ମନରେଗା କାର୍ଯ୍ୟରେ ଅଗ୍ରଗତି ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି। ତେବେ ଜିଲାପାଳ ବ୍ଲକକୁ ଆସିବା ସମୟରେ ନିକଟରେ ଥିବା ତାରାତାରିଣୀ କଲେଜର ବହୁ ଛାତ୍ରୀଛାତ୍ର ଏକତ୍ରିତ ହୋଇ ଛିଡା ହୋଇଥିଲେ। ଏହାସହ ସେମାନଙ୍କ ମଧ୍ୟରୁ କେହି ମାକ୍ସ ପିନ୍ଧି ନଥିଲେ। ଏହା ଦେଖି ନିଜେ ଜିଲାପାଳ ଗାଡ଼ିରୁ ଓହ୍ଲାଇ ଛାତ୍ରୀଛାତ୍ରଙ୍କୁ ବୁଝାଇବା ସହ ଅଧ୍ୟକ୍ଷଙ୍କୁ ଏ ନେଇ ଜଣାଇଥିଲେ। କୋଭିଡ୍‌ କଟକଣା ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗ୍ରାମାଞ୍ଚଳରେ ହେଉଥିବା ମନରେଗା ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ କହିଥିଲେ। ମାତ୍ର କିଛି ପଞ୍ଚାୟତରେ କାର୍ଯ୍ୟରେ ଅଗ୍ରସର ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟର ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖିଲାପ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ବହିସ୍କାର ସହ ନିଲମ୍ବନ କରାଯିବାକୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନାରସରୁ ଫେରିଲେ ୪୩ ତୀର୍ଥଯାତ୍ରୀ: ରହିଲେ କ୍ବାରାଣ୍ଟାଇନରେ

ସରଣ୍ଡା,୧୭।୪(ଡି.ଏନ.ଏ): ଲକ୍‌ଡାଉନ୍‌ କଟକଣା ଯୋଗୁ ବରଗଡ଼, ସମ୍ବଲପୁର ଓ ଢେଙ୍କାନାଳ ଅଞ୍ଚଳର ୪୩ ତୀର୍ଥଯାତ୍ରୀ ବନାରସରେ ଫସି ରହିଥିଲେ। ତେବେ ଗୁରୁବାର ରାତିରେ ସେମାନେ ଏକ...

ସମ୍ପର୍କ ସୃଷ୍ଟି କରୁଛି ଖବରକାଗଜ

ଖୋର୍ଦ୍ଧା ଅଫିସ,୧୬ା୩: ଖୋର୍ଦ୍ଧା ଗୁରୁଜଙ୍ଗର ଗଣେଶ ପାଟଶାଣୀ। ବୟସ ୬୫ ଟପିଲାଣି। ତେବେ ଏ ବୟସରେ ବି ସେ ବେଶ ଚଳଚଞ୍ଚଳ। ଦୀର୍ଘ ୨୮ବର୍ଷ ଧରି...

ପର୍ଯ୍ୟଟନସ୍ଥଳୀର ବିକାଶ ଦାବି: ଦୁଇ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବାରିପଦା ଅଫିସ,୧୧ା୧- ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ଉନ୍ନତି ଓ ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି...

ବିଜ୍ଞାନ ପରୀକ୍ଷାରେ ୧୭,୬୬୧ ଛାତ୍ରୀଛାତ୍ର ଅନୁପସ୍ଥିତ

କଟକ ଅଫିସ,୧୭ା୩:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ଗୁରୁବାର ଛାତ୍ରୀଛାତ୍ର ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ତେବେ ଏହି...

ପ୍ରଧାନମନ୍ତ୍ରୀ ଫସଲବୀମା ଦାବିରେ ଚାଷୀଙ୍କ ରାଜପଥ ଅବରୋଧ

ଲୋଇସିଂହା,୬।୯: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତର ଚାଷୀ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଏହାର ପ୍ରତିବାଦରେ...

ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌...

ବୁଲ୍‌ବୁଲ୍‌ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ରାଜନଗର,୧୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ବୁଲ୍‌ବୁଲ୍‌ ବାତ୍ୟାର ସମୀକ୍ଷା କରିଛନ୍ତି। ଜିଲାର ସବୁଠୁ କ୍ଷୟକ୍ଷତି ଅଞ୍ଚଳ ଭାବରେ...

Advertisement
Archives

Model This Week