ଆମ ଜିଲା ଖବର

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଯୋଗୁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ବଉଳଘାଇ ଗ୍ରାମର ସିନ୍ଧୁ ସ୍ବାଇଁଙ୍କ ଘରକାନ୍ଥ ମଙ୍ଗଳବାର ସକାଳେ ଭୁଶୁଡି…

ବାହୁଦା ନଦୀରେ ବନ୍ୟାଜଳ: ବିପଦ ଘେରରେ ୮ ଗାଁ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବାହୁଦା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏ ନେଇ ଦିଗପହଣ୍ଡି ବ୍ଲକ ଅଧୀନ ଚୌଧୁରୀ ଟିକରପଡ଼ା, ବଜ୍ରଗୁମ୍ମା, ଢେପାପେଣ୍ଠ, ସମାସୀଙ୍ଗି ଶାସନ, ଧାନ୍ୟରାଶି, ପତ୍ରଚୁଡି ସମେତ ଚିକିଟି ବ୍ଳକର ନୂଆପଡ଼ା, ପୁହୁଣ୍ଡି ପ୍ରଭୃତି ଗ୍ରାମ ବିପଦ ଘେରରେ…

ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି। ଗତ ୨୪…

ତୁହାକୁ ତୁହା ବର୍ଷାରେ ବେହାଲ ଗଞ୍ଜାମ ସହର

ଗଞ୍ଜାମ,୧୩।୧୦(ଡି.ଏନ୍‌.ଏ.): ଦୁଇଦିନ ହେଲା ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇପଡିଛି। ଏହା ଦ୍ୱାରା ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବିଶେଷ କରି ଏହି ବର୍ଷା…

କୋଇଲା ମାଫିଆଙ୍କ ସମ୍ପର୍କରେ ପୋଲିସକୁ ଦେଉଥିଲେ ତଥ୍ୟ: କାର ଜାଳିଦେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୩।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ପରିବିନ୍ଧା ମାରାପୁର ଗାଁରେ ଏକ କାର୍‌କୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। କାର୍‌ ମାଲିକ ପ୍ରତାପ ବେହେରା ପୋଲିସକୁ କୋଇଲା ମାଫିଆଙ୍କ ସମ୍ପର୍କରେ ସୂଚନା ଦେଉଥିବା ସନ୍ଦେହକରି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି। ସୂଚନାଯୋଗ୍ୟ,…

୧୭ରୁ ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ, ୧୩।୧୦ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ରଥଯାତ୍ରା ସପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୋମବାର ଜିଲା ପ୍ରଶାସନ ଓ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ…

ଜବାବ ଦାଖଲ ପାଇଁ ଅନୁଭବଙ୍କୁ ନୋଟିସ

କଟକ ଅଫିସ,୧୩।୧୦: ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ମାମଲା ଚାଲିଛି। ଭରଣପୋଷଣ ଦାବିରେ ବର୍ଷାଙ୍କ ପକ୍ଷରୁ ଉକ୍ତ ମାମଲା…

ସାଢେ ୪ ଫୁଟ ଉଚ୍ଚ ସିଂହ ମୂର୍ତ୍ତି ଗଢୁଛନ୍ତି ଅଶୋକ

ପୁରୀ ଅଫିସ, ୧୩।୧୦: ଶାରଦୀୟ ଦୁର୍ଗାପୂଜାରେ କାକଟପୁରର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ମଙ୍ଗଳାଙ୍କ ସିଂହବାହିନୀ ବେଶ ପାଇଁ ପୁରୀରେ ଚାଲିଛି ସିଂହ ମୂର୍ତ୍ତି ନିର୍ମାଣ। ପଥୁରିଆ ସାହିର ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ କୁମାର ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି।…

‘କାର୍ତ୍ତିକ ଶେଷ ଯାଏ ଦର୍ଶନ ବନ୍ଦ ରହୁ’

ପୁରୀ ଅଫିସ,୧୩।୧୦: କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ମାତ୍ର ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳୀ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ପ୍ରଶାସକ ଡ.…

୭ ମହିଳାଙ୍କ ସମେତ ୧୯ ଗିରଫ

ବ୍ରହ୍ମଗିରି,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଡିହ ଭୋଇସାହିରେ ରବିବାର ପାଣି ପାଇପ ସଂଯୋଗକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଦୁଇଟି ମାମଲା(ନଂ.୧୬୭, ୧୬୮/୨୦)…

ଆଶୀର୍ବାଦ ପାଇଁ ସିଂହଦ୍ୱାରରେ ଆରାଧନା

ପୁରୀ ଅଫିସ, ୧୩।୧୦: ସେ ଭାବର ଠାକୁର, ଭକ୍ତର ଭଗବାନ। ଭକ୍ତି ଭାବରେ ସେ ବନ୍ଧା। ତାଙ୍କୁ ଯିଏ ଯେମିତି ଡାକନ୍ତି ତା’ ଡାକ ସେ ସେମିତି ଶୁଣନ୍ତି। ଏମିତି ଆସ୍ଥା ଓ ବିଶ୍ୱାସ ରଖି କାହିଁ କେତେ ଦୂରରୁ ଭକ୍ତ…

ଆନ୍ତରିକତାହୀନ ମିଶନ

ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ ବାହାର ରାଜ୍ୟରୁ ଭରଣା ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ଚଢ଼ା ଦର ଦେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?