ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଚାର
ପାତ୍ରପୁର,୧୨ା୨: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଥିଲା ପ୍ରଚାରର ଶେଷ ଦିନ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳର ବହୁ ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଛି। କେତେକ ଗ୍ରାମରେ ଆନ୍ଧ୍ର…
ମଣିଷ ଖିଆ ବାଘ ହାବୁଡ଼ରେ ପଡ଼ିଗଲେ ଫଳ ଆଣିିବାକୁ ଯାଇଥିବା ମହିଳା, ତାପରେ…
ତରବୋଡ/ନୂଆପଡ଼ା ଅଫିସ,୧୧।୨: ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗାଁର ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରି ଖାଇଦେଇଥିବା ଗ୍ରାମବାସୀ କହିଛନ୍ତି। ଗୁରୁବାର ସକାଳେ ଛୋଟଲୋର୍ରା ଗାଁର ଭାନବାଇ ମାଝି (୪୭)ଙ୍କ ସହିତ ୩ଜଣ ମହିଳା ପାଖ ଜଙ୍ଗଲକୁ ଭେଲୁଆ…
ନୂଆ ରୂପରେ ଶୋଭା ପାଇବ ତାଳସାରୀ-ଉଦୟପୁର ବେଳାଭୂମି
ଭୋଗରାଇ,୧୧।୨: ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍ଫରେନ୍ସରେ…
ନିଆଁରେ ପୋଡ଼ି ଯୁବତୀଙ୍କ ଜୀବନ ଗଲା
ରାଉରକେଲା ଅଫିସ,୧୧ା୨: ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅର୍ନ୍ତଗତ ନୂଆବସ୍ତିର ଜଣେ ଯୁବତୀ ଗୁରୁବାର ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଆଫ୍ରିନ ଖାତୁନ(୧୯)। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଅନୁସାରେ,…
ଭିମ୍ସାର ମେଡିକାଲ ପଛପଟୁ ମିଳିଲା ଶିଶୁର ମୁଣ୍ଡବିହୀନ ମୃତଦେହ
ସମ୍ବଲପୁର,୧୧ା୨ (ବ୍ୟୁରୋ): ବୁର୍ଲା ଥାନା ଭିମସାର ମେଡିକାଲର ଯଷ୍ମା ବିଭାଗ ପଛପଟ କେନାଲ ପାର୍ଶ୍ୱରୁ ପୋଲିସ ଏକ ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା। ଗୁରୁବାର ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ପଡିଥିବା ସ୍ଥାନକୁ…
ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ରାଇଘର, ୧୧।୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛେଳିଡଙ୍ଗରି ପଞ୍ଚାୟତ ଚିତ୍ରକୋଟ ଗ୍ରାମର ହିରାମନ ଗଣ୍ଡଙ୍କ ପୁଅ ନବି ଗଣ୍ଡ (୨୫) ତାମିଲନାଡୁର କାଞ୍ଚତ୍ପୁରମରେ ଦାଦନ ଖଟିବାକୁ ଯାଇଥିଲେ। ରେଳଲାଇନ୍ ଅତିକ୍ରମ କରିବା ସମୟରେ ଟ୍ରେନ ଧକ୍କାରେ ସେଠାରେ ତାଙ୍କର ମୃତ୍ୟୁ…
ଆଇଏସ୍ଆଇ ଲିଙ୍କ୍: ଦେଶଦ୍ରୋହ ଅପରାଧରେ ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ
ବାଲେଶ୍ୱର ଅଫିସ,୧୧।୨- ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆର୍ଡିଓ)ର ଗୁପ୍ତ ତଥ୍ୟ ଆଇଏସ୍ଆଇ ଏଜେଣ୍ଟଙ୍କୁ ପ୍ରଦାନ କରିବା ଅଭିଯୋଗରେ ଗିରଫ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା…
ନିଖୋଜ ଅଭିଯୋଗ ଦେଲା ୩ ମୃତଦେହର ପରିଚୟ
ରାଉରକେଲା ଅଫିସ,୧୧।୨: ସୁନ୍ଦରଗଡ଼ ଜିଲା କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ୩ ଜଣ ନାବାଳକଙ୍କ ପରିଚୟ ମିଳିଛି। ଉକ୍ତ ନାବାଳକମାନେ ହେଲେ ପ୍ଲାଣ୍ଟସାଇଟ ଥାନା ଅଧୀନ ଗୁରୁଦ୍ୱାରା ରୋଡ଼ ଅଞ୍ଚଳର ସୋନି ସୋନକର(୧୪), ସୁମିତ ସୋନକର(୧୧) ଓ ଗାନ୍ଧୀ ରୋଡ଼…
ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କଲେ ୨ ଭଉଣୀ
କୋକସରା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୁଣ୍ଡିରେ ରଖିଥିବା ସଞ୍ଚିତ ଟଙ୍କା ଦାନ କରିଛନ୍ତି ୨ କୁନି ଭଉଣୀ। ସେମାନେ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ବଡ଼କେନ୍ଦୁଗୁଡ଼ା ଗ୍ରାମର ଆଦିତ୍ୟ ପଣ୍ଡାଙ୍କ ୨ ଝିଅ…
ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦାବି
ଛତ୍ରପୁର,୧୧।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ହୋଇଥିଲେ ମଧ୍ୟ ବ୍ରହ୍ମପୁରଠାରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ରହିଛି। ଛତ୍ରପୁରରେ ଉପଖଣ୍ଡ ହସ୍ପିଟାଲ ରହିଛି। ଏହାକୁ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦେବାକୁ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ହୋଇଛି। ଏ ନେଇ…
ଆନ୍ଧ୍ର ମାନଚିତ୍ରରେ ଓଡ଼ିଶାର ଏହି ଗାଁ, ଓଡ଼ିଆ ବଦଳରେ ତେଲୁଗୁ କହିଲେଣି ଲୋକେ
ଚିତ୍ରକୋଣ୍ଡା,୧୧।୨(ଡି.ଏନ୍.ଏ.): ଓଡ଼ିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ। ଦୀର୍ଘବର୍ଷ ଧରି ଆନ୍ଧ୍ର ସରକାରଙ୍କଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ ସମ୍ପୂର୍ଣ୍ଣ ଢଳି ସାରିଲେଣି ଗ୍ରାମବାସୀ। ଏପରିକି ନିଜ ମାତୃଭାଷାକୁ ଭୁଲି ସାରିଲେଣି। କୋରାପୁଟ ଜିଲାର…
ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପ୍ରତୀକ ଧାରଣା
ଭଦ୍ରକ ଅଫିସ,୧୧।୨: ଗୁରୁବାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଗୃହ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ ଦିନରେ ଜିଲାର ଅନ୍ୟ ବିଧାୟକଙ୍କ ବାସଗୃହ ସମ୍ମୁଖରେ ଦିଆଯିବ ବୋଲି କୁହାଯାଇଛି। ଜିଲାବାସୀଙ୍କ ବୃହତ…

