ଆମ ଜିଲା ଖବର

ଐତିହାସିକ ପୋତାଗଡ଼ ମୁଖ୍ୟ ଫାଟକରେ ତାଲା, ପର୍ଯ୍ୟଟକ ନିରାଶ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.) ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ମୁଖ୍ୟ ଗେଟରେ ତାଲା ପଡ଼ିଥିବା ଶନିବାର ଦେଖିବାକୁ ମିଳିଛି । ଯାହା ଫଳରେ ପୋତାଗଡ଼ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି । ଏଥିସହିତ ସକାଳ ଓ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳ ଛାତ୍ରମାନେ ଖେଳକୁଦ,…

ଆନ୍ଧ୍ରକୁ ବାଲି ଚୋରା ଚାଲାଣ: ୧୯ ଟ୍ରକ୍‌କୁ ଧରିଲା ପୋଲିସ

ଛତ୍ରପୁର,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ବେଳେ ମଧ୍ୟରାତିରେ ୧୯ଟି ବାଲି ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରିଛିି। ନିୟମିତ ଏଠାର କେତେକ ବାଲି ମାଫିଆ ଆନ୍ଧ୍ରକୁ ବାଲି ଚୋରାଚାଲାଣ କରିଆସୁଥିଲେ ହେଁ ପ୍ରଶାସନ କୌଣସି…

ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ବନ୍ତ,୨୭।୨(ସ୍ବ.ପ୍ର.): ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ବସନ୍ତିଆଠାରେ ଶନିବାର ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ବସନ୍ତିଆ ସମବାୟ ସମିତିରେ ବିକ୍ରି ଧାନ ବସ୍ତା ପଡି ରହିଥିବା ବେଳେ ଟୋକନ ଅଭାବରୁ ଧାନ ଉଠାଇବାରେ ବିଳମ୍ବ ପ୍ରତିବାଦରେ ଏହି…

ମହୋତ୍ସବ ଲାଗି ସଜେଇ ହେଉଛି ଐତିହାସିକ ଜଉଗଡ଼

ପୁରୁଷୋତ୍ତମପୁର,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ଥିବା ଐତିହାସିକ କଳିଙ୍ଗ ସମ୍ରାଟ ଅଶୋକଙ୍କ ଦ୍ୱାରା ଲିଖିତ ଅନୁଶାସନ ଜଉଗଡ଼ ମହୋତ୍ସବ ଲାଗି ସଜେଇ ହୋଇଛି। ଏହା ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା…

ବାଇକ ଉପରେ ପଡ଼ିଲା ଗଛ: ଶିଶୁପୁତ୍ର ମୃତ

ଯାଜପୁର ଅଫିସ,୨୭।୨: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଶନିବାର ପୂର୍ବାହ୍ନରେ ଗଛ ଡାଳପଡି ଜଣେ ୩ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଭଦ୍ରକ ଜିଲା ଆଗରପଡ଼ାର ଆଡ଼ିଆ…

ନିକଟସ୍ଥ ଜଙ୍ଗଲରୁ ଉଡ଼ିଆସିଲା ନିଆଁ ଝୁଲ: ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ବୁଗୁଡ଼ା, ୨୭।୨: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ପରିବାରଙ୍କ ୪ ବଖରା ଜଳିପୋଡି ପାଉଁଶ ହୋଇଯାଇଛି। ପ୍ରକାଶ ଯେ, ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ସେଠାରୁ ନିଆଁ ଝୁଲ…

ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ

କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମିଶାଇ…

୬୫୦ କୋଟିର ସି-ଶୋର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ/ଭୁବନେଶ୍ୱର, ୨୭।୨(ବ୍ୟୁରୋ): ବହୁଚର୍ଚ୍ଚିତ ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କଟକସ୍ଥିତ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚିଟ୍‌ଫଣ୍ଡ ସଂସ୍ଥା ସି-ଶୋର କମ୍ପାନୀର ପ୍ରାୟ ୬୫୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି…

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଇ ସେମାନଙ୍କୁ ସାଧାରଣଙ୍କ ପରି ଜୀବନ ଅତିବାହିତ ପାଇଁ ସୁଯୋଗ ଦିଆଯିବ। ଏଥିନିମନ୍ତେ…

ଜଙ୍ଗଲରେ ନିଆଁ…

କେନ୍ଦୁଝର,୨୭ା୨: କେନ୍ଦୁଝର ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ନିଆଁ ଲାଗିଲେ ଲିଭାଇବା ପାଇଁ କାୈଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲାର ତେଲକୋଇ, ସଦର,…

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ ନୂଆସାହିରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ସାହିର ରାମ…

ସ୍ମାର୍ଟ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ କଲେ ମନ୍ତ୍ରୀ

ଜୁନାଗଡ଼,୨୬।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ କଳାହାଣ୍ଡି ଜିଲାପାଳ ଡ. ପରାଗ ହର୍ଷଦ ଗାଭାଲି ସ୍ମାର୍ଟ ହାଇସ୍କୁଲ କରିବା ପାଇଁ ଘୋଷଣା କରିଥିଲେ। ଜିଲାପାଳଙ୍କ ଘୋଷଣା ପରେ ଉନ୍ନୟନ କାମ ଆରମ୍ଭ ହୋଇଯାଇଛି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?