ରଥରେ ସଙ୍ଖୁଡ଼ି ଭୋଗ
ମହାପ୍ରଭୁଙ୍କ ରଥଯାତ୍ରାରେ ହୋଇଥାଏ ସଙ୍ଖୁଡି ଭୋଗ । ରଥ ଟଣା ସମୟରେ ଯେଉଁଠି ସନ୍ଧ୍ୟା ହୋଇଯାଏ ରଥ ସେହିଠାରେ ଅଟକି ରହେ। ସେଠାକୁ ଭୋଗ ସାମଗ୍ରୀମାନ ଅଣାଯାଇ ଶ୍ରୀମନ୍ଦିର ବଡସୁଆରଙ୍କ ଦ୍ୱାରା ଭୋଗ ପ୍ରସ୍ତୁତ କରାଯାଇ ରଥ ଉପରେ ମଣୋହି କରାଯାଏ।…
ଚର୍ଚ୍ଚିତ ସ୍ଥାନ ବଳଗଣ୍ଡି
ବଡଦାଣ୍ଡର ଅନ୍ୟତମ ଚର୍ଚ୍ଚିତ ସ୍ଥାନ ବଳଗଣ୍ଡି। ଅଧୁନା ବଡ ଦାଣ୍ଡରେ ଲୁପ୍ତ ନଦୀଟି ବଳଗଣ୍ଡିରୁ ବଡଶଙ୍ଖ ମଧ୍ୟରେ ପ୍ରବାହିତ ହୋଇଥିଲା। ମାଦଳା ପାଞ୍ଜିରେ ଥିବା ସୂଚନା ଅନୁସାରେ ସମ୍ଭବତଃ ଏଇଠି କେଉଁଠି ବଳିବାମନ ପୂଜା ପାଇଁ ତିନି ମାଢ଼ (ସେ ସମୟରେ…
ପହଣ୍ଡିବିଜେରେ ଆକର୍ଷଣ ଟାହିଆ
ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ପହଣ୍ଡିବିଜେ। ପହଣ୍ଡିରେ ଦିଅଁ ଆସନ୍ତି ଝୁଲି ଝୁଲି। ବଡ ଠାକୁର ବଳଭଦ୍ର, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପହଣ୍ଡିବିଜେ ଦେଖିବା ପାଇଁ ଭକ୍ତ ମନ ବ୍ୟାକୁଳ ଥାଏ। ଆଉ ଏହି ଦୃଶ୍ୟ ଦେଖି ଭକ୍ତିଭାବ ଆହୁରି ବଢିଯାଏ। ପହଣ୍ଡି…
ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ
କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରଥଯାତ୍ରା ହେବନାହିଁ। ଅର୍ଥାତ କେନ୍ଦୁଝରର ବଡଦାଣ୍ଡରେ ଏବର୍ଷ…
ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗ
ଶ୍ରୀକ୍ଷେତ୍ରରେ ଗଜପତିମାନେ ପୂର୍ବରୁ ରହୁଥିବା ସ୍ଥାନ ବାଲି ନଅର ଭାବରେ ପରିଚିତ ଥିଲା। ଏହି ନଅରକୁ କେନ୍ଦ୍ର କରି ବିଭିନ୍ନ ଦିଗରୁ ରହିଥିଲା ଅନେକ ସୁଡ଼ଙ୍ଗ । ମାଟିତଳେ ନିର୍ମିତ ଏହି ସୁଡ଼ଙ୍ଗର ସମ୍ପର୍କ ଶ୍ରୀମନ୍ଦିର ସହିତ ରହିଥିବା ଅନେକେ ମତ…
ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ଆରମ୍ଭ
ପୁରୀ ଅଫିସ, ୨୩।୬: ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପହଞ୍ଚି ଛେରା ପହଁରା ଆରମ୍ଭ କରିଛନ୍ତି। ପୂର୍ବାହ୍ନ ୧୦.୪୫ରେ ଗଜପତି ମହାରାଜା ପ୍ରଥମେ ବଳଦେବଙ୍କ ତାଳଧ୍ୱଜ ରଥରେ ଛେରା ପହଁରା…
ଶିଷ୍ୟଙ୍କ ସହ ୩ ରଥରେ ବିଗ୍ରହମାନଙ୍କୁ ଦର୍ଶନକଲେ ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ, ୨୩।୬: କଟକଣାଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଦା ମୂର୍ତ୍ତିଙ୍କ ପହଣ୍ଡି ନୀତି। ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ…
ପୁରୀ ସେବାୟତଙ୍କୁ କରୋନା: କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ
ପୁରୀ ଅଫିସ୍,୨୩।୬: ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମଙ୍ଗଳବାର ନୀତି ନିର୍ଘଣ୍ଟ ଅନୁଯାୟୀ ରଥଯାତ୍ରା ଆରମ୍ଭ ହୋଇଛି। ଏପଟେ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ…
ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ କଲେ ସୁଦର୍ଶନ
ପୁରୀ ଅଫିସ,୨୩।୬: ରଥରେ ୩ ଠାକୁର ବିଜେ ପରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଲାଗି ପ୍ରସ୍ତୁତି ହେଉଛନ୍ତି। ଅନ୍ୟପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ କରିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି ଶେଷ ହୋଇଛି।
ରଥରେ ବିଜେ କଲେ ତିନି ଠାକୁର
ପୁରୀ ଅଫିସ: ୨୩।୬ : ପୁରୀ ରଥଯାତ୍ରା ଲାଗି ମଙ୍ଗଳବାର ପ୍ରାତଃରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ସକାଳ ୭ରୁ ପହଣ୍ଡି ଆରମ୍ଭହୋଇ ୯ଟା ମଧ୍ୟରେ ଶେଷ ହୋଇଛି। ପ୍ରଭୁ ସୁଦର୍ଶନ ରଥରେ ବିଜେ କରିବା ପରେ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ…
ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ
କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା ଘୋଡଣିକୁ ବନ୍ଦ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ…
ଦିଆସିଲି କାଠିରେ ୩ ଇଞ୍ଚର ତିନି ରଥ
ଖୋର୍ଦ୍ଧା ଅଫିସ,୨୩।୬: ଦିଆସିଲି କାଠିରେ ୩ ଇଞ୍ଚର ତିନି ରଥ ନିର୍ମାଣ କରି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗୋପୀନାଥପୁରର ଏଲ.ଇଶ୍ୱର ରାଓ ଲୋକଙ୍କ ମନ ଜିଣିପାରିଛନ୍ତି। ୩୫୦ ଦିଆସିଲି କାଠିରେ ୩ ଇଞ୍ଚର ରଥ ନିର୍ମାଣ ହୋଇଥିବା ବେଳେ…
Archives


