ଭିଡ଼

କଟକ ଅଫିସ,୨୫ା୭: କରୋନା ସଂକ୍ରମଣ ରୋକିବା ପାଇଁ ବାହାରେ ବୁଲୁଥିବା ଲୋକଙ୍କୁ ପୋଲିସ ଟିକିନିଖି ଜେରା କରୁଛି। ଅମାନିଆଙ୍କୁ ଲାଠି ଉଠାଇବାକୁ ହେଳା କରୁନି। କଟକରେ ଦିନକୁ ଦିନ କରୋନା ସ୍ଥିତି ଉଦ୍‌ବେଗଜନକ ହେଲାଣି। ଅଥଚ ଏ ପରିସ୍ଥିତିରେ ଡିସିପିଙ୍କ କାର୍ଯ୍ୟାଳୟରେ…

ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍‌ କରାଯିବା ସହ…

ଡିଲରଙ୍କ ଲାଇସେନ୍ସ ଅବଧି ବଢ଼ିଲା

କଟକ ଅଫିସ,୨୫ା୭: ଲାଇସେନ୍ସ ନବୀକରଣ ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨ ହଜାର ୫୯୦ ଜଣ ଡିଲରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାନି ଉଚ୍ଛେଦ ହୋଇଥିବା ଏହି ଡିଲରଙ୍କ ଲାଇସେନ୍ସକୁ ନବୀକରଣ କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ…

ବିଦ୍ୟୁତ୍‌ଚାଳିତ ଟ୍ରେନ୍‌ର ଟ୍ରାଏଲ ରନ୍‌

କେନ୍ଦ୍ରାପଡ଼ା ଅଫିସ/ ଚଣ୍ଡିଖୋଲ,୨୫ା୭(ଡି.ଏନ.ଏ.): ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ଶୁକ୍ରବାର ପ୍ରଥମଥର ପାଇଁ ବିଦ୍ୟୁତ୍‌ ଚାଳିତ ଟ୍ରେନର ଟ୍ରାଏଲ ରନ ହୋଇଛି। ଏଥିରେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ହରିଦାସପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ଯାଇଥିଲେ। ୨୦୧୯…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଗୋପ,୨୫ା୭(ଡି.ଏନ୍‌.ଏ.): ଚିକିତ୍ସା ଅବହେଳାରୁ ଗୋପ ବ୍ଲକ ଅନ୍ତର୍ଗତ ମୁଗୁରିଆ ଗ୍ରାମର ତ୍ରିଲୋଚନ କାଣ୍ଡିଙ୍କ ଦେଢ଼ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋପ ପୋଲିସ ଏକ ମାମଲା (ନଂ.୧୯୫/୨୦)ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପଟେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା ଗୋପ ବ୍ଲକର ଜଣେ କୁନି ଛାତ୍ର ଏକ ଅଟୋମେଟିକ ସାନିଟାଇଜ୍‌ ମେଶିନ ନିର୍ମାଣ କରି…

‘ସାଇଲେଣ୍ଟ କୋଭିଡ୍‌ ଓ୍ବାରିଅର’ ହର୍ଷିଲ

କଟକ ଅଫିସ,୨୫ା୭: ଲକ୍‌ଡାଉନ ବେଳର ଚିତ୍ର ଆଙ୍କି ବିଶ୍ୱସ୍ତରରେ କୃତିତ୍ୱ ହାସଲ କରିଛନ୍ତି କଟକର ୯ ବର୍ଷୀୟ ହର୍ଷିଲ ଅଗ୍ରୱାଲ। ଲଣ୍ଡନର ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡ ହର୍ଷିଲଙ୍କୁ ‘ସାଇଲେଣ୍ଟ କୋଭିଡ୍‌ ୱାରିୟର’ ଭାବେ ସମ୍ମାନିତ କରିଛି। ଏହାଛଡ଼ା ଏକ୍ସକ୍ଲୁସିଭ ଓ୍ବାଲର୍‌ଡ…

ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର ଭୂମି ଓ ଜଳ ଅଯୋଧ୍ୟାକୁ ଯିବ। ଏହି କ୍ରମରେ ସମ୍ବଲପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ…

ଆଗେଇପାରୁନି ଆବାସ ଯୋଜନା

ଅନୁଗୋଳ ଅଫିସ, ୨୫।୭ – ଅନୁଗୋଳ ପୌରାଞ୍ଚଳରେ ଆଗେଇ ପାରୁନି ଆବାସ ଯୋଜନା। ପୂର୍ବ ବର୍ଷ ଗୁଡ଼ିକରେ ବଣ୍ଟନ ହୋଇଥିତ୍ବା ଗୃହ ମଧ୍ୟରୁ ଅଳ୍ପ କେତୋଟିକୁ ବାଦ୍‌ଦେଲେ ପ୍ରାୟତଃ ଘର ନିର୍ମାଣ ଶେଷ ହୋଇଛି। କିନ୍ତୁ ୨୦୧୯-୨୦ ବର୍ଷରେ ୧୯୫ କାର୍ଯ୍ୟାଦେଶ…

କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର

ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ ପ୍ରବାସୀ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରି ଘରକୁ ଫେରିଲେଣି। ପୂର୍ବରୁ ଜିଲାର ୮ ବ୍ଲକ…

ଲୁଚକାଳି ଖେଳୁଛି ମୌସୁମୀ

କେନ୍ଦୁଝର,୨୫ା୭ (ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମରେ ଦୀର୍ଘବର୍ଷରୁ କଙ୍କ୍ରିଟ କେନାଲ ନାହିଁ। ଫଳରେ ଶତାଧିକ ଧାନଚାଷୀଙ୍କ ଜମିରେ ପାଣିର ଉତ୍କଟ ସମସ୍ୟା ଲାଗି ରହିଛି। ଚଳିତବର୍ଷ ମୌସୁମୀ ବର୍ଷାର ନା ଗନ୍ଧ ନାହିଁ। ପ୍ରଚଣ୍ଡ ଖରାରେ…

ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନୱାଡ଼ି, ଆଶା କର୍ମୀ

ଭଦ୍ରକ ଅଫିସ, ୨୫ା୭- ଭଦ୍ରକ ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ ଛୁଇଁଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ସଂକ୍ରମଣ ନିୟନ୍ତ୍ରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?