ଆମ ଜିଲା ଖବର

କୋଭିଡ ହସ୍ପିଟାଲରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ

ଜୁନାଗଡ,୨୫।୫(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଭବାନୀପାଟଣା କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ୩୫ବର୍ଷୀୟ ପ୍ରବାସୀ ଓଡିଆ ଯୁବକଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ତାମିଲନାଡୁରୁ ଫେରିଥିଲେ। ଗତ ୨୧ ତାରିଖ ସେ ଜୁନାଗଡ ବ୍ଲକ ହାବସପୁର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଥିଲେ।…

ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ସେମବାର ଏ ସମ୍ପର୍କରେ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା ା ଏହା…

ପ୍ରବାସୀ ଶ୍ରମିକଙ୍କୁ ସରପଞ୍ଚଙ୍କ ଗାଲିଗୁଲଜ ଭିଡିଓ ଭାଇରାଲ

ଦେଓଗାଁ, ୨୫ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦୁପୁର ପଞ୍ଚାୟତର ସରପଞ୍ଚ ବାଳକ ପଧାନ ପ୍ରବାସୀ ଶ୍ରମିକଙ୍କୁ ଫୋନରେ ଗାଲିଗୁଲଜ କରିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସରପଞ୍ଚ ଅଡୁଆରେ ପଡିଛନ୍ତି ା ସୋମବାର ମୂଳନିବାସୀ ଏକତା ମିଶନ ସଭାପତି ପ୍ରଭାତ…

କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ,…

ଭୁଜାଲି ଦେଖାଇ ଏସ୍‌ବିଆଇ ଗ୍ରାହକ ସେବା ମାଲିକଙ୍କଠାରୁ ୩ ଲକ୍ଷ ଲୁଟ୍‌

କାମାକ୍ଷାନଗର,୨୫।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଟାଙ୍ଗରପଡା ନିକଟରୁ ସୋମବାର ବାଲିଗୋରଡ ଗ୍ରାମର ଏସ୍‌ବିଆଇ ଗ୍ରାହକ ସେବା ମାଲିକ ମନୋଜ କୁମାର ମହାନ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ୨ ଦୁର୍ବୃତ୍ତ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମନୋଜ କାମାକ୍ଷାନଗର…

ଝାରସୁଗୁଡା ବିମାନବନ୍ଦରରୁ ଉଡିଲା ବିମାନ

ଝାରସୁଗୁଡା ଅଫିସ,୨୫ା୫-ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ସୋମବାର ଏହି ବିମାନବନ୍ଦରରୁ ନୂଆଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନ ଚଳାଚଳ କରିଛି। ତେବେ କୋଲକତାକୁ ଯିବାକୁ ଥିବା ବିମାନ ବାତିଲ ହୋଇଥିବା ବିମାନବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି।…

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ଶତାଧିକ ମହିଳା

ପଦ୍ମପୁର,୨୫।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ୭୬ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଆର୍ଥିକ ଅନିୟମିତତା ଅଭିଯୋଗ କରି ବିରସ ମହିଳା ମିଶନଶକ୍ତି ଗୃହରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ସେଠାରେ…

ପୂଜକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ବାହାନଗା,୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଶିବ ମନ୍ଦିର ପୂଜକ ତଥା ବ୍ଲକ କଂଗ୍ରେସ ସଭାପତି କମୋଳ ଲୋଚନ ପଣ୍ଡାଙ୍କୁ ସୋମବାର ସେହି ଗ୍ରାମର ସୁକଦେବ ବାରିକ(୪୫) ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଗ୍ରାମବାସୀ କମୋଳଙ୍କୁ ଉଦ୍ଧାର କରି…

ଫନୀ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା

ସାକ୍ଷୀଗୋପାଳ, ୨୫।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’କୁ ବର୍ଷେ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଗରିବ ଲୋକମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବି ପୂରଣ ହେଉ ନାହିଁ। ଏଭଳି ସ୍ଥିତିରେ ପୂର୍ବରୁ ଚେତାବନୀ ଦେଇଥିବା ଫନୀ…

ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ: ଏନ୍‌ଏସି ଇଓଙ୍କୁ ଦାବିପତ୍ର

ଗଞ୍ଜାମ, ୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଜୟଶ୍ରୀ ଛକଠାରେ ଏନ୍‌ଏସି ପକ୍ଷରୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି l ଏହି କେନ୍ଦ୍ରର ଛାତ ପଡ଼ିସାରିଲାଣି l ମାତ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା…

ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଆକ୍ରମଣ ଘଟଣା,୪ ଜଣଙ୍କ ନାମରେ ମାମଲା

ଖଇରା,୨୫।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡ଼ା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସିମୁଳିଆ ଥାନା ପୋଲିସ ସୋମବାର ୪ ଜଣ…

ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri