ଆମ ଜିଲା ଖବର

ଭୂତକୋଠି ପାଲଟିଛି ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର

ପଟ୍ଟାମୁଣ୍ଡାଇ, ୨୧ା୮ (କଳ୍ପତରୁ ନାୟକ):ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ...

ନାଁକୁ କେବଳ ତଦନ୍ତ, ପଦକ୍ଷେପ ଶୂନ

ଜଗତ୍‌ସିଂହପୁର, ୨୧ା୮(ପ୍ରମୋଦ କୁମାର ନାୟକ):ମନୁଷ୍ୟମାନଙ୍କ ପାଇଁ ସରକାର ଅନେକ ମାଗଣା ଚିକିତ୍ସା ସୁବିଧା କରିଥିବାବେଳେ ପ୍ରାଣୀମାନେ ଉପେକ୍ଷିତ ହେଉଛନ୍ତି। ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷମାନେ ଜୀବିକା ସହ ଅନେକ ସୁବିଧା ସୁଯୋଗ ପାଉଛନ୍ତି। କିନ୍ତୁ ସେମାନଙ୍କୁ ଅଣଦେଖା କରାଯାଉଛି। ଏହାଦ୍ୱାରା ଅନେକ...

ଏରସମା-କାଣିପଦା ରାସ୍ତା ଶୋଚନୀୟ: ଅସୁବିଧାରେ ୩ ପଞ୍ଚାୟତ

ଏରସମା,୨୧ା୮(ଦୀପ୍ତି ରଞ୍ଜନ ଖଣ୍ଡୁଆଳ):ଏରସମା ବ୍ଲକ ମୁଖ୍ୟାଳୟ ପଞ୍ଚାୟତର ବାଳିକା ଉଚ୍ଚ ବିଦ୍ୟାଳୟଠାରୁ କାଣିପଦା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହା ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆରଡି...

ସ୍ବଳ୍ପ ବୃଷ୍ଟିପାତ: ଖରିଫ ଧାନ ଫସଲ ବାଧାପ୍ରାପ୍ତ

ପାଟକୁରା, ୨୧ା୮(ରବୀନ୍ଦ୍ର ନାଥ ବାରିକ ):ଗରଦପୁର ବ୍ଲକ ଅଧୀନ ବେଦାରୀ ପଦ୍ମପୁର, ପାଟକୁରା ଓ ଗରଦପୁର ୩ଟି ପଞ୍ଚାୟତ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଖରିଫ ଧାନ ଫସଲ ବାଧାପ୍ରାପ୍ତ ହୋଇଛି। ଶତାଧିକ ଏକର ଜମି ବର୍ଷା ଅଭାବରୁ ଚାଷ...

ମରାମତିକୁ ୬ ମାସ ପୂରିଲାନି: ରାସ୍ତାରେ ଖାଲ

ପଟ୍ଟାମୁଣ୍ଡାଇ, ୨୧ା୮(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୨ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି। ଗତ ୨...

ଘରକୁ ଫେରିବାକୁ ଭିକ ମାଗୁଛନ୍ତି ବାହାନଗା ପୀଡ଼ିତ

ବାରଙ୍ଗ,୨୧।୮(ଲିଙ୍ଗରାଜ ରାଉତ):ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ବାଲେଶ୍ୱର ଅଞ୍ଚଳର ଗଣେଶ ସାହାଣୀ ଏବେ ନନ୍ଦନକାନନ ଛକରେ ଭିକ ମାଗୁଛନ୍ତି। ନିଜ ଦୁଃଖକୁ ସେ ଅନ୍ୟପାଖରେ ବଖାଣି ନିଜର ଖାଇବା ସହ ଚିକିତ୍ସା ଓ ଘରକୁ ଯିବାକୁ ଅର୍ଥ ଯୋଗାଡ଼ କରୁଛନ୍ତି।...

ବିଶ୍ୱସ୍ତରୀୟ ହେବ କପିଳାସ ପୀଠ

ଢେଙ୍କାନାଳ, ୨୧ା୮(ରତନ ନାୟାର):କପିଳାସ କ୍ଷେତ୍ରାଧିପତି ମହାଦେବ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ସ୍ଥଳୀରେ ପରିଣତ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ରାଜ୍ୟ ସରକାର, ଜିଲା ପ୍ରଶାସନ...

ସେପ୍ଟେମ୍ବରରୁ ଅନନ୍ତଶୟନ ବିକାଶ କାର୍ଯ୍ୟ

ପରଜଙ୍ଗ, ୨୧ା୮(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସରାଙ୍ଗ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ନବମ ଶତାବ୍ଦୀର ଐତିହାସିକ କୀର୍ତ୍ତିରାଜି ଅନନ୍ତଶୟନ ପୀଠ ଏବଂ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ଉନ୍ନତୀକରଣ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଭାରତୀୟ ତୈଳ ନିଗମ ପକ୍ଷରୁ...

ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋ ଭାଇରାଲ

ନୟାଗଡ଼,୨୧।୮(ଲୋକନାଥ ମିଶ୍ର):ନୟାଗଡ଼ ସଦର ଥାନା ବାଲୁଗଁା ଅଞ୍ଚଳର ଏକ ହାଇସ୍କୁଲରେ ୫ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋକୁ ମୁହଁ ଅସଲି ରଖି ଶରୀରକୁ ଉଲଗ୍ନ କରି ଭାଇରାଲ କରାଯାଇଛି। ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୁରି ବୁଲୁଛି।...

୫-ଟି ସଚିବ ସମସ୍ୟା ବୁଝି ଛାଡ଼ି ଦେଇଥିବାରୁ ଧନ୍ୟବାଦ: ଭାସ୍କର

କଣାସ,୨୧ା୮(ବିଭୂତି ଭୂଷଣ ତ୍ରିପାଠୀ):ପୁରୀ ଜିଲା ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ (ୟୁଜିଏସ୍‌ଏମ୍‌) ଖେଳ ପଡ଼ିଆରେ ଶନିବାର ଅନୁଷ୍ଠିତ ଏକ ସମାବେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଯୋଗଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳିମାଡ଼ କରିଥିଲେ। କାଳିମାଡ଼...

ବାଇକ୍‌ରୁ ଖସିପଡ଼ି ଚାଲିଗଲା ଜୀବନ

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ବାଇକ୍‌ରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୋଚିଲିମାର ସୁଦେଷ୍ଣା ମୁନି (୬୫)। ମିଳିଥିବା ସୂଚନା ମୁତାବକ, ରବିବାର ସୁଦେଷ୍ଣା ପୁଅ...

ଗିରଫ ହେଲେ ୪ ନକଲି ପରୀକ୍ଷାର୍ଥୀ

ରାଉରକେଲା,୨୦।୮(ସଙ୍ଗୀତା ଜେନା): ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ୪ଜଣ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି। ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri