ଆମ ଜିଲା ଖବର

ମହାପ୍ରଭୁଙ୍କୁ ଲାଗି ହେଲା ସାତପୁରୀ ପିଠା

ପୁରୀ ଅଫିସ,୨୦ା୮: ସପ୍ତପୁରୀ ଅମାବାସ୍ୟାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି ହୋଇଛି। ଅମାବାସ୍ୟା ହେତୁ ନାରାୟଣ ସାଗର ବିଜେ କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାରେ ବସ୍ତ୍ର ହରଣ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଅବକାଶ ନୀତି…

୨୨ରେ ଭାରତ ପ୍ରତିଭା ସମ୍ମାନ ଉତ୍ସବ

କଟକ ଅଫିସ,୨୦ା୮: ଜୟ ଭାରତ ଫାଉଣ୍ଡେଶନ ପକ୍ଷରୁ ସବୁବର୍ଷ ଭଳି ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଅଗଷ୍ଟ ୨୨ରେ ବାରଙ୍ଗସ୍ଥିତ ରାମଦାସପୁର କାରଖାନା…

ଜେଲରେ ସକିଲ, ଫୋନ୍‌ରେ ମାଗୁଛନ୍ତି ଦାଦାବଟି

କଟକ ଅଫିସ,୨୦ା୮: ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଅହମ୍ମଦ ଓରଫ ମହମ୍ମଦ ସକିଲ ଏବେ କେନ୍ଦୁଝର ଜେଲରେ ରହିଛନ୍ତି। କିଛି ଦିନ ତଳେ ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ସକିଲଙ୍କ ଉପରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲଗାଯାଇଥିଲା। କୌଣସି ଅପରାଧିକ କାର୍ଯ୍ୟକଳାପ ଯୋଜନା…

ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ମିଳିବ। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ,…

ପୂଜା ଅର୍ଥ ଲାଗିବ ପରୋପକାରରେ

ଅନୁଗୋଳ ଅଫିସ୍‌, ୨୦।୮: ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପୂଜାଋତୁ ଚଳିତବର୍ଷ ଫିକା ପଡ଼ିବ। କରୋନା କଟକଣା ପାଇଁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଗୋଳରେ ପୂର୍ବପରି ଧୁମ୍‌ଧାମରେ ହେବ ନାହିଁ। ପ୍ରଶାସନ ଏ ନେଇ…

ବଗଲା ଧର୍ମଶାଳା ଜମି ବିକ୍ରି ସରକାରଙ୍କ ନିଷ୍ପତ୍ତି

ପୁରୀ ଅଫିସ,୨୦ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତ ହୋଇଥିବା ଲଜ୍‌ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ ଲଜ୍‌ ମାଲିକଙ୍କୁ ଜିଲା ପ୍ରଶାସନ ୩୪୦ ଡେସିମିଲ ଜମି ବିକ୍ରି କରିଛି। ତେବେ ଏହାକୁ ପ୍ଲଟିଂ କରି…

ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ

ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଭୁଲ୍‌ ଚିକିତ୍ସାରୁ ତାଙ୍କୁ ଏହି ପରିଣାମ ଭୋଗିବାକୁ ପଡିଛି। ଏ ନେଇ…

ବଢୁଛି ଆପରାଧିକ କାର୍ଯ୍ୟକଳାପ

ପୁରୀ ଅଫିସ,୨୦ା୮: ପୁରୀରେ କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଆଧ୍ୟାତ୍ମିକ ସହର ପୁରୀରେ ଅପରାଧ କିମ୍ବା ଅପରାଧୀଙ୍କ କୌଣସି ସ୍ଥାନ ନାହିଁ। ଅପରାଧୀ ଯିଏ ବି ହୁଅନ୍ତୁ ନା କାହିଁକି କାହାକୁ ଛଡ଼ାଯିବ ନାହିଁ। ଆଇନ ଅନୁଯାୟୀ ସେମାନଙ୍କ…

ବନ୍ୟା ବଢ଼ାଇଲା ଦୁର୍ଦ୍ଦଶା

ଭୁବନ, ୨୦।୮(ଡି.ଏନ.ଏ.): କରୋନା ସଙ୍କଟ ଭିତରେ ଚାଷୀକୂଳକୁ ଦାଉ ସାଜିଛି ବନ୍ୟା। ଆର୍ଥିକ ଅନଟନ ଭିତରେ ବଳଜୁଟାଇ କରିଥିବା ଚାଷକୁ ଧୋଇନେଇଛି ବଢ଼ି। ଜଳମଗ୍ନ ହୋଇପଡ଼ିଛି ଫସଲ। ବାଲିଚର ହୋଇଯାଇଛି ଜମି। କ୍ଷୟକ୍ଷତି ସୀମା ଟପିଥିବାବେଳେ ବନ୍ୟାପାଣିରେ ବୁଡ଼ି ରହିଥିବା ଫସଲକୁ…

ପଡ଼ୋଶୀ ଜିଲା ଅଧୀନରେ ଯାଜପୁରର ୧୨ ରାସ୍ତା

ଯାଜପୁର ଅଫିସ୍‌, ୨୦ା୮: ଯାଜପୁର ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ରାଜନୈତିକ ମାନଚିତ୍ରରେ ଏହା ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି। କିନ୍ତୁ ଆଜି ବି ଜିଲାର ୧୨ଟି ପ୍ରମୁଖ (ଶତାଧିକ କି.ମି. ବିଶିଷ୍ଟ) ରାସ୍ତା ପଡ଼ୋଶୀ କେନ୍ଦୁଝର…

ବିଧାୟକଙ୍କ ଚାଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ନବରଙ୍ଗପୁର ଜିଲା ଡାବୁଗଁ। ବିଧାୟକ ମନୋହର ରନ୍ଧାରୀ ପ୍ରତ୍ୟେକ ବର୍ଷ ଦୁଇ ମାସ ପାଇଁ ନିଜ ଜମିରେ ଚାଷ କରନ୍ତି। ସବୁଥର ଭଳି ଏଥର ମଧ୍ୟ ସେ ନିଜ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି। ସେ ଏହି କାମ…

ଦୁଇ ଗାଁ ଜଳବନ୍ଦୀ

ବାଲିଆପାଳ, ୨୦।୮(ସ୍ବ.ପ୍ର)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ହୋଇ ଲୋକମାନେ ଜୀବନଯାପନ କରୁଛନ୍ତି। ଘରୁ ପଦାକୁ ବାହାରିଲେ ଆଣ୍ଠୁଏ ଜଳରେ ଯିବାକୁ ପଡୁଛି ତ’ କେଉଁଠି ପ୍ରଧାନମନ୍ତ୍ରୀ ସଡ଼କ ଉପରେ ଆଣ୍ଠୁଏରୁ ଅଧିକ ଜଳରେ ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?