ଆମ ଜିଲା ଖବର

ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଜନସାଧାରଣ ଓ ବ୍ୟବସାୟୀ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତି। କରୋନାକୁ ନଜରରେ…

ନାଗା ସାଧୁଙ୍କୁ ଛାଡ଼ିଲାନି ପୋଲିସ

ପୁରୀ ଅଫିସ,୨୬।୯: ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁମାନେ ଶୁକ୍ରବାର ଶ୍ରୀମନ୍ଦିର ନିକଟରେ ଧାରଣା ଦେଇଥିଲେ। ସେମାନେ ଲଙ୍ଗୁଳି ମଠକୁ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଛାଡ଼ିି ନ ଥିଲା। ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି…

ଆମ୍ବୁଲାନ୍ସ-ବାଇକ୍‌ ଧକ୍କା: ମା’,ବାପା, ଝିଅ ମୃତ

ଧର୍ମଶାଳା, ୨୬।୯ (ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଆମ୍ବୁଲାନ୍ସ-ବାଇକ୍‌ ମୁହାଁମୁହିଁ ହେବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ…

ବିସ୍ଥାପିତ ପାଇଥିବା ଜାଗାକୁ ନେଇ କେଁ

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନେ ନିଜ ଭିଟାମାଟି ଛାଡ଼ିଦେଲେ। ଏହାପରେ ଘର କରିବା ନିମନ୍ତେ କେତେଜଣ ବିସ୍ଥାପିତ ସରକାରଙ୍କ ପକ୍ଷରୁ ଜାଗା ପାଇଲେ। ତେବେ ସମ୍ପୃକ୍ତ ଜାଗାକୁ…

ଋଷିକୂଲ୍ୟା ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ, ୨୬।୯(ଡି.ଏନ୍‌.ଏ .): ଗଞ୍ଜାମ ଥାନା ଐତିହାସିକ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଉଦ୍ଧାର କରିବା ସହ…

ଫେସ୍‌ବୁକ୍‌ରେ ଭିଡିଓ ଭାଇରାଲ୍‌ କରି ୩ ଗିରଫ

ଭବାନୀପାଟଣା,୨୫।୯(ଡି.ଏନ୍‌.ଏ.): ଫେସ୍‌ବୁକ୍‌ରେ ମିଥ୍ୟା ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଭବାନୀପାଟଣା ସହର ବାହାଦୁରବଗିଚା ପଡାର ଅମିତ ଚୌଧୁରୀ, ସୁଶାନ୍ତ ପୁରୋହିତ ଓ ଗୌନ୍ତିଆପଡାର ମୋହନ ମେହେରା। ମିଥ୍ୟା ଭିଡିଓ ଭାଇରାଲ୍‌ ସମ୍ପୃକ୍ତି…

ଏଥର କୋଭିଡ୍‌ ମୁକାବିଲାରେ ସାମିଲ୍‌ ହେଲେ ଗଞ୍ଜାମ ସହରର ଦୋକାନୀ

ଗଞ୍ଜାମ,୨୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରୁ ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା ହଟିନି। ଦୈନିକ ସହରର କେଉଁ ୱାର୍ଡରୁ ନା କେଉଁ ୱାର୍ଡରୁ ଗୋଟିଏ କିମ୍ବା ଦୁଇଟି ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି । ଏଥିପାଇଁ ପ୍ରଶାସନ ସହରବାସୀଙ୍କ ପାଇଁ ସଚେତନତା ଜାରି ରଖିଛି…

କୃଷି ବିଲ୍‌କୁ ବିରୋଧ: ମାଲକାନଗିରିରେ ଆନ୍ଦୋଳନ ତୀବ୍ର

ମାଲକାନଗିରି,୨୫।୯(ଡି.ଏନ୍‌.ଏ.) :ମାଲକାନଗିରି ଜିଲା ସିପିଆଇଏମ୍‌ ଓ ସର୍ବ ଭାରତ କୃଷକ ସଂଘଙ୍କ ମିଳିତ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ଆଇନ ନୀତିକୁ ବିରୋଧ କରାଯାଇଛି। ଏ ନେଇ ଜିଲା ସଦର ମହକୁମାର ବାଲିମେଳା ଛକଠାରେ ମୁଖ୍ୟ ରାସ୍ତାକୁ ଅବରୋଧ…

ନାବାଳିକାଙ୍କୁ ଅସଦାଚରଣ କରି ଫସିଲେ ବିବାହିତ ବ୍ୟକ୍ତି

ପାଟଣା,୨୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ଗ୍ରାମର ୩୭ ବର୍ଷୀୟ ବିବାହିତ ବ୍ୟକ୍ତି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ସୁଜିତ ରାଉତ। ସୂଚନା…

ମୋଦି, ନବୀନଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୫ା୯: କୃଷି ବିଲ୍‌କୁ ବରଗଡ଼ ଜିଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ରାସ୍ତାକୁ ଓହ୍ଲାଇ ଥିବାବେଳେ ଚାଷୀ ମାରଣ ନୀତିରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ…

କୃଷି ବିଲ୍‌କୁ ପାଟଣାରେ ବିରୋଧ

ପାଟଣା,୨୫ା୯(ସ୍ବ.ପ୍ର.): ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍‌୍‌କୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ବ୍ଲକ ନବନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ…

କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୦୦ ପାର୍‌ କଲା

କୋରାପୁଟ,୨୫ା୯(ସ୍ବ.ପ୍ର.): କୋରାପୁଟ ଜିଲାରୁ ଶୁକ୍ରବାର ଆଉ ୭୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୁଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୦୧କୁ ବୃଦ୍ଧିପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?