ନିଶାଦ୍ରବ୍ୟ କାରବାରରେ ଲାଗୁନି ଅଙ୍କୁଶ
ବେଗୁନିଆ,୧ା୨(ଡି.ଏନ୍.ଏ.): ବେଗୁନିଆ ସଦର ମହକୁମା ଓ ଏହି ଥାନା ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଏବେ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଛି। ମଦ, ଗଞ୍ଜେଇ, ମାଦକ ଦ୍ରବ୍ୟ ସବୁ ଚୋରାରେ କାରବାର ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ଅଞ୍ଚଳର ଯୁବକମାନେ…
ଜବତ ଜେସିବି ଛଡ଼ାଇନେଲେ ପଥର ମାଫିଆ
ବାଣପୁର,୧ା୨(ଡି.ଏନ୍.ଏ): ଟାଙ୍ଗୀ ରେଞ୍ଜ ଅଧୀନ ଚକଡ଼ାପଥର ଡିପିଏଫ ଅଞ୍ଚଳରେ ପଥର ଖନନକୁ ନେଇ ରବିବାର ପଥର ମାଫିଆ ଓ ବନ ବିଭାଗର କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି। ପଥର ମାଫିଆମାନେ ଏକ ଜବତ ଜେସିବିକୁ ବଳପୂର୍ବକ ଛଡ଼ାଇ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
ଜିଦ୍ରେ ଅଟଳ ଉଭୟ ନିଯୋଗ
ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ ଲାଗି ରବିବାର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ପୁଷ୍ପାଳକ…
ନନ୍ଦନକାନନରେ ପର୍ଯ୍ୟଟକ କମିଲେ
ବାରଙ୍ଗ,୧ା୨(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ କେବଳ ରବିବାରରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢୁଥିବାର ଲକ୍ଷ୍ୟ କରାଯାଉଥିବାବେଳେ ଏହି ରବିବାର ପର୍ଯ୍ୟଟକ ସଂଖ୍ୟା କମିଯାଇଛି। ଗତ ୨୪ତାରିଖ ରବିବାରଠାରୁ ମାସ ଶେଷ ୩୧ତାରିଖ ରବିବାରରେ ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମିଥିବାବେଳେ…
ବିପଦରେ ମହାନଦୀ ମୁହାଣ ଉପକଣ୍ଠ
ମହାକାଳପଡ଼ା,୧ା୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଙ୍ଗୋସାଗର ସଂଲଗ୍ନ ଉପକଣ୍ଠ ମହାନଦୀ ମୁହାଣ ଉପକଣ୍ଠରେ ବାଲି ଓ ପଟୁମାଟି ଜମୁଛି। ଏହାଦ୍ୱାରା ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେଉନାହିଁ। ଉପର ମୁଣ୍ଡରୁ ବନ୍ୟାଜଳରେ ଗଡ଼ି ଆସୁଥିବା ବାଲି, ପଟୁମାଟି ଜମିବା…
ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା
ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୁଇ ଉଜୁଡା ଜଙ୍ଗଲ ଜୀବନ୍ୟାସ ପାଇଛି। ଏବେ ସେହି ଜଙ୍ଗଲ…
ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ
କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲାରେ ୭୦୦ରୁ ଊର୍ଦ୍ଧ୍ୱ କେନ୍ଦ୍ର ନିର୍ମାଣ ହୋଇ…
ଡଙ୍କାରୀରେ ନାମକୁ ମାତ୍ର ଚଢ଼ାଉ
ଯାଜପୁର ଅଫିସ/ଧର୍ମଶାଳା,୧ା୨(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ରବିବାର ଚଢ଼ାଉ କରାଯାଇ କମ୍ପ୍ରେସର, ଟ୍ରାକ୍ଟର, ହାଇୱା, ହିଟାଚି ମେଶିନ ଆଦି ୧୦ ଗାଡ଼ି ଜବତ କରାଯାଇଛି। ଏଥିସହିତ ୫ ଜଣଙ୍କୁ ଅଟକ ରଖାଯାଇଛି। ଧରିତ୍ରୀରେ ଡଙ୍କାରୀରୁ ପୁଣି କଳାପଥର…
ଶିଳ୍ପୀ ଗ୍ରାମ ବିକାଶ ବାଟବଣା
ଯାଜପୁର ଅଫିସ,୧ା୨: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ନେଇ ଓଡ଼ିଶାର ଅନେକ ଗଁାର ସ୍ବତନ୍ତ୍ର ପରିଚୟ ରହିଛି। ସେଥିମଧ୍ୟରୁ କେତେକ ଗଁାକୁ ଶିଳ୍ପୀଗ୍ରାମ ଭାବେ ବିକାଶ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷ କରି ହସ୍ତଶିଳ୍ପ ଇଣ୍ଡଷ୍ଟ୍ରିଜ୍କୁ ପ୍ରୋତ୍ସାହନ(ପିଏଚ୍ଆଇ)…
ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି
ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟୁନି। ଫୁଡ୍…
ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ
ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ…
ଚାପ କମିଲା, ଅପରାଧ କମୁନି
ଅନୁଗୋଳ ଅଫିସ, ୧।୨: ସଦର ଥାନା ଖୋଲାଯିବା ପରେ ଅନୁଗୋଳ ଥାନା ଉପରୁ ଚାପ ହ୍ରାସ ପାଇଛି। କିନ୍ତୁ ସେହି ଅନୁସାରେ ଆପରାଧିକ କାର୍ଯ୍ୟକଳାପ କମୁନାହିଁ। ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଅସାମାଜିକମାନେ ଆଡ୍ଡା ଜମାଇବା…

