ବରଗଡ଼ରୁ ୯୦ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭୬୯୮ରେ ପହଞ୍ଚିଲା
ବରଗଡ଼ ଅଫିସ,୧୪।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୁଧବାର ଜିଲାରେ ପୁଣି ୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୧୩, ଭେଡେନ ବ୍ଲକର ୮, ବରଗଡ଼ ପୌରାଞ୍ଚଳରେ ୧୬, ବରଗଡ଼…
ଋଷିକୂଲ୍ୟା ଜଳସ୍ତର ବଢୁଛି: ଗାଁରେ ପଶିଲା ପାଣି, ବିଡିଓ କଲେ ଅନୁଧ୍ୟାନ
ଗଞ୍ଜାମ,୧୪ା୧୦(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ଋଷିକୁଲ୍ୟା ଜଳସ୍ତର ବଢୁଛି। ଏହି ନଦୀ ଜଳ ଓ ବର୍ଷାପାଣି ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମରେ ବୁଧବାର ଦୁଇ ଫୁଟ ଉଚ୍ଚରେ ଲହଡ଼ି ମାରୁ ଥିବା…
ବର୍ଷାଜଳ ଘରେ ପଶିବା ଭଳି ପରିସ୍ଥିତି: ନିଆଗଲା ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ
ଗଞ୍ଜାମ,୧୪।୧୦(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବର୍ଷାଜଳ ଜମି ରହିଛି। ଏହ ଘରେ ପଶିବା ଭଳି ପରିସ୍ଥିତି ଉପୁଜିଥିଲା। ଏ ନେଇ ଏନ୍ଏସି ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କରିବାରୁ ବୁଧବାର…
ନିୟନ୍ତ୍ରିତ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ନବରଙ୍ଗପୁର,୧୪।୧୦(ବି.ପ୍ର.): ନିୟନ୍ତ୍ରିତ ବଜାର ବରିଷ୍ଠ କିରାଣି ଅଶୋକ ନନ୍ଦଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ନବରଙ୍ଗପୁର ଭିଜିଲାନ୍ସ ଚଢ଼ାଉ କରିଛି । ଏକ କାଳୀନ ୩ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରିରଖିଛି। ପୈତୃକ ଘର, ଭାଟିଶାଳଗୁଡାରେ ଥିବା ବାସଭବନ ଓ ନିୟନ୍ତ୍ରିତ…
ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇବା ଦାବିରେ ତେଜିଲା ଆନ୍ଦୋଳନ
ବରଗଡ଼ ଅଫିସ,୧୪ା୧୦: ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଆନ୍ଦୋଳନ ତେଜି ଉଠିଛି। ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ବୁଧବାର ଏହି ଦାବି ନେଇ ଏକ ଶୋଭାଯାତ୍ରା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ…
ଅପହରଣ ପରେ ନାବାଳିକାଙ୍କୁ ବଳାତ୍କାର
କଟକ ଅଫିସ,୧୪ା୧୦:ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ୨୨ଦିନ ଧରି ବଳାତ୍କାର କରାଯାଇଛି। ୨ଜଣ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ରାସ୍ତାରୁ ଅପହରଣ କରିନେଇ ଏକ ଚିକେନ ଫାର୍ମରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଚାଉଳିଆଗଞ୍ଜ ଥାନା ଅଧୀନ ଗତିରାଉତପାଟଣା ଅଞ୍ଚଳରେ ଏହି ଘଟଣା…
ଶ୍ରୀସେତୁ ପାଇଁ ଜନଶୁଣାଣି ଆରମ୍ଭ
ପୁରୀ ଅଫିସ,୧୪ା୧୦:ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ବୁଧବାର ଜନଶୁଣାଣି ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଯୋଗୁ ପ୍ରଭାବିତ ହେବାକୁ ଥିବା ୪ଟି ମୌଜା (ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହି)ର ଲୋକେ ଜନଶୁଣାଣିରେ ଉପସ୍ଥିତ ରହି…
ବଗଲା ବଞ୍ଚାଓ ପଦଯାତ୍ରା ଆରମ୍ଭ
ପୁରୀ ଅଫିସ,୧୪ା୧୦:ବଗଲା ଧର୍ମଶାଳା ଜମି ବିକ୍ରି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବ ଭାଜପା। ଏନେଇ ବୁଧବାର ସକାଳ ୯ଟାରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସିଂହଦ୍ୱାରଠାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଛି। ବିକ୍ରି ହୋଇଥିବା କବଲା ରଦ୍ଦ ଏବଂ…
ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ
ବ୍ରହ୍ମପୁର ଅଫିସ ,୧୪।୧୦ – ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରାଯାଇଛି। ଶିକ୍ଷକ ଭୁବନାନନ୍ଦ ସାହୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ…
ବଜ୍ରପାତ ନେଲା ୨ ଜୀବନ
ନୟାଗଡ ଅଫିସ,୧୪।୧୦:ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ବର୍ଷା ସହ ବଜ୍ରପାତ ହୋଇଛି। ବୁଧବାର ସକାଳେ ଏଠାର ଡିହଗାଁ ପଂଚାୟତରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଉଦୟ ନାଥ ପ୍ରଧାନ (୮୦…
ପୁରୀର ୩୨ ହଜାର ପରିବାର ସେବା ପାଇବେ
ପୁରୀ ଅଫିସ,୧୪ା୧୦:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସୁଜଳ ଯୋଜନା ବା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଓ ପୁରୀ ସହର ପାଇଁ ଏହି ଯୋଜନାର ଆରମ୍ଭ ହୋଇଛି। ପୁରୀ ସହରର ୩୨ ହଜାର…
ଭିନ୍ନକ୍ଷମ ପୁଅ ଚିନ୍ତାରେ ଘାରି ହେଉଛନ୍ତି ମା’ବାପା
କୋକସରା, ୧୪।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଅନ୍ତର୍ଗତ କାଉଡୋଲା ଗ୍ରାମର ଡମ୍ବରୁଧର କର ଓ ଡାଲିମ୍ବ କରଙ୍କ ପୁଅ ମୁକେଶ। ପାଞ୍ଚବର୍ଷ ତଳେ ପୁଅ ଜନ୍ମ ପରେ ଘରେ ଖୁସିର ଲହରି ଖେଳିଯାଇଥିଲା। ହେଲେ…

