ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଚିତ୍ରାଙ୍କନ ପ୍ରତିଯୋଗିତା
ଦିଗପହଣ୍ଡି, ୨୩ା୧୧(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ରବିବାର ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷା…
ଖବରଦାତା ସୁଶାନ୍ତ ମଲ୍ଲିକ ପାଇବେ ‘ଓଡ଼ିଶାରତ୍ନ ଆଓ୍ବାର୍ଡ ୨୦୨୫’
କର୍ଲାମୁଣ୍ଡା,୨୩।୧୧ (ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାହିତି୍ୟକ ସୁଶାନ୍ତ ମଲ୍ଲିକ “ଓଡ଼ିଶା ରତ୍ନ ଆଓ୍ବାର୍ଡ” ରେ ସମ୍ବର୍ଦ୍ଧିତ ହେବେ I ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତାରେ ଓଡ଼ିଶାର କଲ୍ଚରାଲ ଆର୍ଟ…
ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…
ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ ଦୈନିକ ଧରିତ୍ରୀ ରେ ” ସପ୍ତାହରେ କିଡନୀ ରୋଗରେ ଗଲାଣି ୪ ଜୀବନ, ସ୍ବାସ୍ଥ୍ୟ…
‘ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’
ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନରେ ଜିଲାସ୍ତରୀୟ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଶୀର୍ଷକ ଏକ ସଚେତନତା ଶିବିର ବଲାଙ୍ଗୀର ପ୍ରତିମା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି l…
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତ ନୂଆକ୍ଷେତା-ନୂଆରାଇଗୁଡ଼ା ରାସ୍ତାର ଧାନମଞ୍ଚା ପାଖରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ…
ପ୍ରସ୍ତୁତ ଥିଲା ଷ୍ଟେଜ୍, ହେଲେ ବନ୍ଦ କରିଦିଆଗଲା ପ୍ରୋଗ୍ରାମ; ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ
ଗଞ୍ଜାମ,୨୩।୧୧(ବିଦ୍ୟାଧର ସାହୁ): ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରେକ୍ ଦ ଫ୍ଲୋର ଏବଂ ବୁଦ୍ଧଦୀପ ସ୍କୁଲର ମିଳିତ ଆନୁକୂଲ୍ୟରେ ରବିବାର ସାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଷ୍ଟେଜ ପ୍ରୋଗ୍ରାମ ବନ୍ଦ ହୋଇଯାଇଛି। ସହରର କିଛି କୁଚକ୍ରୀ ଗୋଷ୍ଠୀଙ୍କ…
ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ
ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି ଏକ ହାତୀଛୁଆର ମୃତ୍ୟୁ ହୋଇଛି। ହାତୀର ମୃତ୍ୟୁ ୪ ରୁ ୫ ଦିନ ତଳେ…
‘ଏନ୍ସିସି କ୍ୟାଡେଟ୍ କେଏସ୍ୟୁବି କଲେଜର ଗର୍ବ ଏବଂ ଗୌରବ’
ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ ପକ୍ଷରୁ ରବିବାର ଏନ୍ସିସି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଏନ୍ସିସି ପତାକା…
କେସିଙ୍ଗାରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ
କେସିଙ୍ଗା,୨୩ା୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠଠାରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ (ଜିଜ୍ଞାସା) ଏନର୍ଜି କ୍ଲବ ଦ୍ୱାରା ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ସି ସରକାରୀ…
ସୁକତେଲ ନଦୀରୁ ମିଳିଲା ନରକଙ୍କାଳ : ଖୋଳତାଡ କରୁଛି ପୋଲିସ
ବଲାଙ୍ଗୀର,୨୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା କୁମିଆପାଲି ଗାଁ ନିକଟ ସୁକତେଲ ନଦୀ ଗର୍ଭରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛ। ଏହି ନରକଙ୍କାଳ ଟି କାହାର ଜଣାପଡିନାହିଁ । ଆଜି ସ୍ଥାନୀୟ ଲୋକେ ନଦୀ ଖଣ୍ଡିରେ ଏହି କଙ୍କାଳ ଦେଖିବା…
ଆକ୍ସନ ମୋଡରେ ଧର୍ମଶାଳା ପୋଲିସ: ଘନଘନ ବୁଲଛି ପୋଲିସ ଗାଡ଼ି
ଧର୍ମଶାଳା,୨୩।୧୧ (ଶିବପ୍ରସାଦ ମହାନ୍ତି): ଆକ୍ସନ ମୋଡରେ ଧର୍ମଶାଳା ପୋଲିସ। ଧର୍ମଶାଳା ପୋଲିସ ବାରମ୍ବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବିଳମ୍ବିତ ରାତିରେ ଆଉ ଦୁଇ ଜଣଙ୍କୁ…
ଅଧା ରହିଲା ଜଗା ଦର୍ଶନ: ପୁରୀ ଯାଉଥିଲେ ବାଟରେ ଘଟିଲା…
ଆନନ୍ଦପୁର,୨୩।୧୧(ସୁଶାନ୍ତ କୁମାର ସାହୁ ): ୨୦ ନମ୍ବର ରାଜ ପଥରେ ସକାଳୁ ସକାଳୁ ଦୁର୍ଘଟଣା ଘଟିଛି, ଟ୍ରାଭେଲରକୁ ପିଟିଛି ଟ୍ରକ। ଏଥିରେ ୭ ଗୁରୁତର ହୋଇଥିବା ବେଳ ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆନନ୍ଦପୁର ଉପଖଣ୍ଡ ପୁରୁଣୀଆ ଗ୍ରାମର…
Archives


