ଆମ ଜିଲା ଖବର

ହାତରେ ଜୋତା, କାନ୍ଧରେ ସାଇକେଲ

ଭଣ୍ଡାରିପୋଖରୀ, ୨୨ା୬(ଡି.ଏନ.ଏ.)-ଏମିତି ରାସ୍ତା ରହିଛି ଯେଉଁଠି ପାଦରେ ଚପଲ ପିନ୍ଧି ଯିବା ଅସମ୍ଭବ। ଲୋକେ ହାତରେ ଜୋତା ଧରି କାନ୍ଧରେ ସାଇକେଲ ପକାଇ ଘରୁ ବାହାରିଥାନ୍ତି। ୩ଶହ ମିଟର ପର୍ଯ୍ୟନ୍ତ ଏମିତି ଅବସ୍ଥାରେ ଆସିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥାନ୍ତି। ଏଭଳି…

ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍‌

କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ କାମାକ୍ଷାନଗର ଜିନେଇଲୋ ଗ୍ରାମର ସଞ୍ଜୟ ସ୍ବାଇଁ ଓରଫ୍‌ ସିଲୁ, ଅନୁଗୋଳ ଜିଲା…

ବୃତ୍ତି ବଦଳାଇଛି କରୋନା: ଟମାଟୋ ବିକି ପେଟ ପୋଷୁଛନ୍ତି ବାଦ୍ୟ କଳାକାର

ଲାଠୋର, ୨୨ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ବାଦ୍ୟ କଳାକାର ବିନୋଦ ସୁନା। କରୋନା ତାଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍‌ଡାଉନ କଟକଣା ଯୋଗୁ କଳାକାର ବୃତ୍ତିରେ ବାଧା ଉପୁଜିଥିବା…

ଗୋ ମାଂସ ବୋଝେଇ କଣ୍ଟେନର ଜବତ: ୨ ଗିରଫ

ଗୋପାଳପୁର/ପାତ୍ରପୁର,୨୧ା୬(ଡି.ଏନ୍‌.ଏ.)- ଗୋ ମାଂସ ବୋଝେଇ ଏକ କଣ୍ଟେନରକୁ ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନେ ରବିବାର ସକାଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁରୁଷୋଥମ୍‌ପୁରମ୍‌ ନିକଟରେ ଅଟକାଇ ଥିଲେ। ପରେ ଏହାକୁ ଇଚ୍ଛାପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଚାଳକ ଓ ସହ ଚାଳକଙ୍କୁ…

ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଫାର୍ମାସିଷ୍ଟ ଗିରଫ

ଜି.ଉଦୟଗିରି,୨୧ା୬(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କେ.ନୂଆଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଫାର୍ମାସିଷ୍ଟ ଦୁର୍ବ୍ୟବହାର କରିଥିବା ସାରଙ୍ଗଗଡ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ ପ୍ରଭାତ ଚନ୍ଦ୍ର…

ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ: ଯୁବକଙ୍କୁ ହତ୍ୟା ପରେ ଗଛରେ ଝୁଲାଇ ଦେଲେ ମୃତଦେହ

ଖୁଣ୍ଟୁଣୀ,୨୧ା୬(ଡି.ଏନ୍‌.ଏ.)-ଗୁରୁଡ଼ିଝାଟିଆ ଥାନା ଜେମାଦେଇପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ରବିବାର ଅଭିଯୋଗ ହୋଇଛି। ମୃତକ ହେଲେ ଗଙ୍ଗାଧର ପରିଡ଼ା(୧୯)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନା…

ବିଷାକ୍ତ ଖାଦ୍ୟଖାଇ ଦମ୍ପତିଙ୍କ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷ ଦେଇଥିଲେ ସାନ ଭାଇଙ୍କ ସ୍ତ୍ରୀ

ଖଣ୍ଡପଡ଼ା,୨୧ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ବୋଦସା ପଞ୍ଚାୟତ ଗୋଲା ସାହିରେ ଗତ ୧୫ ତାରିଖରେ ବିଷାକ୍ତ ଖାଦ୍ୟ ଖାଇ ଦମ୍ପତି ଭାଗୀରଥି ସ୍ବାଇଁ(୬୦) ଓ ତାଙ୍କ ସ୍ତ୍ରୀ କୌଶଲ୍ୟା(୫୪)ଙ୍କ ହୋଇଥିବା ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ଜାଗା ବିବାଦକୁ ନେଇ…

ଟଙ୍କା ପାଇଁ ୩୦ କି.ମି ଘୁଷୁରି ଘୁଷୁରି ଗଲେ ଭିନ୍ନକ୍ଷମ

କେନ୍ଦୁଝର,୨୧ା୬(ସ୍ବ.ପ୍ର.)-ଆଜିର ଡିଜିଟାଲ ଯୁଗରେ ଏବେ ମଧ୍ୟ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଟଙ୍କା ଉଠାଣ ଓ ଜମା କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଭିନ୍ନକ୍ଷମ…

ଭକ୍ତଶୂନ୍ୟ ରଥଯାତ୍ରା ପାଇଁ କୋର୍ଟଙ୍କ ଆଗରେ ଯୁକ୍ତି ରଖନ୍ତୁ ସରକାର: ପୁରୀ ବିଧାୟକ

ପୁରୀ ଅଫିସ୍‌,୨୧।୬: ଭକ୍ତଶୂନ୍ୟ ରଥଯାତ୍ରା କିପରି ହୋଇପାରିବ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଦ୍ୱାରା କୋଟି…

ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍‌ ଟେଷ୍ଟ

ଛତ୍ରପୁର,୨୧ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି ଏହି ପରିପ୍ରେକ୍ଷୀରେ ରବିବାରଠାରୁ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଗଞ୍ଜାମ ଜିଲାର ଖବରଦାତାମାନଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ…

ଗଞ୍ଜାମର ହିଞ୍ଜିଳି, ୫ ପଞ୍ଚାୟତକୁ ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ଜିଲାପାଳ, ଡିଆର୍‌ଡିଏ ପିଡି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ହିଞ୍ଜିଳି ବ୍ଲକ ଓ ୫ ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର -୨୦୨୦ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆର୍‌ଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଟୁଇଟ କରି…

ଜଗତସିଂହପୁରରେ ଗୋଟିଏ ଦିନରେ ୨୯ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୮କୁ ବୃଦ୍ଧି

ଜଗତସିଂହପୁର ଅଫିସ,୨୧ା୬: ଜଗତ୍‌ସିଂହପୁର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ରବିବାର ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୭ ଜଣ ରହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?