ଆମ ଜିଲା ଖବର

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ ଲାଡ଼ା ଗ୍ରାମ ନିକଟରେ ସର୍ଟସର୍କିଟ ଘଟି ଏକ କୋଇଲା ବୋଝେଇ ଟ୍ରକରେ ବୁଧବାର ସକାଳେ ନିଆଁ ଲାଗି ଯାଇଛି। ଗାଡ଼ି ନମ୍ବର ସିଜି ୦୪ ଏମ୍‌ଏମ୍‌ ୪୩୦୮ଇିନ ଓ୍ବାଇରେ ସର୍ଟସର୍କିଟ ହେବାରୁ ଏହାର କ୍ୟାବିନରେ ନିଆଁ…

ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଗଲା ନିଆଁ

କେନ୍ଦୁଝର,୨୭।୧(ସ୍ବ.ପ୍ର.): କେନ୍ଦୁଝର ସହର ମାଇନିଂ ରୋଡ୍‌ ଏଲ୍‌ଆଇସି କଲୋନୀରେ ଠିଆ ହୋଇଥିବା ଏକ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ିଯାଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ହେଁ ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। କେହି ମୃତାହତ ହୋଇନାହାନ୍ତି। ନିଆଁ…

ଅନ୍‌ଲାଇନ ଠକେଇ ମାମଲା: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା,୨୭।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଅନ୍‌ଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହମିରପୁରରୁ ୫ ସାଇବର ଠକଙ୍କୁ ଗିରଫ କରାଯାଇଛି। ମୋବାଇଲ ଫୋନ ଜରିଆରେ ଅଭିଯୁକ୍ତ ଲଟେରି ଟଙ୍କା ପୈଠ ଲୋଭ ଦେଖାଇ ଅନ୍‌ଲାଇନ୍‌ ଠକେଇ କରୁଥିଲେ। ତେବେ ଗିରଫ ୫ ଜଣ…

ବାଙ୍କୀରେ ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ୱର, ୨୭।୧(ବ୍ୟୁରୋ): କଟକ ବାଙ୍କୀ ଗଡ଼ରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡି ଶେଲ ଡକ୍‌ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି। ଦେଶରେ…

ପୋତାଗଡ଼, ଋଷିକୂଲ୍ୟା ମୁହାଁଣ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଗଞ୍ଜାମ,୨୭।୧(ଡି.ଏନ୍‌.ଏ.): ଗଞ୍ଜାମ ଅଞ୍ଚଳରେ ଥିବା ଐତିହାସିକ ପୋତାଗଡ଼ ଓ ଋଷିକୂଲ୍ୟା ମୁହାଁଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଧୀରେନ କ୍ରିଷ୍ଣା ବୁଧବାର ପରିଦର୍ଶନ କରିଛନ୍ତି। ଏହି ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୋତାଗଡର ଇତିହାସ,ଏଠାରେ କିପରି ଆନୁସଙ୍ଗିକ ବ୍ୟବସ୍ଥା ହେବାସହ କିପରି…

ଗଞ୍ଜାମରେ ନକଲି କୋଲ୍ଡ ଡିଙ୍କ୍ସ କାରଖାନା ଠାବ, ମାଲିକଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ , ୨୬।୧ – ଗଞ୍ଜାମ ଜିଲାର ସହର ଓ ସହର ତଳି ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହେବା ବନ୍ଦ ହେଉନାହିଁ। ଖାଦ୍ୟ ନା ’ରେ ବିକ୍ରି ହେଉଛି ଚକଚକିଆ ପ୍ୟାକେଟ। ହେଲେ ଖୋଳପା ଭିତରେ…

‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’

କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହା କହିଛନ୍ତି। ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ…

ସଂଗ୍ରାମୀଙ୍କୁ ମନେ ପକାଇଲେ ମନ୍ତ୍ରୀ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ପାଳିତ ହୋଇଛି। ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ…

କର୍ଲାମୁଣ୍ଡାର ଗୌରବ ସୌମ୍ୟାରାଣୀ: ପ୍ରଥମ ମହିଳା ଭାବେ ଯୋଗଦେବେ ସିଆର୍‌ପିଏଫ୍‌ରେ

କର୍ଲାମୁଣ୍ଡା,୨୬ା୧: କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ଝିଅ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ ବ୍ଲକ ଅନ୍ତର୍ଗତ ସର୍ଗୁଲ ଗ୍ରାମର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ ଝିଅ ସୌମ୍ୟରାଣୀ ହୋତା (୨୦)।…

ଗୋରାସେତୁରେ ପ୍ରଥମ ଥର ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୨୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଆନନ୍ଦର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ପଣଷପୁଟ ପଞ୍ଚାୟତ ଗୋରାସେତୁଠାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବାପରେ ପ୍ରଥର ଥର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଯୋଡ଼ାମ୍ବ…

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି ମୃତାହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅଧୀନ ବିଜରାଗୁଡ଼ା ଗ୍ରାମର ଭୀମ ନାୟକ…

୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା ହନୁମାନ ପଇସା: ଚଢ଼ାଉ କରି ୭ ଜଣଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ ,୨୬।୧- ତିନୋଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କାରେ ବିକ୍ରି ଏବଂ ଠକେଇ କାରବାର ଉଦ୍ୟମକୁ ଗଞ୍ଜାମ ବାଦବାଜାର ପୋଲିସ ପଣ୍ଡ କରିଛି । ସୋମବାର ସକାଳେ ଶାନ୍ତିନଗରର ସୂର୍ଯ୍ୟ ପାତ୍ରଙ୍କ ବାସଭବନରେ ହନୁମାନ ପଇସା ବିକ୍ରି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?